Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲୋକସଭାରେ ପାସ ହେଲା କମ୍ପାନୀ କର ସଂଶୋଧନ ବିଲ; ଅର୍ଥମନ୍ତ୍ରୀ କହିଲେ ଏହାର ଫାଇଦା ସମସ୍ତଙ୍କୁ ମିଳିବ

ଭୁବନେଶ୍ୱର : ଲୋକସଭାରେ କମ୍ପାନୀ କର ସଂଶୋଧନ ବିଲ ୨୦୧୯ ପାସ ହୋଇଯାଇଛି | ଏହା ଦ୍ୱାରା କର୍ପୋରେଟ କରରେ ସରକାରଙ୍କ ରହିଯାଇଥିବ ଗ୍ୟାପକୁ ଅତିକ୍ରମ କରିବ | ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ ଯେ, ଏହି କର ହ୍ରାସ ସବୁ କମ୍ପାନୀ ଙ୍କୁ ଫାଇଦା ଦେବ ଯେଉଁମାନେ ନିୟମ ଅନୁସାରେ ପଞ୍ଜୀକୃତ…

ଫଡନାଭିସ୍ ତିନି ଦିନର ମୁଖ୍ୟମନ୍ତ୍ରୀ ହେବା ପଛର ପ୍ରକୃତ କାରଣ…

ମହାରାଷ୍ଟ୍ର: ନିଜ ସପକ୍ଷରେ ବହୁମତ ନାହିଁ ବୋଲି ଜାଣିବା ସତ୍ତେ୍ୱ ଦେବେନ୍ଦ୍ର ଫଡନାଭିସ ଏନସିପି ନେତା ଅଜିତ ପୱାରଙ୍କ ସହିତ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ । ମାତ୍ର ତିନିଦିନ ପାଇଁ ତିଷ୍ଠି ଥିବା ଏହି ସରକାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ଆଗରୁ ଇସ୍ତଫା ଦେଇଥିଲେ…

ନିଟ୍ ୨୦୨୦: ଏବେ ବୁର୍ଖା ଓ ହିଜାବ ପିନ୍ଧି ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଆସନ୍ତା ୨୦୨୦ ମସିହା ମେ’ ୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବୁର୍ଖା ଓ ହିଜାବ ଭଳି ପାରମ୍ପରିକ ପୋଷାକ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅନୁମତି…

ସବ୍-ଲେଫନାଣ୍ଟ ଶିବାଙ୍ଗୀ ହେଲେ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍

କୋଚି: ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍ ଭାବେ ସୋମବାର ଦିନ ନିଯୁକ୍ତି ପାଇଛନ୍ତି ସବ୍-ଲେଫନାଣ୍ଟ ଶିବାଙ୍ଗୀ । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1201383065429299200?s=08 ବିହାରର ମୁଜାଫରପୁରରେ ଜନ୍ମିତ…

ବଳାତ୍କାର ମାମଲାରେ କଠୋର ଦଣ୍ଡବିଧାନ ଲାଗି ସରକାର ପ୍ରସ୍ତୁତ: ରାଜନାଥ ସିଂ

ନୂଆଦିଲ୍ଲୀ: ବଳାତ୍କାରୀଙ୍କ ପାଇଁ ଆସିବ କଠୋର ଦଣ୍ଡବିଧାନ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଦିନ ଲୋକସଭାରେ ଏହା ପ୍ରକାଶ କରିଛନ୍ତି । ବଳାତ୍କାର ମାମଲାରେ ସମସ୍ତ ଦଳର ସଦସ୍ୟ ଯେତିକି କଠୋର ହେବାକୁ ଚାହୁଁଛନ୍ତି ସରକାର ସେଥିପାଇଁ ପ୍ରସ୍ତୁତ । ଏଥିପାଇଁ ସମସ୍ତ ସାଂସଦଙ୍କ…

ଝାଡ଼ଖଣ୍ଡ ନିର୍ବାଚନ: ପୋଲିଂବୁଥରେ ପିସ୍ତଲ ଧରିଥିବା କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ମାମଲା

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ଏବେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଚାଲିଥିବା ବେଳେ ୧ମ ପ୍ରର୍ଯ୍ୟାୟ ଭୋଟଗ୍ରହଣ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଥମପର୍ଯ୍ୟାୟ ନିର୍ବାଚନରେ କାଁଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ସେପରି କିଛି ବଡ଼ ଧରଣର ହିଂସାକାଣ୍ଡ ଘଟିନାହିଁ, ମାତ୍ର ଡ଼ାଲଟନଗଞ୍ଜ…

ତାମିଲନାଡୁରେ ବର୍ଷା ବିତ୍ପାତ: ଘର କାନ୍ଥ ଭୁଶୁଡ଼ି ୧୭ ମୃତ

ତାମିଲନାଡୁ: ତାମିଲନାଡୁରେ କିଛିଦିନ ହେବ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ଏପର୍ଯ୍ୟନ୍ତ ୩ଟି ଘର ଭାଙ୍ଗି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଭଙ୍ଗା ଘର ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀର ମିଳିତ ସହଯୋଗରେ ଉଦ୍ଧାର…

ଝାଡ଼ଖଣ୍ଡ ନିର୍ବାଚନ: ଓଡ଼ିଆ ଭାଷାଭାଷୀ ଖରସୁଆଁ ଅଞ୍ଚଳରେ ପ୍ରଚାର କଲେ ଧର୍ମେନ୍ଦ୍ର

ଋାଞ୍ଚି: ଝାଡ଼ଖଣ୍ଡରେ ୧ମ ପର୍ଯ୍ୟାୟ ଭୋଟଗ୍ରହଣ ସମାପ୍ତ ହେବାପରେ ଏବେ ଅବଶିଷ୍ଟ ଆସନ ଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର ୮୧ଟି ବିଧାନସଭା ଆସନ ମଧ୍ୟରୁ ୧ମ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଦିନ ୧୩ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଛି । ବରିଷ୍ଠ ବିଜେପି ନେତା ତଥା…

ହାର୍ ମାନି ନାହାନ୍ତି ଦିବ୍ୟାଙ୍ଗ ଆଶୀଷ; ୧୮ କିମି ସ୍କୁଟର୍ ଚଲାଇ ଆସନ୍ତି ଅଫିସ୍ !

ଋାୟପୁର: ଦୃଢ଼ ମନୋବଳ ଥିଲେ ମଣିଷ ହାର ମାନେ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଛତିଶଗଡର ଆଶୀଷ ସୋନୀ । ଦିବ୍ୟାଙ୍ଗ ହେବା ସତ୍ୱେ ସେ ୧୮ କିଲୋମିଟର ସ୍କୁଟର ଚଳାଇ ସଙ୍କରଗଡ ଜନପଦ ପଂଚାୟତ ଅଫିସରେ ପହଁଛନ୍ତି । ହାତ, ଗୋଡ ନ ଥାଇ ମଧ୍ୟ ସେ ନିଜର ଦକ୍ଷତା ଓ ଯୋଗ୍ୟତା ବଳରେ…

ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣାଗ୍ରସ୍ତ: ୯ମୃତ, ୩ଆହତ

ଓ୍ବାସିଂଟନ: ଦକ୍ଷିଣ ଡାକୋଟାରୁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ପିସି-୧୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶନିବାର ଦିନ ୧୨.୩୦ ରେ ଘଟାଇଥିବା ଏହି ଦୁର୍ଘଟଣାରେ ପ୍ରାୟ ନଅ ଜଣ ଲୋକ ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ ଯେ, ଶନିବାର ଅପରାହ୍ଣ ପ୍ରାୟ ୧୨: ୩୦ ମିନିଟ୍ ସମୟରେ ବିମାନଟି…