Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନ୍ଟେକ୍ ଓ ଷ୍ଟାର୍ଟଅପ ପ୍ରତିନିଧିଙ୍କ ସହିତ ଅର୍ଥମନ୍ତ୍ରୀଙ୍କ ପ୍ରଥମ ପ୍ରାକ୍-ବଜେଟ୍…

ନୂଆଦିଲ୍ଲୀ: ୨୦୨୦ ସାଧାରଣ ବଜେଟ ପୂର୍ବରୁ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀ ଠାରେ ବିଭିନ୍ନ ଅଂଶୀଦାରଙ୍କ ସହିତ ପ୍ରାକ-ବଜେଟ ଆଲୋଚନା କରିଛନ୍ତି । ତାଙ୍କର ପ୍ରଥମ ବୈଠକରେ ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନଟେକ ଓ ଷ୍ଟାର୍ଟଅପ୍ସ ଜଗତର…

ମୋବାଇଲ୍ ପରାମର୍ଶରେ ଝାରସୁଗୁଡ଼ାର ଏହି ଚାଷୀ ପ୍ରଚୁର ଉତ୍ପାଦନ କଲେ; କିପରି ଜାଣନ୍ତୁ…

ଝାରସୁଗୁଡ଼ା: ଅଚାନକ ପ୍ରାାକୃତିକ ବିପର୍ଯ୍ୟୟରେ ଆଜିକାଲି ଚାଷକାର୍ଯ୍ୟରେ ଅନେକ କ୍ଷୟକ୍ଷତି ଘଟୁଛି । ଯଦି ସମସ୍ତ କାର୍ଯ୍ୟରେ ଉଚ୍ଚ ବୈଷୟିକ ଜ୍ଞାନ କୌଶଳ ଉପଯୋଗ ହୋଇପାରୁଛି ତେବେ ଚାଷକାର୍ଯ୍ୟରେ କାହିଁକି ନୁହେଁ? କୃଷକମାନେ କିପରି ଏହିପରି ପ୍ରାକୃତିକ ବିପର୍ଯ୍ୟୟରୁ ମୁକୁଳି ପ୍ରଚୁର…

ମିଥ୍ୟା ଓ ଗୁଜବଠୁଁ ଦୂରେଇ ରୁହ; ‘ସିଏବି’ ବିଲ ନେଇ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ବାର୍ତ୍ତା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଧେୟକ କୌଣସି ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ହାନି ପହଂଚାଇବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶ୍ୱାସନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ ଜରିଆରେ କହିଛନ୍ତି, “ନାଗରିକତା ସଂଶୋଧନ ବିଧେୟକ ବିରୋଧରେ ହିଂସାତ୍ମକ ପ୍ରତିବାଦ ଅତ୍ୟନ୍ତ…

ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ଲିଷ୍ଟ୍; ଇଣ୍ଡିଆନ ଅଏଲକୁ ପଛରେ ପକାଇ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଶୀର୍ଷରେ !

ଭୁବନେଶ୍ୱର: ରିଲାଏନ୍ସ ଇଂଣ୍ଡଷ୍ଟ୍ରୀଜ, ଇଣ୍ଡିଆନ ଅଏଲକୁ ପଛରେ ପକାଇ ଫରଚ୍ୟୁନ ଇଣ୍ଡିଆ ୫୦୦ ସୂଚୀରେ ଶୀର୍ଷ ସ୍ଥାନରେ ପହଂଚିଗଲା । ସୂଚନାଯୋଗ୍ୟ ଯେ ୧୦ ବର୍ଷଧରି ଭାରତୀୟ କମ୍ପାନୀ ହିସାବରେ ଇଣ୍ଡିଆନ ଅଏଲ ଏହି ଲିଷ୍ଟର ଶୀର୍ଷ ସ୍ଥାନ ଅଧିକାର କରିଥିଲା । ଫରଚ୍ୟୁନ ଇଣ୍ଡିଆ କହିଛି ଯେ,…

ଆଜି ବିଜୟ ଦିବସ; ଭାରତୀୟ ସେନାର ଅଦମ୍ୟ ଶକ୍ତି ସାମ୍ନାରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ

ନୂଆଦିଲ୍ଲୀ: ଆଜି ଡିସେମ୍ବର ୧୬ ତାରିଖ । ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଏହିଦିନରେ ପାକିସ୍ତାନ ଉପରେ ଭାରତୀୟ ସେନା ବିଜୟ ଲାଭ କରିଥିଲା । ଏହାକୁ ସ୍ମରଣ କରାଯାଇ ପ୍ରତ୍ୟେକ ବର୍ଷ ଏହାକୁ ବିଜୟ ଦିବସ ରୂପେ ପାଳନ କରାଯାଏ । ଏହିଦିନ ଭାରତୀୟ ବୀର ସୈନିକ ମାନେ…

ଜାଣନ୍ତୁ, ଝାଡ଼ଖଣ୍ଡ ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ କେଉଁ ୧୫ଟି ଆସନରେ ଚାଲିଛି ମତଦାନ…

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ସୋମବାର ଦିନ ୧୫ଟି ଆସନରେ ଆରମ୍ଭ ହୋଇଛି ଭୋଟଗ୍ରହଣ । ଏହି ୧୫ଟି ଆସନରେ ସକାଳ ୭ଟାଠାରୁ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି ମତଦାନ । Fourth phase of polling begins in Jharkhand for 15 Assembly seats Read @ANI Story…

ଜେଏମଏମ-କଂଗ୍ରେସ ଓ ବିଜେପିର ଏହି ୧୦ ହେଭିୱେଟଙ୍କ ଆଜି ହେଉଛି ଭାଗ୍ୟ ପରୀକ୍ଷା

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭାର ସମୁଦାୟ ଆସନ ସଂଖ୍ୟା ହେଉଛି ୮୧ । ରାଜ୍ୟରେ ନଭେମ୍ବର ୩୦ରୁ ଡ଼ିସେମ୍ବର ୨୦ ପର୍ଯ୍ୟନ୍ତ ଯେଉଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି ସେଥିମଧ୍ୟରୁ ୧୫ଟି ଆସନରେ ଆଜି ୪ର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ହେଉଛି । ଝାଡ଼ଖଣ୍ଡର ଶାସକ ବିଜେପି ବିରୋଧୀ କଂଗ୍ରେସ ଓ…

ଆଜିଠାରୁ ବ୍ୟାଙ୍କ ଉପଭୋକ୍ତା ପାଇପାରିବେ କେଉଁ ସବୁ ସୁବିଧା, ଜାଣନ୍ତୁ…

ଭୁବନେଶ୍ୱର: ଆରବିଆଇର ନିର୍ଦେଶ ଅନୁସାରେ ଆଜିଠାରୁ ବ୍ୟାଙ୍କ କଷ୍ଟମର୍ସକୁ କୌଣସି ଦିନ ଓ କୌଣସି ସମୟରେ ଏନଇଏଫଟି ଦ୍ୱାରା ଗୋଟିଏ ଖାତାରୁ ଅନ୍ୟ ଖାତାକୁ ଟଙ୍କା ପଠାଇବାର ସୁବିଧା ମିଳିବ | କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ କହିଥିଲା ଯେ, ୧୬ ଡ଼ିସେମ୍ବରରୁ ବ୍ୟାଙ୍କ ନିଜର ଉପଭୋକ୍ତାଙ୍କୁ…

ଝାଡଖଣ୍ଡ ୪ର୍ଥ ପର୍ଯ୍ୟାୟ ନିର୍ବାଚନ: କଡା ସୁରକ୍ଷା ମଧ୍ୟରେ ୧୫ ଆସନ ଲାଗି ମତଦାନ ଜାରି

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସୋମବାର ୪ର୍ଥ ପର୍ଯ୍ୟାୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ୪ର୍ଥ ପର୍ଯ୍ୟାୟରେ ୧୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ଆଜି ଯେଉଁସବୁ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟଗ୍ରହଣ…

ଆଜି ଝାଡ଼ଖଣ୍ଡରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ; ବିଜେପିର ୨ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ସୋମବାର ଦିନ ଅନୁଷ୍ଠିତ ହେଉଛି । ସକାଳ ୭ଟାରୁ ଭୋଟରମାନେ ମତଦାନ କେନ୍ଦ୍ର ଗୁଡ଼ିକରେ ଲମ୍ବା ଲାଇନ ଲଗାଇ ଭୋଟଦାନ ଜାରି ରଖିଛନ୍ତି । झारखंड विधानसभा चुनाव 2019 के चौथे चरण में 15 सीटों के लिए आज मतदान होगा।…