Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶାହିନବାଗ ଆନ୍ଦୋଳନ: ଆନ୍ଦୋଳନକାରୀଙ୍କ ସହ କଥା ହେବେ ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥି…

ନୂଆଦିଲ୍ଲୀ: ପାଖାପାଖି ୨ ମାସ ହେବ ଶାହିନ ବାଗରେ ଚାଲିଥିବା ଆନ୍ଦୋଳନ ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଦିନ ଶୁଣାଣି କରିଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶାହିନ ବାଗ ଆନ୍ଦୋଳନକାରୀଙ୍କ ସହ କଥା ହେବ ପାଇଁ ସୁପ୍ରିମକୋର୍ଟ ଅଦାଲତ ଜଣେ…

୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଜରିମାନା ଲାଗୁ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ସତ୍ୟପାଠ ଦାଖଲରେ ଅବହେଳା । ଏନେଇ ସୁପ୍ରିମକୋର୍ଟ ଆଜି ୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି । ରାଜ୍ୟରେ ସାମୂହିକ ରୋଷେଇ ଶାଳ ନିର୍ମାଣ କରାଯାଇଥିବା ଦର୍ଶାଇ ଏକ ସତ୍ୟପାଠ ଦାଖଲ କରିବାକୁ ଗତ ସପ୍ତାହରେ ସୁପ୍ରିମକୋର୍ଟଙ୍କ…

ବିଶ୍ୱର କେଉଁ ଦେଶ ଗୁଡିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେତେ ? ଜାଣନ୍ତୁ

ନୂଆଦିଲ୍ଲୀ: ଥମୁନି କରୋନା ମୃତ୍ୟୁ ସଂଖ୍ୟା । ଏଯାଏଁ ଚୀନରେ ଘାତକ କରୋନା ଭାଇରସ ଯୋଗୁଁ ୧,୭୭୦ଜଣଙ୍କ ମୃତ୍ୟୁ ହୋଇସାରିଛି । ପାଖାପାଖି ୭୦, ୫୪୮ରୁ ଅଧିକ ଲୋକ ସଂକ୍ରମିତ ଥିବା ଆଶଙ୍କା କରାଯାଉଛି । ଚୀନ ବ୍ୟତୀତ ବିଶ୍ୱର ଅନେକ ଦେଶରେ ୧୦୦ଟି କରୋନା ଭାଇରସ ମାମଲା ସ୍ପଷ୍ଟ କରାଯାଇଛି ।…

ସହି ପାରିଲେନି ପ୍ରଂଶସା, ମିଲନ୍ଦଙ୍କୁ ଦଳ ଛାଡିବାକୁ କହିଲେ ମାକେନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଅନ୍ତଃକନ୍ଦଳ ଦେଖାଦେଇଛି । ଆପ୍‌ର ବିଜୟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କଂଗ୍ରେସ ନେତା ମିଲିନ୍ଦ ଦେଓରା ପ୍ରଶଂସା କରିଛନ୍ତି । ହେଲେ ଏହାକୁ ସହ୍ୟ କରି ପାରିନାହାନ୍ତି କଂଗ୍ରେସର ଆଉ…

ଶିବଙ୍କ ପାଇଁ ଖାଲି ରଖିଲେ ସିଟ୍‌, ପ୍ରଶ୍ନ ଉଠାଇଲେ ୱବେସି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶି ମହାକାଳ ଏକ୍ସପ୍ରେସ ଉଦଘାଟନ କରିଛନ୍ତି । ଯାହା ତିନୋଟି ଧାର୍ମିକ ସହର ବାରଣାସୀ, ଉଜୈନ ଏବଂ ଓଁକାରେଶ୍ୱରକୁ ଯୋଡ଼ୁଛି । ବାରାଣାସୀରୁ ଇନ୍ଦୋର ଯିବାକୁ ଥିବା କାଶି ମହାକାଳ ଏକ୍ସପ୍ରେସରେ ଭଗବାନ ଶିବଙ୍କ ପାଇଁ ଏକ ସିଟ ଖାଲି ରଖାଯାଇଛି ।…

ବଜାୟ ରହିବ ପାଣି, ବିଦ୍ୟୁତ ରିହାତି: କେଜ୍ରିୱାଲ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ନେବା ପରେ ଆଜି ଦିଲ୍ଲୀର ଦାୟିତ୍ୱ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ଏବଂ ମନ୍ତ୍ରୀ ମଣ୍ଡଳର ଅନ୍ୟ ୫ ଜଣ ସଦସ୍ୟ ମଧ୍ୟ ନିଜ ଦାୟିତ୍ୱଭାର ଗ୍ରହଣ କରିଛନ୍ତି…

ସୁପ୍ରିମକୋର୍ଟଙ୍କ ରାୟ: ସେନାରେ ମହିଳାଙ୍କୁ ମିଳିବ ସ୍ଥାୟୀ କମାଣ୍ଡ ପୋଷ୍ଟ

ନୂଆଦିଲ୍ଲୀ: ଏଣିକି ସେନାରେ ମହିଳାଙ୍କୁ ମିଳିବ ସ୍ଥାୟୀ କମାଣ୍ଡ ପୋଷ୍ଟ ବା ସ୍ଥାୟୀ ପଦପଦବୀ । ଏନେଇ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ସ୍ଥାୟୀ କମାଣ୍ଡ ପୋଷ୍ଟ ପାଇବାରୁ ବଂଚିତ ଥିବା ମହିଳା…

ଲଣ୍ଡନ ଫ୍ୟାଶନ ୱିକରେ ଭାରତୀୟ ସଂସ୍କୃତିର ଝଲକ

ନୂଆଦିଲ୍ଲୀ: ବିଦେଶରେ ସବୁବେଳେ ଭାରତୀୟ ସଂସ୍କୃତିକୁ ବହୁତ ପସନ୍ଦ କରାଯାଏ । ଲଣ୍ଡନର ଫ୍ୟାଶନ ଶୋ’ରେ ଏମିତି କିଛି ଦେଖିବାକୁ ମିଳିଛି । ବିଦେଶୀ ମଡେଲ ର‌୍ୟାମ୍ପରେ ଭାରତୀୟ ପରିଧାନ ‘ଶାଢ଼ୀ’ ପିନ୍ଧି ଚାଲୁଥିବାର ନଜର ଆସିଛନ୍ତି । ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗ ଏକ ଫ୍ୟାଶନ ଶୋ’ର ଆୟୋଜନ…

ଉତର କୋରିଆରେ ସନ୍ଦିଗ୍ଧ କରୋନା ରୋଗୀଙ୍କୁ ଗୁଳି କରି ହତ୍ୟା

ପ୍ୟୋନ୍‌ଗ୍ୟାଙ୍ଗ:ଉତର କୋରିଆ ସରକାରଙ୍କ କରୋନା ନେଇ କଠୋର ନିଷ୍ପତିକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି । ଏକଚ୍ଛତ୍ରବାଦ ନୃଶଂସ ଶାସକ କିମ ଜୋଙ୍ଗ କରୋନା ଆକ୍ରାନ୍ତଙ୍କ ପାଇଁ ଏଠାରେ ସ୍ଥାନ ନାହିଁ ବୋଲି କହିଛନ୍ତି । ସରକାର ଚୀନରୁ ଫେରିଥିବା ନିଜର ଜଣେ ଅଧିକାରୀଙ୍କୁ ଏଥିନେଇ…

କରୋନା ଭାଇରସ: ଉହାନରୁ ଫେରିଥିବା ୪୦୬ ଭାରତୀୟଙ୍କ ରିପୋର୍ଟ ନେଗେଟିଭ୍‌

ନୂଆଦିଲ୍ଲୀ: ଚୀନର କରୋନା ବ୍ୟାପିଥିବା ସହର ଉହାନରୁ ଭାରତ ଫେରିଥିବା ୪୦୬ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଉହାନରୁ ଭାରତ ଫେରିବା ପରେ ସମସ୍ତଙ୍କୁ ଆଇଟିବିପିର ଏକ ସ୍ୱତନ୍ତ୍ର କେନ୍ଦ୍ରରେ ରଖାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ଓ ଯାଂଚ ପରେ ସମସ୍ତ ଭାରତୀୟ କରୋନା ମୁକ୍ତ ବୋଲି…