Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାରିତ ହେଲା ‘ଜମ୍ମୁ ଓ କାଶ୍ମୀର ଆରକ୍ଷଣ ଅଧିନିୟମ ସଂଶୋଧନ ବିଲ୍, ସମର୍ଥନ କଲା ବିଜେଡ଼ି

ନୂଆଦିଲ୍ଲୀ: ରାଜ୍ୟସଭାରେ ସୋମବାର ସନ୍ଧ୍ୟାରେ ପାରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ‘ଜମ୍ମୁ ଓ କାଶ୍ମୀର ଆରକ୍ଷଣ ଅଧିନିୟମ, ୨୦୦୪’ ସଂଶୋଧନ ବିଲ୍ । ଏଥିସହିତ ଜମ୍ମୁ ଓ କାଶ୍ମୀର ରାଜ୍ୟରେ ଆଉ ୬ମାସ ରାଷ୍ଟ୍ରପତି ଶାସନ ବୃଦ୍ଧି କରାଯିବାକୁ ରାଜ୍ୟସଭାରେ ମଞ୍ଜୁରୀ ପ୍ରାପ୍ତ ହୋଇଛି । ଏହି ବିଲ୍ କୁ…

ଜମ୍ମୁ କାଶ୍ମୀରରେ ଘାଟି ତଳକୁ ଖସି ପଡିଲା ବସ୍, ୩୩ ମୃତ

ଶ୍ରୀନଗର : ଜମ୍ମୁ କାଶ୍ମୀରର ସିରଫବାରୀ ସ୍ଥିତ କେଶୱନ ନିକଟରେ ସୋମବାର ଦିନ ଏକ ଯାତ୍ରୀବାହୀ ବସ ଘାଟି ତଳକୁ ଖସି ପଡିବା ଫଳରେ ପ୍ରାୟ ୩୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା ଜଳ ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତାପ୍ରକଟ କରିଛନ୍ତି । ମୋଦୀ ଦ୍ୱିତୀୟଥର ଲାଗି ପ୍ରଧାନମନ୍ତ୍ରୀ ହେବାପରେ ରବିବାର ଦିନ ପ୍ରଥମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସେ…

କେନ୍ଦ୍ର ବଜେଟ୍ ଆଣିଦେଇପାରେ ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର !

ନୂଆଦିଲ୍ଲୀ: ଅଗାମୀ ବାର୍ଷିକ ବଜେଟ ଆଣି ଦେଇପାରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଖୁସିର ଖବର । ସପ୍ତମ ବେତନ କମିଶନରେ ଆଦୌ ସନ୍ତୁଷ୍ଟ ନଥିବା କର୍ମଚାରୀ ସରକାର ସେମାନଙ୍କୁ ଠକୁଥିବା ଭଳି ଅନୁଭବ କରୁଛନ୍ତି । ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ବେତନ ହାରରେ ସେମାନେ…

ନାଇଜେରିଆରୁ ଉଦ୍ଧାର ହେଲେ ୫ ଭାରତୀୟ, ଜଣେ ଓଡିଆ ସାମିଲ

ଭୁବନେଶ୍ୱର : ଆସନ୍ତା ଏପ୍ରିଲ୍ ୧୯ ତାରିଖରେ ନାଇଜେରିଆର ବନି ଦ୍ୱୀପପୁଞ୍ଜରୁ ଅପହୃତ ହୋଇଥିବା ଜଣେ ଓଡିଆ ନାବିକଙ୍କ ସହ ୫ ଜଣ ଭାରତୀୟଙ୍କୁ ଶନିବାର ଦିନ ଉଦ୍ଧାର କରାଯାଇଛି। ଏନେଇ ଟ୍ୱିଟ୍ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ।…

ପୁଣେରେ କାନ୍ଥ ଭୁଷୁଡି ୧୫ ମୃତ

ପୁଣେ : ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ କୋନ୍ଧୱା ନିକଟବର୍ତ୍ତୀ ଏକ ରେସିଡେନସିଆଲ୍ କମ୍ପେ୍ଲକ୍ସର କାନ୍ଥ ଧସିଯିବାରୁ ୧୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ବଡଗାମରେ ସେନା ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀର ବଡଗାମ୍ ଜିଲ୍ଲାର କରାଲପୋରା ଅଞ୍ଚଳରେ ଶୁକ୍ରବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।…

ବୋମା ଧମକ: ଏୟାର୍ ଇଣ୍ଡିଆ ବିମାନ ଲଣ୍ଡନରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ: ମୁମ୍ବାଇରୁ ଏୟାର୍ ଇଣ୍ଡିଆ ଯାତ୍ରୀଙ୍କୁ ନେଇ ଆମେରିକା ଯାଉଥିବା ବେଳେ ବୋମା ଧମକ ପାଇ ଲଣ୍ଡନ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଏହି ଏୟାର୍ ଇଣ୍ଡିଆ ବିମାନଟି ବ୍ରିିଟିଶ୍ ଫାଇଟର୍ ଜେଟଗୁଡ଼ିକ ଦ୍ୱାରା ସୁରକ୍ଷା ପାଇ ଅବତରଣ କରିଛି । ରଏଟର୍ ନ୍ୟୁଜ୍ ଏଜେନ୍ସି ଦ୍ୱାରା…

ଫରିଦାବାଦରେ ହରିଆଣା କଂଗ୍ରେସ ମୁଖପାତ୍ରଙ୍କୁ ଗୁଳି କରି ହତ୍ୟା

ଫରିଦାବାଦ : ହରିଆଣା କଂଗ୍ରେସ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ଗୁରୁବାର ଦିନ କେହି ଅଜଣା ଦୁର୍ବୃତ୍ତ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରିଛନ୍ତି। ଫରିଦାବାଦର ୯ ନଂ ସେକ୍ଟର ଅଞ୍ଚଳରେ ଥିବା ଏକ ଜିମ୍ରୁ ବିକାଶ ଆଜି ସକାଳେ ବାହାରୁ ଥିବା ବେଳେ ପାଖାପାଖି ୪ ଜଣ ବ୍ୟକ୍ତି ଏକ ମାରୁତି…

ଜାପାନରେ ମୋଦୀ, ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ

ନୂଆଦିଲ୍ଲୀ : ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଜାପାନରେ ପହଞ୍ଚିଛନ୍ତି । ଜାପାନର ଓସାକା ବିମାନବନ୍ଦରରେ ମୋଦୀ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ନେଇ ଜଣାପଡିଛି । ମିଳିଥିବା…