Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବୀରତ୍ୱର ପ୍ରତୀକ ସ୍ୱରୂପ ‘ନୌସେନା ଦିବସ’; ଜାଣନ୍ତୁ କାହିଁକି ହୁଏ ପାଳିତ

ଭୁବନେଶ୍ୱର: ଆଜି ନୌସେନା ଦିବସ । ୧୯୭୧ ମସିହା ଡିସେମ୍ବର ୪ ତାରିଖ ଆଜିର ଦିନରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନାର ବୀରତ୍ୱର ପ୍ରତୀକ ସ୍ୱରୂପ ‘ନୌସେନା ଦିବସ’ ପାଳନ କରାଯାଇଆସୁଅଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଭାରତୀୟ ନୌସେନାକୁ ଅଭିବାଦନ…

ମୂହୁର୍ତ୍ତକରେ ମିଳିବ ୧ ଲକ୍ଷ ପର୍ଯ୍ୟନ୍ତ ଋଣ; ଭାରତରେ ଲଞ୍ଚ ହେଲା ସାଓମିର ‘ଏମଆଇ କ୍ରେଡିଟ’ ଲୋନ…

ଭୁବନେଶ୍ୱର: ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମି ମଙ୍ଗଳବାର ଦିନ ଭାରତୀୟ ବଜାରରେ ଲଞ୍ଚ କଲା ନିଜର ପର୍ସନାଲ ଲୋନ ସର୍ଭିସ 'ଏମଆଇ କ୍ରେଡିଟ' | ଏହା ହେଉଛି ଏମଆଇ ପେ ପରେ ଦ୍ୱିତୀୟ ଫାଇନାନସିଆଲ ସର୍ଭିସ ଯାହା ଭାରତୀୟ ବଜାରରେ ଲଞ୍ଚ କରିଛି | ଅନଲାଇନ କ୍ରେଡିଟ ଲ୍ୟାଣ୍ଡିଙ୍ଗ…

ରାଜ୍ୟସଭାରେ ପାରିତ ହେଲା ଏସପିଜି ବିଲ୍: କଂଗ୍ରେସ ସଦସ୍ୟଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ: ଏବେ ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ମଙ୍ଗଳବାର ଦିନ ରାଜ୍ୟସଭାରେ ଏସପିଜି (ସଂଶୋଧନ) ବିଧେୟକ, ୨୦୧୯ ପାରିତ ହୋଇଛି । ପୂର୍ବରୁ ଲୋକସଭାରେ ଏହି ବିଲଟି ପାରିତ ହୋଇସାରିଛି । Home Minister Amit Shah during discussion on SPG Bill: CPI(M) ko toh haq…

ମଣିପୁରର ନିଉଟନ, ୧୨ ବର୍ଷରେ ଦେବେ ମ୍ୟାଟ୍ରିକ ପରୀକ୍ଷା

ମଣିପୁର: ମଣିପୁରର ଚୁରାଚନ୍ଦ ଜିଲ୍ଲାର ୧୨ ବର୍ଷୀୟ ଆଇଜକ ପଲଲୁଂଗ ମୁଆନ ଏବେ ଚର୍ଚ୍ଚାରେ । ପୂର୍ବୋତରର ଏହି ପ୍ରତିଭାବାନ କିଶୋର ପରୋକ୍ଷରେ ନିଜ ନାମକୁ ମଧ୍ୟ ସାର୍ଥକ୍ୟ କରିଛନ୍ତି । ତାଙ୍କୁ ଏବେ ସମସ୍ତେ ନିଉଟନ ନାମରେ ଡାକୁଛନ୍ତି । ୮ମ ଶ୍ରେଣୀରେ ପାଠ ପଢ଼ୁଥିବା ନିଉଟନ ଚଳିତ ବର୍ଷ…

ଏମିତି ଏକ ଗାଁ ଯେଉଁଠି ମଣିଷଠାରୁ ପଶୁ ସମସ୍ତେ ଅନ୍ଧ !

ଭୁବନେଶ୍ୱର: କେବେ ଏଭଳି ଅଦ୍ଭୁତ କଥା ଶୁଣିଛନ୍ତି କି? ଗୋଟିଏ ଗ୍ରାମର ପଶୁ ଠାରୁ ମଣିଷ ସଭିଏଁ ଅନ୍ଧ। ବିଶ୍ୱାସ ନହେଉଥିଲେ ମଧ୍ୟ କଥାଟି ସତ । ଉତ୍ତର ଆମେରିକାର ମେକ୍ସିକୋରେ ରହିଛି ଏଭଳି ଏକ ରହସ୍ୟମୟ ଗ୍ରାମ । ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେହି ଗ୍ରାମକୁ ଅନ୍ଧ ଗାଁ…

ଜୋରଦାର୍ ହେଉଛି ନିର୍ବାଚନ ପ୍ରଚାର; ଅମିତ ଶାହ ଓ ରାହୁଲ ଗାନ୍ଧୀଙ୍କ ପରସ୍ପରକୁ କଟାକ୍ଷ !

ରାଞ୍ଚି: ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପରେ ଅବଷିଷ୍ଟ ଆଉ ୪ଟି ପର୍ଯ୍ୟାୟ ମତଦାନ ଲାଗି ସବୁଦଳ ଶାଣିତ ଢଙ୍ଗରେ ପ୍ରଚାର କରିବା ଆରମ୍ଭ କରିଛନ୍ତି । ସୋମବାର ଦିନ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପିକୁ କଡ଼ା ସମାଲୋଚନା କରିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ…

ଝାଡ଼ଖଣ୍ଡ ନିର୍ବାଚନ: ରାହୁଲ ଗାନ୍ଧୀଙ୍କ ଜୋରଦାର୍ ପ୍ରଚାର

ରାଞ୍ଚି: ଆସନ୍ତା ଡିସେମ୍ବର ୭ ତାରିଖରେ ଝାଡ଼ଖଣ୍ଡ ବିଧାନସଭାର ୨ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ଚଳିତ ବିଧାନସଭା ନିର୍ବାଚନରେ ୫ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେଉଥିବା ବେଳେ ନଭେମ୍ବର ୩୦ ତାରିଖରେ ୧ମ ପର୍ଯ୍ୟାୟ ଭୋଟଗ୍ରହଣ ସମାପ୍ତ ହୋଇଛି । ଝାଡ଼ଖଣ୍ଡର ରଘୁବର ଦାସ ସରକାରକୁ…

ଠାବ ହେଲା ଲ୍ୟାଣ୍ଡର ବିକ୍ରମ, ଫଟୋଚିତ୍ର ଜାରି କଲା ନାସା

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ପକ୍ଷରୁ ନିକଟରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମର ଭଗ୍ନାବଶେଷକୁ ନାସାର ଅର୍ବିଟର ସାଟେଲାଇଟ୍ ଠାବ କରିପାରିଛି । ଏସମ୍ପର୍କରେ ନାସା ନିଜର ଟ୍ୱିଟର ଆକାଉଣ୍ଟରେ ଫଟୋ ଚିତ୍ର ସେୟାର କରିଛି ।…

ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’; ଜାଣନ୍ତୁ କେବେଠୁ ହେଉଛି ପାଳିତ

ଭୁବନେଶ୍ୱର: ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ । ପ୍ରତିବର୍ଷ ଡିସେମ୍ବର ୩ ତାରିଖ ଆଜିର ଦିନରେ ବିଶ୍ୱବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ପାଳନ କରାଯାଉଛି । ଜାତିସଂଘ ଆନୁକୂଲ୍ୟରେ ୧୯୯୨ ମସିହା ଡିସେମ୍ବର ୩ ତାରିଖକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ…

ଲୋକସଭାରେ ପାସ ହେଲା କମ୍ପାନୀ କର ସଂଶୋଧନ ବିଲ; ଅର୍ଥମନ୍ତ୍ରୀ କହିଲେ ଏହାର ଫାଇଦା ସମସ୍ତଙ୍କୁ ମିଳିବ

ଭୁବନେଶ୍ୱର : ଲୋକସଭାରେ କମ୍ପାନୀ କର ସଂଶୋଧନ ବିଲ ୨୦୧୯ ପାସ ହୋଇଯାଇଛି | ଏହା ଦ୍ୱାରା କର୍ପୋରେଟ କରରେ ସରକାରଙ୍କ ରହିଯାଇଥିବ ଗ୍ୟାପକୁ ଅତିକ୍ରମ କରିବ | ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ ଯେ, ଏହି କର ହ୍ରାସ ସବୁ କମ୍ପାନୀ ଙ୍କୁ ଫାଇଦା ଦେବ ଯେଉଁମାନେ ନିୟମ ଅନୁସାରେ ପଞ୍ଜୀକୃତ…