Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନାଗରିକତା ସଂଶୋଧନ ବିଲ୍: ଆସାମରେ କର୍ଫ୍ୟୁ ପରେ ଏବେ ଶିଲଂରେ ଉତ୍ତେଜନା, ଇଣ୍ଟରନେଟ୍ ସେବା ବନ୍ଦ

ଗୌହାଟୀ: ଅନେକ ତର୍କବିତର୍କ ପରେ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ଗୃହିତ ହେବାପରେ ଏହାକୁ ବିରୋଧ କରି ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ପ୍ରାପ୍ତ ସୂଚନାନୁଯାୟୀ ଆସାମର ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଏବେ…

ଇନକମ ଟ୍ୟାକ୍ସରେ ରିହାତି ମିଳିବାର ସମ୍ଭାବନା; ଟ୍ୟାକ୍ସ ରେଟରେ ହୋଇପାରେ ପରିବର୍ତ୍ତନ !

ଭୁବନେଶ୍ୱର: ବିତ୍ତ ମନ୍ତ୍ର ନିର୍ମଳା ସୀତାରମଣ ନିକଟରେ ଇନକମ ଟ୍ୟାକ୍ସରେ କମ କରିବା ପାଇଁ ସଂକେତ ଦେଇଛନ୍ତି | ବିସ୍ଲେଷକ କହିବାନୁସାରେ ବିତ୍ତ ବର୍ଷ ୨୦୨୦-୨୧ ର ବଜେଟ୍ ରେ ଆୟକର ରିହାତି ଘୋଷଣା ହୋଇପାରେ | ଏହି ସୁବିଧା କୋଟି କୋଟି ବେତନଭୋଗୀ ଙ୍କୁ ସିଧା ଫାଇଦା ହେବ | ଯେଉଁ ମାନେ…

ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ଅଜବ ନୋଟିସ୍: ‘ ଦୁଷ୍ଟ ଆତ୍ମାର ପ୍ରବେଶ ନିଷେଧ’

ନୂଆଦିଲ୍ଲୀ: ନୂଆଦିଲ୍ଲୀର ସରକାରୀ କାର୍ଯ୍ୟାଳୟକୁ ଘାରିଛି ଭୁତ ଭୟ । ଭୁତ ଡରରେ ଛାନିଆଁ ହୋଇଯାଉଛନ୍ତି କର୍ମଚାରୀ । କିଛି କର୍ମଚାରୀ ତ ଅଫିସ ଆସିବା ବନ୍ଦ କରିଦେଲେଣି । ଘଟଣାଟି ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଛି ଯେ, ଖୋଦ୍ ସୂଚନା ଓ ପ୍ରସାରଣ ବିଭାଗକୁ ନୋଟିସ ଜାରି କରିବାକୁ ପଡିଛି । ଅଫିସ…

ଛତିଶଗଡ଼ରେ ଡିଆରଜି ଓ ଏସଟିଏଫ ଟିମର ମିଳିତ ଅପରେସନ; ଉଦ୍ଧାର ହେଲା ୨ ମାଓବାଦୀଙ୍କ ମୃତଦେହ

ରାୟପୁର: ଛତିଶଗଡ଼ର ସୁକମାର ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ଘଟିଛି । ଗୁରୁବାର ଦିନ ଡିଆରଜି/ ଏସଟିଏଫ ଟିମର ମିଳିତ ଅପରେସନରେ ଜଙ୍ଗଲ ମଧ୍ୟରୁ ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛତିଶଗଡ଼ର ସୁକୁମା ଜିଲ୍ଳା ଅନ୍ତର୍ଗତ ଚିନ୍ତାଲନାଲ ସ୍ଥିତ…

ଡିସେମ୍ବର ୨୩ରେ ଅନୁଷ୍ଠିତ ହେବ ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ଉତ୍ସବ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ଡିସେମ୍ବର ୨୩ ତାରିଖରେ ୨୦୧୮ ବର୍ଷ ପାଇଁ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ୧୯୧୩ ମସିହାର ମେ' ୩ ତାରିଖରେ ଦେଶର ସର୍ବପ୍ରଥମ ଫିଚର ଫିଲ୍ମ ‘ରାଜା ହରିଶ୍ଚନ୍ଦ୍ର’ ରିଲିଜ…

ଅଯୋଧ୍ୟା ରାୟର ପୁନଃ ବିଚାରକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ରାୟ ବିରୋଧରେ ଦାଏର କରାଯାଇଥିବା ରିଭ୍ୟୁ ପିଟିସନକୁ ଗୁରୁବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ…

୨୦୦୨ ଗୁଜୁରାଟ ଦଙ୍ଗା: ନରେନ୍ଦ୍ର ମୋଦିଙ୍କୁ ନାନାବତୀ-ମେହେଟା କମିଶନଙ୍କ କ୍ଲିନଚିଟ୍

ନୂଆଦିଲ୍ଲୀ: ୨୦୦୨ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍ ଚିଟ୍ ପ୍ରଦାନ କରିଛନ୍ତି ନାନାବତୀ-ମେହେଟା କମିଶନ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବୁଧବାର ଦିନ ରାଜ୍ୟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜା…

ଝାଡ଼ଖଣ୍ଡ ନିର୍ବାଚନ: ଦିନ ୧ଟା ସୁଦ୍ଧା ୪୫.୧୪ % ମତଦାନ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭାେ ଲାଗି ଗୁରୁବାର ଦିନ ଅନୁଷ୍ଠିତ ହେଉଛି ୩ୟ ପର୍ଯ୍ୟାୟ ଭୋଟଗ୍ରହଣ । ଆଜି ୧୭ଟି ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ସକାଳ ୭ଟାରୁ ଭୋଟଗ୍ରହଣ ଚାଲୁ ରହିଛି । ଦିନ ଗୋଟାଏ ସୁଦ୍ଧା ୪୫ ପ୍ରତିଶତ ମଦଦାନ ହୋଇଥିବା ସୂଚନା ମିଳିଛି । 45.14% voter…

ଫାଶୀଦଣ୍ଡ ଲାଗି ଚାଲିଛି ଜହ୍ଲାଦ ଖୋଜା; ଖୁବଶିଘ୍ର ଝୁଲିବେ ନିର୍ଭୟାକାଣ୍ଡର ଦୋଷୀ !

ନୂଆଦିଲ୍ଲୀ: ଲୋମହର୍ଷକ ତଥା ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ଖୁବଶିଘ୍ର ଫାଶି ହେବାନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଆସନ୍ତା ଡ଼ିସେମ୍ବର ୧୬ ତାରିଖରେ ଏହି ଦୋଷୀମାନଙ୍କୁ ଫାଶିଖୁଣ୍ଟରେ ଝୁଲାଇ ଦିଆଯିବ ବୋଲି ସୋସିଆଲ୍ ମିଡ଼ିଆରେ ଗୁଜବ ପ୍ରସାରିତ ହେବାରେ…

ଝାଡ଼ଖଣ୍ଡ ନିର୍ବାଚନ: ଆଜି କେଉଁ ୧୭ଟି ଆସନରେ ହେଉଛି ନିର୍ବାଚନ, ଜାଣନ୍ତୁ…

ଋାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୧୭ଟି ଆସନରେ ଅନୁଷ୍ଠିତ ହେଉଛି ମତଦାନ । ଝାଡ଼ଖଣ୍ଡର ୮ଟି ଜିଲ୍ଲାରେ ଥିବା ୧୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ସମୁଦାୟ ୩୦୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । पश्चिमी सिंहभूम: जिले के ईचागढ़…