Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ବିଶ୍ୱ ଏଡସ୍ ଦିବସ, ଜାଣନ୍ତୁ କାହିଁକି ହୁଏ ପାଳିତ

ଭୁବନେଶ୍ୱର: ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ‘ବିଶ୍ୱ ଏଡସ୍ ଦିବସ’ ଭାବେ ପାଳନ କରାଯାଉଅଛି । କେବଳ ସଚେତନତା ହିଁ ଏଡସ୍ କବଳରୁ ବର୍ତ୍ତିବାର ଏକ ମାତ୍ର ଉପାୟ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି । ଜାଣନ୍ତୁ, କଣ ରହିଛି ଉଦ୍ଦେଶ୍ୟ ୧୯୮୮ ମସିହା…

ଝାଡ଼ଖଣ୍ଡ ନିର୍ବାଚନ: ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଧର୍ମେନ୍ଦ୍ରଙ୍କ ଜୋରଦାର୍ ପ୍ରଚାର

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଶନିବାର ଦିନ ଅନୁଷ୍ଠିତ ହେବା ପରେ ଆଉ ୪ଟି ପର୍ଯ୍ୟାୟ ଭୋଟଗ୍ରହଣ ଭିନ୍ନ ଭିନ୍ନ ଦିନମାନଙ୍କରେ ଅନୁଷ୍ଠିତ ହେବାକୁ ଯାଉଛି । ସେଥିଲାଗି ପ୍ରମୁଖ ଦଳଗୁଡ଼ିକ ପକ୍ଷରୁ ଜୋରଦାର୍ ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଛି । ଝାଡଖଣ୍ଡର ବିକାଶକୁ…

ଆସ୍ଥା ଭୋଟରେ ଜିତିଲେ ଉଦ୍ଧବ ଠାକରେ; କକ୍ଷତ୍ୟାଗ କଲା ବିଜେପି

ମୁମ୍ବାଇ: ବିଧାନସଭାରେ ବହୁମତ ପ୍ରମାଣିତ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଶନିବାର ଅପରାହ୍ନରେ ବହୁମତ ପରୀକ୍ଷା ଲାଗି ମହାରାଷ୍ଟ୍ର ବିଧାନସଭା ଗୃହରେ ଉତ୍ସାହ ଭରିରହିଥିବା ଦେଖିବାକୁ ମିଳିଥିଲା । ଶିବସେନା-ଏନସିପି ଓ କଂଗ୍ରେସ ଦଳ ଦ୍ୱାରା ଗଠିତ ମେଣ୍ଟ ‘ମହାରାଷ୍ଟ୍ର ବିକାଶ…

ଜିଓ ଗିଗା ଫାଇବର ଲଞ୍ଚ କଲା ୩୫୧ ଓ ୧୯୯ ପ୍ଲାନ୍…

ଭୁବନେଶ୍ୱର: ରିଲାଏନ୍ସ ନିଜର ଗିଗା ଫାଇବର ବ୍ରଡ଼ବ୍ୟାଣ୍ଡ ଗ୍ରାହକଙ୍କ ପାଇଁ ଦୁଇଟି ନୂଆ ପ୍ଲାନ ଲଞ୍ଚ କରିଛି ଯାହା ଗ୍ରାହକଙ୍କୁ ଆକୃଷ୍ଟ କରିବ | ମାସିକ ୩୫୧ ଟଙ୍କା ଓ ସପ୍ତାହିକ ୧୯୯ ଟଙ୍କା ପ୍ଲାନ ଲଞ୍ଚ କରିଛି | ଏହି ପ୍ଲାନ ସବୁରେ ଗ୍ରାହକଙ୍କୁ ୧୦ ଏମବିପିଏସ ରୁ ନେଇ ୧୦୦ ଏମବିପିଏସ…

ଝାଡ଼ଖଣ୍ଡ ନିର୍ବାଚନ: ଦିନ ୧ଟା ସୁଦ୍ଧା ୪୮.୮୩ % ମତଦାନ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ଆଜି ଅନୁଷ୍ଠିତ ହେଉଥିବା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣରେ ଦିନ ୧ଟା ସୁଦ୍ଧା ୪୮.୮୩ % ମତଦାନ ହୋଇଛି । Polling percentage at 48.83% in the first phase of #JharkhandAssemblyPolls till 1 pm. (File pic) pic.twitter.com/mhyPdpcluq…

ମହାରାଷ୍ଟ୍ରରେ ଆଜି ଉଦ୍ଧବ ସରକାରଙ୍କ ଶକ୍ତିପରୀକ୍ଷା

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହ ମହାରାଷ୍ଟ୍ର ଗଢିଉଠିଛି ଉଦ୍ଧବଙ୍କ ସରକାର । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ଯାଉଛନ୍ତି ଉଦ୍ଧବ ଠାକରେ । ଆଜି ଅପରାହ୍ନ ୨ଟା ବେଳକୁ ବହୁମତ ପ୍ରମାଣିତ କରିବେ…

ଝାଡଖଣ୍ଡରେ ନିର୍ବାଚନୀ ହିଂସା; ବ୍ରିଜ ଉଡାଇଲେ ନକ୍ସଲ

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ଦିନ ୧ମ ପର୍ଯ୍ୟାୟରେ ମତଦାନ ଜାରି ରହିଥିବା ବେଳେ ନକ୍ସଲମାନେ ସ୍ଥାନୀୟ ବିଷ୍ଣୁପୁର ବିଧାନସଭା ନିର୍ବାଚନମଣ୍ଡଳୀ ନିକଟସ୍ଥ ଏକ ପୋଲକୁ ବୋମାରେ ଉଡାଇ ଦେଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଝାଡଖଣ୍ଡ ନିର୍ବାଚନ: କଡା ସୁରକ୍ଷା ମଧ୍ୟରେ ୧୩ ଆସନ ଲାଗି ମତଦାନ ଜାରି

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ୧ମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ଏହି ୧ମ ପର୍ଯ୍ୟାୟରେ ୬ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ଆଜି ଯେଉଁ ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟଗ୍ରହଣ ଅନୁଷ୍ଠିତ…

ଆଜି ଝାଡ଼ଖଣ୍ଡ ନିର୍ବାଚନ: ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଆଜି ଆରମ୍ଭ ହୋଇଛି । ରାଜ୍ୟରେ ନଭେମ୍ବର ୩୦ରୁ ଡ଼ିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି । ଏହିକ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟରମାନେ ମତଦାନ ଆରମ୍ଭ…

ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକରେ ଭାରତର ଜିଡିପି ବୃଦ୍ଧି ୪.୫% କୁ ହ୍ରାସ ଘଟିଲା

ଭୁବନେଶ୍ୱର: ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକରେ ଭାରତର ଅର୍ଥବ୍ୟବସ୍ଥାର ଅଗ୍ରଗତି ହ୍ରାସ ଘଟିଛି, କାରଣ ଉପଯୋଗ ବଢ଼ିବାରେ ବିଫଳ ହେଲା ଓ ଘରୋଇ ନିବେଶ ସ୍ଥିର ରହିଲା | ସରକାରୀ ଖର୍ଚ୍ଚ ବୃଦ୍ଧି ଘଟିଲା ଓ ଅର୍ଥବ୍ୟବସ୍ଥା କୁ ସମ୍ଭାଳିରଖିବାକୁ ସାହାଯ୍ୟ କଲା | ସକାଳ ମୂଲ୍ୟ ବର୍ଦ୍ଧିତ ଶବ୍ଦରେ,…