Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍ମୃତି ମାନ୍ଧନା ଓ ବିରାଟ କୋହଲୀଙ୍କୁ ‘ୱିଜଡ଼େନ କ୍ରିକେଟର୍ ଅଫ ଦ ଇୟର’ ପୁରସ୍କାର

ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ କ୍ରିକେଟ ସମ୍ମାନ କହିଲେ ଇଂଲଣ୍ଡର ୱିଜଡ଼େନ ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାରକୁ ବୁଝାଇଥାଏ । ଭାରତୀୟ କ୍ରିକେଟ କପ୍ତାନ ବିରାଟ କୋହଲୀ ଲଗାତର ୩ୟ ଥର ଲାଗି ‘ୱିଜଡ଼େନ କ୍ରିକେଟର୍ ଅଫ ଦ ଇୟର’ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।…

‘ରାଫେଲ୍ ଯୁଦ୍ଧବିମାନ’ ମାମଲାରେ କେନ୍ଦ୍ରକୁ ଝଟକା, ସୁପ୍ରିମକୋର୍ଟରେ ହେବ ପୁନର୍ବାର ଶୁଣାଣି

ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟରୁ ରାଫେଲ ଯୁଦ୍ଧବିମାନ ସମ୍ପର୍କୀତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବୀଜ ଲିକ୍ ହୋଇଥିବା ବେଇ ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ମାମଲା ଉପରେ ସରକାର ଆପତ୍ତି ଉଠାଇଥିଲେ, ମାତ୍ର ଏନେଇ କେନ୍ଦ୍ର ସରକାର କରିଥିବା ପିଟିସନକୁ ବୁଧବାର ଦିନ ସୁପ୍ରିମକୋର୍ଟ…

ଏମଜେ ଆକବରଙ୍କ ମାନହାନୀ ମୋକଦ୍ଦମା ପ୍ରସଙ୍ଗ: କୋର୍ଟ ଦ୍ୱାରା ପ୍ରିୟା ରମଣୀ ଦୋଷମୁକ୍ତ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ଦ୍ୱାରା ସାମ୍ବାଦିକା ପ୍ରିୟା ରମଣୀଙ୍କ ବିରୋଧରେ କରାଯାଇଥିବା ମାନହାନୀ ମୋକଦ୍ଦମାର ଶୁଣାଣୀ କରି କୋର୍ଟ ବୁଧବାର ଦିନ ପ୍ରିୟାଙ୍କୁ ଦୋଷମୁକ୍ତ କରିଛନ୍ତି । ସମ୍ପାଦକରୁ ରାଜନେତା ପାଲଟିଥିବା ଆକବରଙ୍କ ବିରୋଧରେ ପ୍ରିୟା ରମଣୀ ଯୌନ…

ନିର୍ବାଚନ ଖର୍ଚ୍ଚ ନିମନ୍ତେ ସ୍ୱାଧୀନ ପ୍ରାର୍ଥୀ ବିକିବେ ନିଜ କିଡନୀ !

ଗୌହାଟୀ : ଆସାମର ଜଣେ ଯୁବକ ଆଗାମୀ ଲୋକସଭା ନିର୍ବାଚନ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବାକୁ ଯାଉଛନ୍ତି । ତେବେ ନିର୍ବାଚନ ଲାଗି ଅର୍ଥରାଶି ଯୋଗାଡ କରିବା ପାଇଁ ସେ ନିଜ କିଡନୀ ବିକିବେ ବୋଲି କହିଛନ୍ତି । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଆସାମର ମୋଦତୀ ଗ୍ରାମର ସୁକୁର ଅଲ୍ଲୀ…

ସୋପିଆନରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାର ଇମାମ୍ ସାହିବ ଅଞ୍ଚଳରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋପିଆନ୍ ଜିଲ୍ଲାର ଇମାମ୍ ସାହିବ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର…

କଂଗ୍ରେସରେ ମିଶିଲେ ଶତୃଘ୍ନ ସିଂହ୍ନା, ପାଟଣା ସାହିବରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ : ଅଭିନୟରୁ ରାଜନୀତି ଦୁନିଆରେ ପାଦଥାପିଥିବା ଶତୃଘ୍ନ ସିଂହା ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ବେଳେ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି । ଦଳରେ ସାମିଲ ହେବାର କିଛି ଘଣ୍ଟା ପରେ ତାଙ୍କୁ ୨୦୧୯ ଲୋକସଭା ନିର୍ବାଚନ ଲଢିବା ପାଇଁ କଂଗ୍ରେସ ବିହାରର ପାଟଣା ସାହିବ ଲୋକସଭା…

ଓଡ଼ିଶାରେ ବିଜେପି ଏଥର ରେକର୍ଡ଼ ସଂଖ୍ୟକ ଆସନ ଜିତିବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ପୂର୍ବକଥାକୁ ଦୋହରାଇ କହିଛନ୍ତି ଯେ, ଓଡ଼ିଶାରେ ବିଜେପି ରେକର୍ଡ଼ ସଂଖ୍ୟାରେ ଆସନ ଜିତି ସମଗ୍ର ଦେଶକୁ ଆଶ୍ଚର୍ଯ୍ୟ ଚକିତ କରିଦେବ । ଓଡିଶାର ସୁନ୍ଦରଗଡ ଓ ସୋନପୁର ଠାରେ ଜନସଭାକୁ ସମ୍ବୋଧିତ କରିବି । ଓଡିଶାର ନିର୍ବାଚନୀ ଫଳାଫଳ ସାରା…

ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାକୁ ଆସିଲେ ନିର୍ବାଚନ ବନ୍ଦ କରିଦେବେ: ମମତା

କୁଚବିହାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯେଉଁ ନେତାମାନେ ସର୍ବଦା ସମାଲୋଚନା କରିଥାଆନ୍ତି ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ଆଶଙ୍କା ପ୍ରକାଶ କରି କହିଛନ୍ତି, ମୋଦୀ ସମସ୍ତଙ୍କ ଲାଗି ଏହି ନିର୍ବାଚନ କରୁଛନ୍ତି, ଯଦି…

‘ଗୁଗୁଲ ରାଜନୈତିକ ବିଜ୍ଞାପନଦାତା’ ତାଲିକା ଶୀର୍ଷରେ ବିଜେପି

ନୂଆଦିଲ୍ଲୀ : ଗୁଗୁଲରେ ଭାରତୀୟ ରାଜନୈତିକ ବିଜ୍ଞାପନଦାତା ମାନଙ୍କ ମଧ୍ୟରେ ବିଜେପି ଶୀର୍ଷସ୍ଥାନରେ ରହିଥିବାବେଳେ କଂଗ୍ରେସ ରହିଛି ୬ନଂ ସ୍ଥାନରେ । ଗୁଗୁଲ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ ରାଜନୈତିକ ବିଜ୍ଞାପନଦାତାଙ୍କ ମଧ୍ୟରେ ବିଜେପି ନାମରେ ୩୨ ପ୍ରତିଶତ ସେୟାର…

ଜାଣନ୍ତୁ, କେଉଁ କାରଣ ଲାଗି ଅବିବାହିତ ରହିଗଲେ ମାୟାବତୀ…

ନୂଆଦିଲ୍ଲୀ : ସମାଜର ଲୋକମାମାନଙ୍କ ସେବା କରିବା ପାଇଁ ଚାହୁଁଥିବାରୁ ମୁଁ ଆଜୀବନ ଏକୁଟିଆ ରହିବା ପାଇଁ ନିଷ୍ପତ୍ତି ନେଇଥିଲି ବୋଲି ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟ ପାଠ ପତ୍ରରେ ଏକ ପିଟିସନର ଜବାବ…