Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନାଭାଇରସ: ୨୪ ଘଣ୍ଟାରେ ଇଟାଲିରେ ୩୬୮ ମୃତ

ଇଟାଲି: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଇଟାଲିରେ ମୃତ୍ୟୁ ସଂଖ୍ୟା ୧୮୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୨୧ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କରୋନା ଭାଇରସ୍…

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କରୋନା ଟେଷ୍ଟ ନେଗେଟିଭ୍‌

ନ୍ୟୁୟର୍କ:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କରୋନା ଟେଷ୍ଟ ନେଗେଟିଭ୍‌ ଆସିଛି । ହ୍ୱାଇଟ୍‌ ହାଉସ୍‌ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ଏକ ଉଚ୍ଚସ୍ତରୀୟ ସମ୍ମିଳନୀରେ କରୋନା ସଂକ୍ରମିତ ଜଣେ ରାଷ୍ଟ୍ରଦୂତଙ୍କ ସହ ଟ୍ରମ୍ପଙ୍କର ସାକ୍ଷାତକାର ହୋଇଥିଲା ।…

ଚୀନରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି : ସ୍କୁଲ, ରାଜରାସ୍ତା ଖୋଲିଲା

ବେଜିଂ: ଚୀନରୁ ସାରା ବିଶ୍ୱକୁ କରୋନା ଭାଇରସ ବ୍ୟାପିଥିଲେ ମଧ୍ୟ ସେଠାରେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ଚୀନରରେ ୮୦,୮୪୯ ସଂକ୍ରମିତ ହୋଇଥିବା ବେଳେ ୩୧୯୯ ମୃତ୍ୟୁବରଣ କରିଥିଲେ । ସରକାରଙ୍କ କଡା ପଦକ୍ଷେପ ଏବଂ ନାଗରିକଙ୍କ ଉଦ୍ୟମ ଏହା ଏବେ ପରିସ୍ଥିତିକୁ ସାମାନ୍ୟ କରିଛି । ରବିବାର…

କରୋନା: ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ପ୍ରକୋପ । ଚୀନରୁ ଆସିଥିବା କରୋନା ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଛି । ଦେଶରେ ମଧ୍ୟ କରୋନା ମୁକାବିଲା ନେଇ ଯୁଦ୍ଧଭିତ୍ତି କ ସ୍ତରରେ ପ୍ରସ୍ତୁତି ଚାଲିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଛି ଏବଂ ୨ଟି କରୋନା ଜନିତ ମୃତ୍ୟୁ…

କରୋନା ମୁକାବିଲା ପ୍ରସ୍ତୁତିରେ ବଡ଼ବଡ଼ ଦେଶକୁ ପଛରେ ପକାଇଛି ଭାରତ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଜୀବାଣୁ ଯୋଗୁଁ ବିଶ୍ୱ ସ୍ତରରେ ମୃତ୍ୟୁସଂଖ୍ୟା ୫୮୩୩ କୁ ବୃଦ୍ଧି ପାଇଥିବାବେଳେ ଏହାର ସଂକ୍ରମଣ ୧.୫୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟକୁ ବ୍ୟାପି ସାରିଛି। ଭାରତରେ ମଧ୍ୟ ଏହି ସଂକ୍ରମଣ ୧୦୦ ଅତିକ୍ରମ କରିଥିବା ବେଳେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।…

କୋଭିଡ-୧୯: ଏକାଠି ଲଢ଼ିବାକୁ ସାର୍କ ରାଷ୍ଟ୍ରଙ୍କୁ ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭିଡିଓ କନ୍‍ଫରେନ୍ସିଂ ଜରିଆରେ ସାର୍କ ସଦସ୍ୟ ରାଷ୍ଟ୍ରଙ୍କ ସହ ଆଲୋଚନା କରିଛନ୍ତି । କୋଭିଡ-୧୯ ତଥା ମହାମାରୀ କରୋନା ଭୂତାଣୁକୁ ଏକାଠି ମିଳିମିଶି ମୁକାବିଲା କରିବାକୁ ମୋଦୀ ଆହ୍ୱାନ ଦେଇଛନ୍ତି । ଭିଡିଓ କନ୍‍ଫରେନ୍ସିଂରେ ସାମିଲ…

ଗୁଜରାଟ କଂଗ୍ରେସକୁ ଝଟ୍‌କା, ରାଜ୍ୟସଭା ନିର୍ବାଚନ ପୂର୍ବରୁ ୫ ବିଧାୟକଙ୍କ ଇସ୍ତଫା

ଅହମ୍ମଦାବାଦ: ରାଜ୍ୟସଭା ନର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସକୁ ଜୋରଦାର ଲାଗିଛି ଝଟକା । କଂଗ୍ରେସର ୫ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବିଧାନସଭା ବାଚସ୍ପତିଙ୍କୁ ସେମାନେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇଥିବା ବିଧାୟକଙ୍କ ନାଁ…

ମଧ୍ୟପ୍ରଦେଶ ରାଜନୀତି: ଫ୍ଲୋର ଟେଷ୍ଟ ପୂର୍ବରୁ ବିଧାୟକଙ୍କ ହେବ କରୋନା ଟେଷ୍ଟ

ଭୋପାଲ: ସାରା ବିଶ୍ୱରେ କରୋନାକୁ ନେଇ ହାହାକାର ସୃଷ୍ଟି ହୋଇଛି । ଏହାର ପ୍ରଭାବ ଏବେ ମଧ୍ୟପ୍ରଦେଶ ରାଜନୀତି ଉପରେ ମଧ୍ୟ ପଡିଛି । ସୋମବାର କମଲନାଥ ସରକାରଙ୍କ ହେବାକୁ ଥିବା ଫ୍ଲୋର ଟେଷ୍ଟ ପୂର୍ବରୁ ଭୋପାଲ ଫେରିଥିବା ବିଧାୟକଙ୍କ କରୋନା ଟେଷ୍ଟ ହେବା ନେଇ ଦାବି ହୋଇଛି । ଆଜି ବସିଥିବା…

ସୋମବାର ଶକ୍ତି ପରୀକ୍ଷା, ରାତିଅଧରେ କମଲନାଥଙ୍କୁ ଆସିଲା ନିର୍ଦ୍ଦେଶ

ଭୋପାଲ: ସିନ୍ଧିଆ ଏବଂ ତାଙ୍କ ୨୨ ସମର୍ଥକ ଇସ୍ତଫା ପରେ ମଧ୍ୟପ୍ରଦେଶରେ ସୃଷ୍ଟି ହୋଇଛି ରାଜନୈତିକ ସଂକଟ । ଏହାରି ଭିତରେ ସୋମବାର ଶକ୍ତି ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ କମଲନାଥ । ଏନେଇ ରାତିଅଧରେ ତାଙ୍କୁ ପାଖକୁ ଆସିଛି ନିର୍ଦ୍ଦେଶ । ଶନିବାର ରାତିରେ ରାଜ୍ୟପାଳ ଲାଲାଜୀ ଟଣ୍ଡନ…

ଇଟାଲିରୁ ଫେରିଲେ ୨୧୧ ଭାରତୀୟ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: କରୋନାଭାଇରସରେ ପ୍ରଭାବିତ ଇଟାଲି ରାଷ୍ଟ୍ରରେ ଫସିରହିଥିବା ପ୍ରାୟ ୨୧୧ ଭାରତୀୟ ଛାତ୍ରଛାତ୍ରୀ ରବିବାର ଭାରତରେ ଆସି ପହଞ୍ଚିଛନ୍ତି । ଏନେଇ ଟ୍ୱିଟ୍ କରିଛନ୍ତି ଭି ମୁରଲୀଧରନ । https://twitter.com/MOS_MEA/status/1239044639291654144?s=08 ଗଣମାଧ୍ୟମରେ…