Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରଦ୍ଦି ବିକ୍ରୟରୁ ରେଳବାଇର ଆୟ: କେତେ ହଜାର କୋଟି ଜାଣିଲେ ଉଡିଯିବ ହୋସ୍ !

ନୂଆଦିଲ୍ଲୀ: ବର୍ତ୍ତମାନ ଆର୍ଥିକ କ୍ଷତିରେ ଚାଲୁଥିବା ଭାରତୀୟ ରେଳବାଇ ବିଗତ ୧୦ ବର୍ଷ ମଧ୍ୟରେ ନିଜର ରଦ୍ଦି ସାମଗ୍ରୀ (ସ୍କ୍ରାପ୍‌) ସବୁକୁ ବିକ୍ରୟ କରି ୩୫,୦୭୩ କୋଟି ଟଙ୍କା ଆୟ କରିଥିବା ଜାଣିବାକୁ ମିଳିଛି । ଯାହା ଭାରତର ଉତ୍ତର-ପୂର୍ବ ରାଜ୍ୟ ଗୁଡିକର ସମୁଦାୟ ବାର୍ଷିକ ବଜେଟ ଠାରୁ ମଧ୍ୟ…

ମହାବଲୀପୁରମରେ ‘ଜିନପିଙ୍ଗ’ଙ୍କୁ ଭବ୍ୟ ସ୍ୱାଗତ; ମୋଦୀଙ୍କ ସହ ବୁଲି ଦେଖିଲେ କୀର୍ତ୍ତିରାଜି

ମହାବଲୀପୁରମ: ଭାରତର ଐତିହାସିକ ଉପକୂଳ ସହରର ମହାବଲୀପୁରମଠାରେ ପହଞ୍ଚିଛନ୍ତି ଚୀନ ରାଷ୍ଟ୍ରମୁଖ୍ୟ 'ଜି ଜିନପିଙ୍ଗ' । ଜିନପିଙ୍ଗଙ୍କ ଭବ୍ୟ ସ୍ୱାଗତ ନିମନ୍ତେ ବିମାନବନ୍ଦର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ପାରମ୍ପରିକ ପୋଷାକ ଲୁଙ୍ଗି ଓ ସାର୍ଟ ପିନ୍ଧିଥିବାର ଦେଖିବାକୁ…

ଆଜି ମୋଦି-ଜିନପିଙ୍ଗ ଭେଟ, ଚେନ୍ନାଇରେ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଦକ୍ଷିଣ ଭାରତର ପ୍ରାଚୀନ ନଗର ତଥା ତାମିଲନାଡୁର ମମଲ୍ଲାପୁରମରେ ଆୟୋଜିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ହେବା ନେଇ…

ଭାରତଠୁଁ ‘ବ୍ରହ୍ମୋସ କ୍ଷେପଣାସ୍ତ୍ର’ କିଣିବ ଫିଲିପାଇନ୍ସ !

ନୂଆଦିଲ୍ଲୀ: ଭାରତରୁ ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସ କିଣିବାକୁ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଫିଲିପାଇନ୍ସ ଆଗ୍ରହ ପ୍ରକାଶ କରିଛି । ଏଥିଲାଗି ଫିଲିପାଇନ୍ସ ସରକାର ଏବେ ଭାରତ ସରକାରଙ୍କ ସହିତ ଆଲୋଚନା କରୁଥିବା ସୂଚନା ମିଳିଛି । ଏହି ମିସାଇଲ ପାଇବାପରେ ନିଜ ଦେଶ ପ୍ରତି ଆସୁଥିବା…

ଟଏଲେଟରେ ସେଲଫି ନେଲେ ମିଳିବ ଟଙ୍କା, ମଧ୍ୟପ୍ରଦେଶ ସରକାରଙ୍କ ଅଜବ ନିୟମ

ଭୋପାଳ: ମଧ୍ୟପ୍ରଦେଶର କମଳନାଥ ସରକାର ବିବାହ କରିବାକୁ ଥିବା ଭାବି ଦମ୍ପତ୍ତିଙ୍କ ଲାଗି ଏକ ଅଜବ ସର୍ତ୍ତ ରଖିଛନ୍ତି। ଶୌଚାଳୟରେ ଛିଡା ହୋଇ ଯେଉଁ ଭାବି ଦମ୍ପତି ଫଟୋ ଉଠାଇବେ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ଉପହାର ସ୍ୱରୂପ ପାଖାପାଖି ୫୧ ହଜାର ଟଙ୍କା ମିଳିବ । ଏହି ଟଙ୍କା…

କାଶ୍ମୀରକୁ ନେଇ ଚୀନ ରାଷ୍ଟ୍ରପତିଙ୍କ ମନ୍ତବ୍ୟରେ ଭାରତର କଡ୍ଡା ଜବାବ

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ କାଶ୍ମୀର ସମ୍ପର୍କରେ ଯେଉଁ ମତ ଦେଇଥିଲେ, ଭାରତ ତାହାର ପ୍ରତିକ୍ରିୟାରେ କଡ୍ଡା ଜବାବ ଦେଇଛି । \nଚୀନର ବେଜିଂଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ଚୀନ ରାଷ୍ଟ୍ରମୁଖ୍ୟ ଜିନପିଙ୍ଗ ଙ୍କ ମଧ୍ୟରେ ବୁଧବାର ଦିନ ଏକ ବୈଠକ ଅନୁଷ୍ଠିତ…

ଜମ୍ମୁ ଓ କାଶ୍ମୀର ବିସ୍ଥାପିତଙ୍କ ଲାଗି ୫.୫ ଲକ୍ଷ ଟଙ୍କା ଲେଖାଏଁ କେନ୍ଦ୍ରସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ବିସ୍ଥାପିତ ପରିବାର ଲାଗି କେନ୍ଦ୍ର ସରକାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ପାକ ଅଧିକୃତ ଜମ୍ମୁ ଓ କାଶ୍ମୀର ଏବଂ ଛାମ୍ବରରୁ ବିସ୍ଥାପିତ ହୋଇଥିବା ପରିବାରଗୁଡ଼ିକୁ ଜମ୍ମୁ ଓ କାଶ୍ମୀର ପାଇଁ ୨୦୧୫ରେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ…

ଲଞ୍ଚ୍ ହେଲା ‘ଟାଟା ଟିଗୋର୍ ଇଲେକ୍ଟ୍ରିକ’ କାର୍…

ମୁମ୍ବାଇ: ଏବେ ସମଗ୍ର ବିଶ୍ୱ ବଜାରରେ ଇଲେକ୍ଟ୍ରିକ୍ ଯାନବାହନର ବେଶ୍ ଚାହିଦା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଟାଟା ମୋଟର୍ସ ପକ୍ଷରୁ ଲଞ୍ଚ୍ ହୋଇଛି ଟାଟା ଟିଗୋର୍ ଇଲେକ୍ଟ୍ରିକ୍ କାର । ପୂର୍ବରୁ ଟାଟା ମୋଟର୍ସ ପକ୍ଷରୁ ଗ୍ରାହକମାନଙ୍କ ଲାଗି ଟିଗୋର୍ ଇଭି ଉପଲବ୍ଧ ଥିଲା । ମାତ୍ର…

କର୍ମଚାରୀଙ୍କ ଲାଗି ଦୀପାବଳି ଉପହାର, ମହଙ୍ଗା ଭତ୍ତା ବଢାଇଲେ ସରକାର

ନୂଆଦିଲ୍ଲୀ: ସରକାରୀ କର୍ମଚାରୀ ଓ ପେନସନଭୋଗୀ ମାନଙ୍କ ପାଇଁ କେନ୍ଦ୍ର ସରକାର ବୁଧବାର ଦିନ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିକୁ ମଞ୍ଜୁର କରିଛନ୍ତି । ଏହାଦ୍ୱାରା ୫୦ ଲକ୍ଷ ସରକାରୀ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ମଧ୍ୟ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଦୁର୍ଗାମେଢ଼ ଭସାଣୀ ସମୟରେ ଅଘଟଣ: ନଦୀରେ ବୁଡି ୧୦ ମୃତ

ଢୋଲପୁର: ରାଜସ୍ଥାନର ଢୋଲପୁରଠାରେ ମଙ୍ଗଳବାର ଦିନ ଦୁର୍ଗାପୂଜା ଭସାଣି ସମୟରେ ଘଟିଛି ଏକ ବଡ଼ ଅଘଟଣ । ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡି ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ରାଜସ୍ଥାନ ଢୋଲପୁରର ପାର୍ବତୀ…