Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ୫ରୁ ୬ ଟଙ୍କା ବଢ଼ିପାରେ ପେଟ୍ରୋଲ ଦର

ନୂଆଦିଲ୍ଲୀ: ସାଉଦି ଆରବର ସର୍ବବୃହତ୍ତ ତୈଳ ବିଶୋଧନାଗାର ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ଯୋଗୁଁ ଭାରତରେ ତୈଳଦର ବୃଦ୍ଧି ପାଇବା ନେଇ ଆଶଙ୍କା ଦେଖା ଦେଇଛି । ଲିଟର ପିଛା ପେଟ୍ରୋଲ ଦର ୫ ରୁ ୬ ଟଙ୍କା ବୃଦ୍ଧି ପାଇବ ନେଇ ଦୁଇଟି ଜାତୀୟ ବିଜନେସ ନ୍ୟୁଜ ସାଇଟ ଆକଳନ କରିଛନ୍ତି । ଅନ୍ତର୍ଜାତୀୟ…

ଡିଆରଡିଓର ରୁସ୍ତମ-୨ ଡ୍ରୋନ୍ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: କର୍ଣ୍ଣାଟକର ଚିତ୍ରଦୂର୍ଗ ଜୋଡି ଚିକିନହେଲି ଠାରେ ମଙ୍ଗଳବାର ଦିନ ଡିଆରଡିଓର ଏକ ଅନମେନଡ୍ ଏରିୟଲ୍ ଭେହିକିଲ୍ (ୟୁଏଭି)ର ଡ୍ରୋନ୍ ରୁସ୍ତମ-୨ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଡିଆରଡିଓ ଏହି ଡ୍ରୋନର ଟ୍ରେଷ୍ଟିଂ କରୁଥିବା ବେଳେ ଆଜି ସକାଳ ୭ଟା ୩୦ମି.…

ଆଇଆଇଟି ଲାଗି ମେ’ ୧୭ରେ ‘ଜେଇଇ ଆଡଭାନ୍ସ ୨୦୨୦’ପରୀକ୍ଷା

ନୂଆଦିଲ୍ଲୀ: ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି)ରେ ପ୍ରବେଶ ଲାଗି ୨୦୨୦ ମସିହା ମେ’ ୧୭ ତାରିଖରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହେବ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟନୁଯାୟୀ ଗତ ସେପ୍ଟେମ୍ବର ୧୫ ତାରିଖରେ ଦିଲ୍ଲୀ ଆଇଆଇଟିରେ…

ଆତ୍ମହତ୍ୟା କଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବାଚସ୍ପତି କୋଦେଲା ଶିବପ୍ରସାଦ ରାଓ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି କୋଦେଲା ଶିବପ୍ରସାଦ ରାଓ ତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ପରେ ତାଙ୍କ ପରିବାର ସଦସ୍ୟମାନେ ତାଙ୍କୁ ସଙ୍ଗେସଙ୍ଗେ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ଘରୋଇ…

ଗୋଦାବରୀ ନଦୀରେ ବୁଡ଼ିଲା ଯାତ୍ରୀବାହି ଡଙ୍ଗା, ୧୧ ମୃତ

ଦେବିପଟନମ୍: ଆନ୍ଧ୍ରପ୍ରଦେଶର ଦେବିପଟନମ୍ ନିକଟରେ ଗୋଦାବରୀ ନଦୀରେ ରବିବାର ଦିନ ଏକ ଯାତ୍ରୀବାହି ଡଙ୍ଗା(ଟ୍ୟୁରିଷ୍ଟ ବୋଟ୍) ବୁଡି ଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଟ୍ୟୁରିଷ୍ଟ ବୋଟରେ ଥିବା ୬୧ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ୧୧ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ଗଣମାଧ୍ୟମରେ…

ଗ୍ରାହକଙ୍କ ପାଇଁ ଖୁସି ଖବର; ୨ ହଜାର ଟଙ୍କା ହ୍ରାସ ପାଇଲା ସୁନାଦର

ନୂଆଦିଲ୍ଲୀ: ଗତ କିଛିଦିନ ହେବ ସୁନାଦର କ୍ରମାଗତ ଭାବେ ବଢି ୧୦ ଗ୍ରାମକୁ ୪୦ ହଜାର ଟଙ୍କା ପାରି କରିଥିଲା । ହେଲେ ଏବେ ସୁନା ଦର ଟିକିଏ କମିବାରେ ଲାଗିଛି । ଗୋଟିଏ ସପ୍ତାହରେ ଏହା ପ୍ରାୟ ୨ ହଜାର ଟଙ୍କା ହ୍ରାସ ପାଇଛି । ସେପ୍ଟେମ୍ବର ୫ ତାରିଖରେ ଦଶଗ୍ରାମ ପ୍ରତି ୪୦,୪୭୦ ଟଙ୍କା ଥିବା ବେଳେ…

୨୧ରେ ଭୁବନେଶ୍ୱର ଆସିବେ ଇସ୍ରୋ ମୁଖ୍ୟ

ଭୁବନେଶ୍ୱର: ରାଜଧାନୀସ୍ଥିତ ଆଇଆଇଟି ଭୁବନେଶ୍ୱରର ୮ମ କନଭୋକେସନ ଉତ୍ସବରେ ଯୋଗଦେବା ପାଇଁ ଇସ୍ରୋ ମୁଖ୍ୟ କେ. ଶିବନ ସେପ୍ଟେମ୍ବର ୨୧ ତାରିଖରେ ଗସ୍ତରେ ଆସୁଛନ୍ତି । ମିଳିଥିବା ସୂଚନାନୁଯାୟୀ ଏହି କନଭୋକେସନ୍ ଅବସରରେ କେ. ଶିବନ ଛାତ୍ରଛାତ୍ରୀମାନଙ୍କୁ ଚନ୍ଦ୍ରାୟାନ-୨ର ମୁନ୍ ମିଶନ୍…

ଛତିଶଗଡରେ ଏନକାଉଣ୍ଟର, ୨ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ ଜିଲ୍ଲାର ଦାନ୍ତେଓ୍ଵାଡା ଠାରେ ସୁରକ୍ଷାବଳଙ୍କ ଗୁଳିରେ ଶନିବାର ଦିନ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ଦାନ୍ତେଓ୍ଵାଡାର କୁଟ୍ରିମା ଅଞ୍ଚଳ ନିକଟସ୍ଥ ଜଙ୍ଗଲରେ ନକ୍ସଲ ଛପି ରହିଥିବା ଖବର ପାଇ ଯବାନମାନେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ ।…

ଲ୍ୟାଣ୍ଡର ବିକ୍ରମକୁ ହ୍ୟାଲୋ ମ୍ୟାସେଜ୍ ପଠାଇଲା ନାସା , ସମ୍ପର୍କ ପାଇଁ ଉଦ୍ୟମ ଜାରୀ

ବାଙ୍ଗାଲୋର: ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ଇସ୍ରୋ ଉଦ୍ୟମ ଚଳାଇଥିବା ବେଳେ ଏଥିପାଇଁ ସହଯୋଗର ହାତ ବଢାଇଛି ନାସା । ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଲ୍ୟାଣ୍ଡର 'ବିକ୍ରମ'କୁ ନାସା ହ୍ୟାଲୋ ବାର୍ତା ପଠାଇଛି । ରେଡ଼ିଓ ଫ୍ରିକ୍ୱେନ୍ସି…

ପିଏନବି ସ୍କାମ୍: ଏବେ ନୀରବ ମୋଦୀଙ୍କ ଭାଇକୁ ଖୋଜୁଛି ‘ଇଣ୍ଟରପୋଲ୍

ନୂଆଦିଲ୍ଲୀ: ବିପୁଳ ପରିମାଣର ବ୍ୟାଙ୍କ ଅର୍ଥ ହେରଫେର କରି ବିଦେଶକୁ ପଳାୟନ କରିଥିବା ନୀରବ ମୋଦୀଙ୍କ ଭାଇ ଭାଇକୁ ଏବେ ଇଣ୍ଟରପୋଲ୍ ଗିରଫ କରିବାକୁ ସୂଚନା ଜାରି କରିଛି । ଇଣ୍ଟରପୋଲ୍ ଦ୍ୱାରା ଜାରି ହୋଇଥିବା ନୋଟିସ୍ ଅନୁଯାୟୀ, ପଳାତକ ନୀରବ ମୋଦୀଙ୍କ ଭାଇ ତଥା ଅଭିଯୁକ୍ତ ନେହାଲ୍ ଦୀପକ…