Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଝାଡଖଣ୍ଡ ୪ର୍ଥ ପର୍ଯ୍ୟାୟ ନିର୍ବାଚନ: କଡା ସୁରକ୍ଷା ମଧ୍ୟରେ ୧୫ ଆସନ ଲାଗି ମତଦାନ ଜାରି

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସୋମବାର ୪ର୍ଥ ପର୍ଯ୍ୟାୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ୪ର୍ଥ ପର୍ଯ୍ୟାୟରେ ୧୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ଆଜି ଯେଉଁସବୁ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟଗ୍ରହଣ…

ଆଜି ଝାଡ଼ଖଣ୍ଡରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ; ବିଜେପିର ୨ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ସୋମବାର ଦିନ ଅନୁଷ୍ଠିତ ହେଉଛି । ସକାଳ ୭ଟାରୁ ଭୋଟରମାନେ ମତଦାନ କେନ୍ଦ୍ର ଗୁଡ଼ିକରେ ଲମ୍ବା ଲାଇନ ଲଗାଇ ଭୋଟଦାନ ଜାରି ରଖିଛନ୍ତି । झारखंड विधानसभा चुनाव 2019 के चौथे चरण में 15 सीटों के लिए आज मतदान होगा।…

ଦୁନିଆର ସବୁଠାରୁ ସୁରକ୍ଷିତ ଘର, ପରମାଣୁ ଭେଦ କରିପାରିବ ନାହିଁ !

ସମସ୍ତେ ଏକ ମଜଭୁତ ଓ ସୁରକ୍ଷିତ ଘରେ ବାସ କରିବା ପାଇଁ ଚାହାଁନ୍ତି । ଏଭଳି ସୁରକ୍ଷିତ ଘର କରିବା ପାଇଁ ପୋଲାଣ୍ଡର ଜନୈକ ବ୍ୟକ୍ତି ସ୍ଥାନୀୟ ଆର୍କିଟେଚର କମ୍ପାନୀର ମୁଖ୍ୟ କେଡବ୍ଲ୍ୟୁକେ ପ୍ରୋମ୍ସଙ୍କୁ ଦାୟିତ୍ୱ ଦେଇଥିଲେ । ପ୍ରୋମ୍ସ ଏହାକୁ ଆଖି ଆଗରେ ରଖି ଏପରି ଏକ ଘର ନିର୍ମାଣ କଲେ ଯାହା…

ନିର୍ଭୟା ମାମଲାରେ ଦୋଷୀକୁ ଫାଶୀ ଦେବା ପାଇଁ ଇଚ୍ଛୁକ ଶୁଟର ବର୍ତିକା; ରକ୍ତରେ ଲେଖିଲେ ଚିଠି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଅନ୍ତର୍ଜାତୀୟ ମହିଳା ଶୁଟର ବର୍ତିକା ସିଂ ଦାବି କରିଛନ୍ତି । ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ଏନେଇ ଏକ ରକ୍ତଭିଜା ଚିଠି ଲେଖି ପଠାଇଛନ୍ତି । ଉକ୍ତ ଚିଠିରେ ସେ…

ବିଶ୍ୱ ସୁନ୍ଦରୀ ୨୦୧୯: ବିଜୟ ମୁକୁଟ ପିନ୍ଧିଲେ ଟୋନୀ-ଆନ୍, ୩ୟ ସ୍ଥାନରେ ଭାରତ ସୁନ୍ଦରୀ

ଲଣ୍ଡନ: ଲଣ୍ଡନରେ ଆୟୋଜିତ ବିଶ୍ୱ ସୁନ୍ଦରୀ ୨୦୧୯ ପ୍ରତିଯୋଗୀତାରେ ବିଜୟ ମୁକୁଟ ପିନ୍ଧିଛନ୍ତି ଜାମାଇକାର ଟୋନୀ-ଆନ୍ ସିଂହ । ଏହି ପ୍ରତିଯୋଗୀତାର ୨ୟ ରନର-ଅପ୍ ଭାରତ ସୁନ୍ଦରୀ ସୁମନ ରାଓ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛନ୍ତି ଫ୍ରାନ୍ସର ଓଫେଲି ମେଜିନୋ ।…

ନାଗରିକତା ସଂଶୋଧନ ବିଲ: ଉତ୍ତର-ପୂର୍ବାଞ୍ଚଳରେ ସ୍ଥିତି ଶାନ୍ତ, ପଶ୍ଚିମବଙ୍ଗରେ ବଢୁଛି ଜନଅସନ୍ତୋଷ

ନୂଆଦିଲ୍ଲୀ: ଅନେକ ତର୍କବିତର୍କ ପରେ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ଗୃହିତ ହେବା ଏବଂ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ଜନଅସନ୍ତୋଷ ବଢିଛି । ଏହି ବିଲକୁ ବିରୋଧ କରି ଆସାମରେ ସୃଷ୍ଟି ହୋଇଥିବା ହିଂସା ପରିସ୍ଥିତି ଶାନ୍ତ ପଡୁଥିବା…

ସରକାର ଆର୍ଥିକ ବୃଦ୍ଧିରେ ଅଗ୍ରଗତି କରିବା ପାଇଁ ବଜାର ଚାହିଦା ବଢାଇବା ଉପରେ ଧ୍ୟାନ ଦେଉଛନ୍ତି: ମୁଖ୍ୟ ଆର୍ଥିକ…

ଭୁବନେଶ୍ୱର: ମୁଖ୍ୟ ଆର୍ଥିକ ପରାମର୍ଶଦାତା ବି ସୁବ୍ରମନ୍ୟମ ଶୁକ୍ରବାର ଦିନ କହିଲେ ଯେ ସରକାର ଆର୍ଥିକ ବୃଦ୍ଧିରେ ଅଗ୍ରଗତି କରିବା ପାଇଁ ବଜାର ଚାହିଦା ବଢାଇବା ଉପରେ ଧ୍ୟାନ ଦେଉଛନ୍ତି | ସେ ଅର୍ଥବ୍ୟବସ୍ଥା କୁ ଛଅ ବର୍ଷରେ ନିମ୍ନ ଆର୍ଥିକ ବୃଦ୍ଧି ରୁ ଉପରକୁ ନେବା ପାଇଁ ଉଠାଯାଉଥିବା ପଦକ୍ଷେପ…

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଭାରତ ଗସ୍ତ ହୋଇପାରେ ବାତିଲ !

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିକଟରେ ଭାରତ ଗସ୍ତରେ ଆସିବାକୁ ଥିବାବେଳେ ସେ ଏହି ଗସ୍ତକୁ ବାତିଲ କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଆସାମର ଗୌହାଟୀରେ ପ୍ରଧାନମନ୍ତ୍ରୀ ଆବେ ଓ ମୋଦିଙ୍କର ସାକ୍ଷାତ ହେବାକୁ ଥିବାବେଳେ ନାଗରିକତା ସଂଶୋଧନ ବିଲକୁ ନେଇ…

ଇଭିଏମରେ ସିଲ୍ ହେଲା ୩୦୯ ପ୍ରାର୍ଥୀଙ୍କ ଭାଗ୍ୟ; ତୃତୀୟ ପର୍ଯ୍ୟାୟରେ ୬୧.୧୯ % ମତଦାନ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ବିଧାନସଭା ଲାଗି ଗୁରୁବାର ଦିନ ୩ୟ ପର୍ଯ୍ୟାୟ ଭୋଟଗ୍ରହଣ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି । ମୋଟ ୧୭ଟି ଆସନ ଲାଗି ମତଦାନ ହୋଇଥିବା ବେଳେ ୬୧.୧୯ ପ୍ରତିଶତ ଭୋଟଗ୍ରହଣ ହୋଇଥିବା ନେଇ ଝାଡ଼ଖଣ୍ଡ ନିର୍ବାଚନ କମିଶନ ଅଧିକାରୀଙ୍କଠାରୁ ସୂଚନା ମିଳିଛି । विधानसभा चुनाव…

ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଭୁବନେଶ୍ୱର: ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ଗୁରୁବାର ବିଳମ୍ବିତ ରାତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରି ପ୍ରଦାନ କରିଛନ୍ତି। ସୋମବାର ଏହି ବିଲ୍‌ ଲୋକସଭାରେ ଗୃହୀତ ହୋଇଥିବା ବେଳେ ବୁଧବାର ରାଜ୍ୟସଭାରେ ଗୃହୀତ ହୋଇଥିଲା। ରାଷ୍ଟ୍ରପତିଙ୍କ ଅନୁମୋଦନ…