Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୋଟ ପ୍ରତିଶତ ପ୍ରକାଶରେ ବିଳମ୍ବ ନେଇ ସନ୍ଦେହ ପ୍ରକଟ କଲେ କେଜରିୱାଲ

ନୂଆଦିଲ୍ଳୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ପ୍ରତିଶତ ପ୍ରକାଶରେ ବିଳମ୍ବ ହେବା ନେଇ ଆମଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୱାଲ ସନ୍ଦେହ ପ୍ରକାଶ କରିଛନ୍ତି । ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ନିର୍ବାଚନ ସରିଲା । ତେବେ ପ୍ରତିଶତ ପ୍ରକାଶ ନେଇ ଏତେ ବିଳମ୍ବ କାହିଁକି ହେଉଛି ବୋଲି ସେ…

୨୪ ଘଂଟା ପରେ ଇସିଙ୍କ ଘୋଷଣା: ଦିଲ୍ଲୀରେ ୬୨.୫୯ ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ: ନିର୍ବାଚନ କମିଶନନ ୨୪ ଘଂଟା ପରେ ମତ ପ୍ରତିଶତ ଜାରି କରିଛନ୍ତି । ଅଫିସିଆଲ ଭାବେ ଦିଲ୍ଲୀରେ ୬୨.୫୯ ପ୍ରତିଶତ ଭୋଟିଂ ହୋଇଥିବା ଘୋଷଣା କରାଯାଇଛି । ପ୍ରତ୍ୟେକ ବୁଥରୁ ସମସ୍ତ ତଥ୍ୟ ସଂଗ୍ରହ କରିବା ଯୋଗୁ ଏହାର ପ୍ରକାଶ ନେଇ ବିଳମ୍ବ ହେଲା ବୋଲି ଚିଫ ଇଲୋକଟରାଲ ଅଫିସର ରଣବୀର ସିଂ…

ଆସନ୍ତୁ ଜାଣିବା ସେକ୍ସିଏଷ୍ଟ ବାର୍ଡ ସମ୍ପର୍କରେ

ନୂଆଦିଲ୍ଲୀ: ଆଫ୍ରିକାର ସେକ୍ସିଏଷ୍ଟ ବାର୍ଡ ଏବେ ଇଂଟରନେଟ ସେନଶେସନ ସାଜିଛି । ସୋସିଆଲ ନେଟୱର୍କରେ ଏହି ପକ୍ଷୀର ଫଟୋ ଭାଇରାଲ ହୋଇଛି । ଟ୍ୱିଟ୍ଟରରେ ଜୋର୍ଡାନ ବ୍ଲାକ ନାମକ ବ୍ୟକ୍ତି ଏହି ପକ୍ଷୀର ଫଟୋ ଶେୟାର କରିବା ପରେ ସମସ୍ତେ ଏହାକୁ ପସନ୍ଦ କରିଛନ୍ତି । ପକ୍ଷୀଟୀର ପ୍ରକୃତ ନାମ…

ଏହିସବୁ ନୂଆ ଫିଚର୍ସ ସହ ଆସୁଛି ଗୁଗୁଲ ମ୍ୟାପ !

ଭୁବନେଶ୍ୱର: ଅଜଣା ସହରରେ ବାଟ କଢେଇ ନେବାକୁ ଅନେକ ସାହାଯ୍ୟ କରେ ଗୁଗୁଲ ମ୍ୟାପ୍ । ଏହା ମଧ୍ୟରେ ଏହି ଗୁଗଲ ମ୍ୟାପ ଲଂଚିଙ୍ଗକୁ ୧୫ ବର୍ଷ ପୁରିଛି ।ଏହି ଅବସରରେ କମ୍ପାନୀ ପକ୍ଷରୁ ଅନେକ ନୂଆ ଫିଚର ଲଞ୍ଚ କରିଛି । ୟୁଜରଙ୍କୁ ଅଟୋଠୁ ନେଇ ମେଟ୍ରୋ ପର୍ଯ୍ୟନ୍ତ ପବ୍ଲିକ ଟ୍ରାନ୍ସପୋର୍ଟର ସୂଚନା…

କରୋନା ଭାଇରସ: ପର୍ଯ୍ୟଟନ ଶିଳ୍ପ ଉପରେ ପଡୁଛି ପ୍ରଭାବ, ଟୁର ଅପରେଟର୍ସଙ୍କୁ ୫୦ କୋଟି ଟଙ୍କା ଘାଟା

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଭାରତ ର ଟୁର ଅପରେଟର୍ସ ଙ୍କୁ ୫୦ କୋଟି ଟଙ୍କାର କ୍ଷତି ହେବାର ଅନୁମାନ କରାଯାଉଛି । ଯଦି ଏହି ସଂକ୍ରମଣ କୁ ଜଲ୍ଦି କାବୁ କରାନଯାଏ ତାହାଲେ ଏହି କ୍ଷତି ବହୁ ଗୁଣା ହୋଇପାରେ । ଚୀନ ଓ ବିଶ୍ୱର ଅନ୍ୟ ସ୍ଥାନ ମାନଙ୍କୁ ଟ୍ରିପ ବାତିଲ ହେଲାପରେ ଟୁର ଅପରେଟର୍ସ…

କରୋନା ଭାଇରସ: ଚୀନ ନାଗରିକଙ୍କ ଉପରେ ସରକାରଙ୍କ ବର୍ବରତା, ଦେଖନ୍ତୁ ଭିଡିଓ

ଉହାନ: କରୋନା ଭାଇରସ ନାଁରେ ଚୀନ ସରକାର ନିଜ ନାଗରିକଙ୍କ ସହିତ କ୍ରୁର ଆଚରଣ କରୁଛନ୍ତି । କରୋନା ଭାଇରସରେ ପୀଡିତ ରୋଗୀଙ୍କୁ ଘରୁ ଘୋଷାଡି ଘୋଷାଡି ନିଆଯାଉଛି । ସୋଶିଆଲ ମିଡିଆରେ ଲୋକଙ୍କୁ ଘର ଭିତରୁ ଘୋଷାଡି ନେଇଯାଉଥିବାର ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଚୀନର ସରକାରୀ କର୍ମଚାରୀ ଲୋକଙ୍କ…

ବୈଜ୍ଞାନିକଙ୍କୁ ମିଳିଲା ବିରଳ ଝିଟିପିଟି ପ୍ରଜାତିର ପ୍ରାଣୀ

ସ୍ଲୋଭେନିଆ: ବୈଜ୍ଞାନିକମାନେ ଏକ ବିରଳ ଝିଟିପିଟି ପ୍ରଜାତିର ପ୍ରାଣୀ ଆବିଷ୍କାର କରିଛନ୍ତି । ଯାହାକି ଦୁନିଆର ସବୁଠାରୁ ଅଜିବ ପ୍ରାଣୀଙ୍କ ସୂଚୀରେ ସାମିଲ ହୋଇଯାଇଛି । ଏହି ପ୍ରାଣୀ ପର୍ବତ ଗହ୍ୱର ଭିତରେ ରହେ ଏବଂ ୭ବର୍ଷ ହେଲା ଏହା ଗୋଟିଏ ସ୍ଥାନରେ ପଡିରହିଛି । ଏହି ପ୍ରଜାତିର ପ୍ରାଣୀ…

କରୋନା ଭାଇରସ ପାଇଁ ଟିକା ପ୍ରସ୍ତୁତ କରୁଛନ୍ତିି ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ !

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଏସ.ଏସ. ଭାସନଙ୍କ ନେତୃତ୍ୱରେ ଏକ ଟିମ୍ କରୋନା ଭାଇରସର ଟିକା ତିଆରି କରୁଛନ୍ତି । ଏହାର ପରୀକ୍ଷଣ ଅଷ୍ଟ୍ରେଲିଆର ପଶୁ ସ୍ୱାସ୍ଥ୍ୟ ପରୀକ୍ଷାଗାରର ଉଚ୍ଚ ସୁରକ୍ଷାବଳୟ ଭିତରେ ଚାଲିଛି । ଉହାନରୁ ଆସିଥିବା ଘାତକ କରୋନା ଭାଇରସ ମହାମାରୀ…

କରୋନା ଭାଇରସ: ଚୀନରେ ମୃତ୍ୟୁ ସଂଖ୍ୟା ୮୧୧ ଛୁଇଁଲା, ୩୭ ହଜାର ସଂକ୍ରମିତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୮୧୧ ଛୁଇଁଛି । ଏହାବ୍ୟତିତ ୩୭,୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ସୂଚନାନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା…

କରୋନା ଭାଇରସ: ଶସ୍ତା ବ୍ଲୁଟୁଥ ସ୍ପିକର, ଟେଡି ବିୟର ହେଲା ମହଙ୍ଗା !

ନୂଆଦିଲ୍ଲୀ: ସ୍ମାର୍ଟୱାଚ, ବ୍ଲୁଟୁଥ ସ୍ପିକର, ଟେଡି ବିୟର ଭଳି ଶସ୍ତା ଚୀନ ସାମଗ୍ରୀ କିଣିବା ପଡିପାରେ ମହଙ୍ଗା । କରୋନା ଭାଇରସ କାରଣରୁ ଚୀନର ଅନେକ କାରଖାନା ଗୁଡିକ ବନ୍ଦ କରି ଦିଆଯାଇଛି । ଯଦ୍ୱାରା ଭାରତ, ଚୀନରୁ ଆମଦାନୀ କରୁଥିବା ସାମଗ୍ରୀ ଉପରେ ପ୍ରଭାବ ପଡିଛି । ଚୀନ ସମାଗ୍ରୀର ଦାମ…