Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୭ ବର୍ଷର ବାଳକ ପାଟିରୁ ବାହାରିଲା ୫୦୦ରୁ ଅଧିକ ଦାନ୍ତ !

ଚେନ୍ନାଇ: ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସାରତ ଜଣେ ୭ ବର୍ଷୀୟ ବାଳକର ପାଟିରୁ ପାଖାପାଖି ୫୨୬ଟି ଦାନ୍ତକୁ ବାହାର କରିବା ପରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ଚକିତ ହୋଇପଡିଛନ୍ତି। ମିଳିଥିବା ସୂଚନାନୁଯାୟୀ ଗତ କିଛି ଦିନ ତଳେ ଉକ୍ତ ବାଳକ ରବିନ୍ଦ୍ରନାଥ ପାଟିରେ କଷ୍ଟ ଅନୁଭବ କରିଥିଲା । ପରେ…

ଜମ୍ମୁ-କାଶ୍ମୀରରେ ପୁଣି ମୁତୟନ ହେଲେ ୨୮ ହଜାର ଯବାନ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଘାଟିରେ ପାଖାପାଖି ୨୮ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଗତକାଲି ଏହି ଯବାନଙ୍କୁ ଅଚାନକ ସହରର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା । ଅନ୍ୟପକ୍ଷରେ ଗୁଇନ୍ଦା ରିପୋର୍ଟ ଅନୁଯାୟୀ କିଛି ବିଦେଶୀ ଆତଙ୍କବାଦୀ ସହରର…

ଦିଲ୍ଲୀରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମିଳିବ ମାଗଣା ବିଦ୍ୟୁତ୍ ସେବା: କେଜ୍ରିୱାଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କଲେ ଗ୍ରାହକଙ୍କ ପଇସା ଦେବାକୁ ପଡିବ ନାହିଁ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗୁରୁବାର ଦିନ ଘୋଷଣା କରିଛନ୍ତି । ଏହାର କିଛି ସମୟ ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଦିନକୁ ‘ଦିଲ୍ଲୀ…

ସିସିଡି ପ୍ରତିଷ୍ଠାତାଙ୍କ ଆତ୍ମହତ୍ୟା: ଏହି ରାସ୍ତାକୁ ଆପଣେଇ ନେଇଥିବା ଅନ୍ୟ ୫ ସିଇଓ

ବେଙ୍ଗାଲୁରୁ: ଭାରତର ସର୍ବ ବୃହତ କଫି ସପ୍ 'କାଫେ କଫି ଡେ'ର ପ୍ରତିଷ୍ଠାତା ଭି.ଜି ସିଦ୍ଧାର୍ଥଙ୍କ ଆତ୍ମହତ୍ୟା କର୍ପୋରେଟ ଦୁନିଆର ଏକ ଅସୁନ୍ଦର ସତକୁ ପଦାରେ ପକାଇଛି । ଯାହାକୁ ନଜର ଅନ୍ଦାଜ କରିବା ନିହାତି ଭାବେ କଷ୍ଟ । ତେବେ କର୍ପୋରେଟ ଦୁନିଆର ଦିଗଜ୍ଜ ମାନଙ୍କ ଭିତରେ ସିଦ୍ଧାର୍ଥ…

ଉନ୍ନାଓ ଦୁଷ୍କର୍ମ: ବିଜେପି ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପିଡିତାଙ୍କ ଗାଡି ଦୁର୍ଘଟଣାଗସ୍ତ ହେବା ଘଟଣାରେ ସିବିଆଇ ବୁଧବାର ଦିନ ବିଜେପି ନେତା କୁଳଦୀପ ସିଂହ ସେନଗର୍ଙ୍କ ସମେତ ୧୦ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି । ଏହି ଦୁର୍ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି । ଉଲ୍ଲେଖଯୋଗ୍ୟ,…

ଛତିଶଗଡରେ ଆଇଇଡି ବିସ୍ଫୋରଣ, ଜଣେ ଯବାନ ସହିଦ

ଛତିଶଗଡ: ଛତିଶଗଡର ବସ୍ତର ନିକଟରେ ବୁଧବାର ଦିନ ଘଟିଥିବା ଆଇଇଡି ବିସ୍ଫୋରଣରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି । ସହିଦ ଯବାନ ଜଣକ ରୋଶନ କୁମାର ବୋଲି ସୂଚନା ମିଳିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ସିସିଡିର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଭାରତର ସର୍ବବୃହତ କଫି ସପ୍ ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ତଥା ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ବୁଧବାର ଦିନ ନେତ୍ରାବତୀ ନଦୀ ମଧ୍ୟରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ପ୍ରାୟ ୬ଟା ୩୦ମି. ସମୟରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପାସ୍ ହେଲା ‘ତିନି ତଲାକ୍’ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ତିନି ତଲାକ୍ ବିଲକୁ ମଞ୍ଜୁରୀ ମିଳିବା ପରେ ପରିଶେଷରେ ମଙ୍ଗଳବାର ଦିନ ଏହି ବିଲ୍ ରାଜ୍ୟସଭାରେ ପାସ୍ ହୋଇଛି । ମିଳିଥିବା ସୂଚନାନୁଯାୟୀ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲକୁ ଗୃହରେ ଉପସ୍ଥାପିତ କରିଥିଲେ । ଯଦି କେହି ମୁସଲିମ୍ ବ୍ୟକ୍ତି ତାଙ୍କ…

ରାଜ୍ୟସଭାରେ ତିନି ତଲାକ୍ ବିଲକୁ ବିଜେଡି ଦେବ ସମର୍ଥନ

ନୂଆଦିଲ୍ଲୀ: ଲୋକସଭାରେ ତିନି ତଲାକ୍ ବିଲକୁ ମଞ୍ଜୁରୀ ମିଳିବା ପରେ ମଙ୍ଗଳବାର ଦିନ ଏହା ରାଜ୍ୟସଭାରେ ଆଗତ ହେବାନେଇ ସମ୍ଭାବନା ରହିଛି । ଗୃହରେ କେନ୍ଦ୍ରସରକାର ଆଜି ଏହି ବିଧେୟକ ଆଣିବାକୁ ଯାଉଛନ୍ତି । ମିଳିଥିବା ସୂଚନାନୁଯାୟୀ ଏହି ବିଲକୁ ବିଜେଡି ସମର୍ଥନ ଦେଇପାରେ । ଏନେଇ ଦଳର…

‘କାଫେ କଫି ଡେ’ ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ ନିଖୋଜ

ନୂଆଦିଲ୍ଲୀ: ଭାରତର ସର୍ବବୃହତ କଫି ସପ୍ ‘କାଫେ କଫି ଡେ’ର ପ୍ରତିଷ୍ଠାତା ତଥା ମାଲିକ ଭିଜି ସିଦ୍ଧାର୍ଥ ନିଖୋଜ ହୋଇଯାଇଛନ୍ତି । ମିଳିଥିବା ସୂଚନାନୁଯାୟୀ ସିଦ୍ଧାର୍ଥ ମଙ୍ଗଳବାର ଦିନ ମାଙ୍ଗାଲୁରୁସି୍ଥତ ନେତ୍ରାବତୀ ନଦୀ ବ୍ରିଜ୍ ନିକଟରେ ତାଙ୍କ କାରରୁ କୌଣସିକାରଣବଶତଃ ଓହ୍ଲାଇ ପଡିଥିଲେ ।…