Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାଣନ୍ତୁ, ବାୟୁସେନା ପାଇଁ କାହିଁକି ଖାସ୍ ଲଢୁଆ ରାଫେଲ୍…

ନୂଆଦିଲ୍ଲୀ: ଏୟାରଫୋର୍ସର ୮୭ତମ ପ୍ରତିଷ୍ଠା ଅବସରରେ ବାୟୁସେନାରେ ସାମିଲ ହୋଇଛି ରାଫେଲ୍ । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧ ବିମାନ ଗ୍ରହଣ କରିଛନ୍ତି । ଗତ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶସ୍ତ୍ରପୂଜା ପରେପରେ ୨ଟି ସିଟ୍…

ବିବାହ କରିବେ ରାହୁଲ ଗାନ୍ଧୀ !

ନୂଆଦିଲ୍ଲୀ: ବିବାହ କରିବେ କଂଗ୍ରେସ ପାର୍ଟି ତଥା ଗାନ୍ଧୀ ପରିବାରର ଦାୟାଦ ରାହୁଲ ଗାନ୍ଧୀ । ରାହୁଲଙ୍କ ଜୀବନସାଥୀ ହେବାକୁ ଯାଉଥିବା ଏହି ମହିଳା ଜଣଙ୍କ ଘର ରାୟବରେଲୀରେ ହୋଇଥିବା ବେଳେ, ସେ ଜଣେ ରାଜନେତ୍ରୀ ବୋଲି ଜଣାପଡିଛି । କିଛିଦିନ ହେବ ରାହୁଲ ଗାନ୍ଧୀ ବିବାହକୁ ନେଇ ସୋସିଆଲ…

ଭାରତକୁ ମିଳିଲା ଶକ୍ତିଶାଳୀ ଲଢ଼ୁଆ ବିମାନ ‘ରାଫେଲ’, ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ସର୍ବାଧୁନିକ ଓ ସର୍ବପ୍ରଥମ ଲଢୁଆ ବିମାନ ରାଫେଲକୁ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସଠାରେ ଗ୍ରହଣ କରିଛନ୍ତି । First Rafale jet handed over to Rajnath Singh Read @ANI story | https://t.co/7k76SbOF6z…

ଜାନୁଆରୀରେ ହେବ ଜେଇଇ ମୁଖ୍ୟ ପରୀକ୍ଷା; ଅକ୍ଟୋବର ୧୦ରେ ସରିବ ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ: ଆସନ୍ତା ୨୦୨୦ ଜେଇଇ ମୁଖ୍ୟ ପରୀକ୍ଷା ଜାନୁଆରୀ ମାସରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରୀକ୍ଷା ଲାଗି ଆବେଦନ କରିବାର ଚୂଡ଼ାନ୍ତ ଦିନ ଅକ୍ଟୋବର ୧୦ ତାରିଖ ଗୁରୁବାର ରହିଛି । ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏହି ପରୀକ୍ଷାକୁ ପରିଚାଳନା କରିବାକୁ ଯାଉଥିବା ବେଳେ ଏହି…

ସାନିଆ ମିର୍ଜାଙ୍କ ଭଉଣୀ ଆଜହାରୁଦ୍ଦିନଙ୍କ ପୁଅକୁ କରିବେ ବିବାହ

ମୁମ୍ବାଇ: ଟେନିସ୍ ସେନସେସନ ସାନିଆ ମିର୍ଜାଙ୍କ ଭଉଣୀ ଆନମ ମିର୍ଜା ପୂର୍ବତନ ଭାରତୀୟ କ୍ରିକେଟ କ୍ୟାପଟେନ ମହମ୍ମଦ ଆଜହାରୁଦ୍ଦିନଙ୍କ ପୁଅ ଆସଦକୁ ଆସନ୍ତା ଡ଼ିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି । ଏହି ବିବାହ ସମ୍ପର୍କରେ ସାନିଆ ନିକଟରେ ସ୍ପଷ୍ଟ କରିବା ସହିତ ଆସନ୍ତା ଡ଼ିସେମ୍ବର ମାସରେ…

‘ବାୟୁସେନା ଦିବସ’ରେ ମିଗ୍ ୨୧ ଉଡାଇଲେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ଏୟାରଫୋର୍ସର ୱିଙ୍ଗ୍ କମାଣ୍ଡର ତଥା ବାଲାକୋଟ୍ ହିରୋ ଅଭିନନ୍ଦନ ବର୍ଥମାନଙ୍କୁ ୮୭ତମ ବାୟୁସେନା ପ୍ରତିଷ୍ଠା ଦିବସରେ ସମ୍ମାନିତ କରାଯାଇଛି । ଏହି ଅବସରରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ମିଗ୍ ୨୧ ବିମାନ ଉଡାଇବା ସହ ଚିତ୍ତାକର୍ଷକ ଏୟାର ସୋ’ର ପ୍ରଦର୍ଶନରେ ସାମିଲ…

ପର୍ଯ୍ୟଟକଙ୍କ ଉପରୁ କଟକଣା ହଟାଇଲେ ଜାମ୍ମୁ-କାଶ୍ମୀର ପ୍ରଶାସନ

ଶ୍ରୀନଗର: ଦୀର୍ଘ ଦୁଇମାସ ହେବ ଜାମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଲାଗିଥିବା କଟକଣାକୁ ହଟାଇବାକୁ ସୋମବାର ଦିନ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଅକ୍ଟୋବର ୧୦ ତାରିଖରୁ ଏହି କଟକଣାକୁ…

ଆଜି ୮୭ତମ ‘ବାୟୁସେନା ପ୍ରତିଷ୍ଠା ଦିବସ’

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ୮୭ତମ ପ୍ରତିଷ୍ଠା ଦିବସ ଆଜିର ଅକ୍ଟୋବର ୮ ତାରିଖରେ ପାଳିତ ହେଉଛି । ଏହି ୮୭ତମ ପ୍ରତିଷ୍ଠା ଦିବସ ଅବସରରେ ଉତ୍ତରପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ହିଣ୍ଡନ ଏୟାରବେସରେ ଭାରତୀୟ ବାୟୁସେନାର ଯବାନ ମାନେ ଲଢୁଆ ବିମାନରେ ଚିତ୍ତାକର୍ଷକ ଏୟାର ସୋ’ର…

ବିଜେପି ନେତାଙ୍କ ସହ ପରିବାର ସଦସ୍ୟଙ୍କୁ ଗୁଳିକରି ହତ୍ୟାକଲେ ଦୁର୍ବୁତ୍ତ

ଜଲଗାଁ: ଆଗକୁ ମହାରାଷ୍ଟ୍ରରେ ନିର୍ବାଚନ ଥିବାବେଳେ, ରବିବାର ବିଳମ୍ବିତ ରାତିରେ ଜଲଗାଁ ଠାରେ ବିଜେପି କର୍ପୋରେଟର ରବୀନ୍ଦ୍ର ଖରାଟ ଏବଂ ତାଙ୍କ ପରିବାରର ତିନି ଜଣଙ୍କୁ କିଛି ଦୁର୍ବୁତ୍ତ ଗୁଳିକରି ହତ୍ୟା କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ହତ୍ୟାକାରୀ ବିଜେପି…

ଗୁଜୁରାଟରେ ଭାଙ୍ଗିଲା ବ୍ରିଜ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗୁଜୁରାଟ: ଗୁଜୁରାଟର ଜୁନାଗଡ ଠାରେ ଅବସ୍ଥିତ ଏକ ପୋଲ୍ ରବିବାର ଦିନ କୌଣସିକାରଣ ବଶତଃ ଭାଙ୍ଗିଯାଇଥିଲା । ଯାହାକୁ ନେଇ ଦେଖଣାହାରୀଙ୍କ ମଧ୍ୟରେ ଅଚାନକ କିଛି ସମୟ ଲାଗି ଆତଙ୍କ ଖେଳିଯାଇଥିଲା । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…