Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡ଼ଙ୍ଗା ପାରି ହୋଇ ଭୋଟ ଦେଲେ କାମସିଙ୍ଗର ୩୩ ଭୋଟର୍

ସିଲଂ: ଏପ୍ରିଲ୍ ୧୧ ତାରିଖରେ ଭାରତର ଉତ୍ତର-ପୂର୍ବାଞ୍ଚଳର ୨ଟି ନିର୍ବାଚନ ମଣ୍ଡଳୀରେ ୧୦୦ % ମତଦାନ ହୋଇଥିବା ଖବରକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା । ଅରୁଣାଚଳ ପ୍ରଦେଶର ଦୁର୍ଗମ ମାଲୋଗାମ ନିର୍ବାଚନ ମଣ୍ଡଳୀ ଏବଂ ହେୟୁଲିୟାଂ ବିଧାନସଭା ଆସନରେ ଏହି ଶତ ପ୍ରତିଶତ ଭୋଟଦାନ ଅନୁଷ୍ଠିତ ହେବା…

କଂଗ୍ରେସ ଛାଡି ଶିବସେନାରେ ମିଶିଲେ ପ୍ରିୟଙ୍କା

ନୂଆଦିଲ୍ଲୀ : କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚର୍ତୁବେଦୀ ଦଳରୁ ଇସ୍ତଫା ପ୍ରଦାନ କରିବା ସହ ଶୁକ୍ରବାର ଦିନ ଶିବସେନାରେ ସାମିଲ ହୋଇଛନ୍ତି । ଉତ୍ତର ପ୍ରଦେଶର ମଥୁରାରେ ଆୟୋଜିତ ଏକ ପ୍ରେସ୍ କନଫରେନ୍ସରେ ଯୋଗ ଦେବାକୁ ଯାଇଥିବା ପ୍ରିୟଙ୍କା ପରବର୍ତ୍ତୀ ସମୟରେ ତାଙ୍କ ଦଳର କିଛି କର୍ମୀଙ୍କ…

ଜମ୍ମୁ ଓ କାଶ୍ମୀର ଏବଂ ଅଧିକୃତ କାଶ୍ମୀର ମଧ୍ୟରେ ରଦ୍ଦ ହେଲା ସୀମାପାର ବାଣିଜ୍ୟ କାରବାର

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଅର୍ଥାତ୍ ଏପ୍ରିଲ୍ ୧୯ ତାରିଖ ଠାରୁ ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖାରେ ଚାଲୁଥିବା ବାଣିଜ୍ୟ କାରବାରକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ରଦ୍ଦ କରାଯାଇଛି । ସୀମାପାର ବାଣିଜ୍ୟ ପଥକୁ ପାକିସ୍ତାନରେ ଥିବା ତତ୍ୱମାନେ ବେଆଇନ…

ଭାଇରାଲ୍ ହେଲା ବିଜେପି ମୁଖପାତ୍ରଙ୍କ ଉପରକୁ ଜୋତାଫିଙ୍ଗା ଦୃଶ୍ୟର ଭିଡ଼ିଓ

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟକାର୍ଯ୍ୟାଳୟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଂସଦ ଜେବିଏଲ୍ ନରସିଂହ୍ମାଙ୍କ ଉପରକୁ ଚପଲ ଫୋପଡା ଯାଉଥିବା ହେବା ଭଳି ଭିଡିଓ ଦେଖିବାକୁ ମିଳିଛି । https://twitter.com/ANI/status/1118787043348373504 ମିଳିଥିବା…

ଭାରତରେ ‘ଟିକଟକ୍’ ଆପ୍ ବନ୍ଦ କଲା ଗୁଗୁଲ୍

ନୂଆଦିଲ୍ଲୀ : ଲୋକପ୍ରିୟ ବ୍ରାଉଜର୍ ଗୁଗଲ୍ ମାଡ୍ରାସ୍ ହାଇକୋର୍ଟଙ୍କ ଆଦେଶାନୁସାରେ ଭାରତରେ ଚୀନ ଆପ୍ ‘ଟିକଟକ୍’କୁ ବ୍ଲକ୍ କରିଛି । ଏହା ଫଳରେ ଏବେ ୟୁଜରର୍ସମାନେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏହି ମ୍ୟୁଜିକାଲ ଆପ୍ ଟିକଟକକୁ ଡାଇନଲୋଡ କରିପାରିବେ ନାହିଁ । ଚୀନର ‘ବାଇଟେଣ୍ଡାନସ୍ ଟେକନୋଲଜି’ର…

ଇଭିଏମକୁ ନେଇ କଂଗ୍ରେସ ବିଧାୟକ ଭୋଟରଙ୍କୁ ଭ୍ରମିତ କରୁଥିବା ଅଭିଯୋଗ

କୋରର : ଇଭିଏମର ଦ୍ୱିତୀୟ ବଟନ୍ ଚିପିଲେ କରେଣ୍ଟ ଲାଗିବ ବୋଲି ନିର୍ବାଚନୀ ପ୍ରଚାର ବେଳେ ଛତିଶଗଡର ଜଣେ କଂଗ୍ରେସ ବିଧାୟକ ଭୋଟରଙ୍କୁ କହିଛନ୍ତି । ରାଜ୍ୟ ଅବକାରୀ ଓ ବାଣିଜ୍ୟ ଉଦ୍ୟୋଗ ମନ୍ତ୍ରୀ କବାସୀ ଲଖମା ଛତିଶଗଡର କୋଙ୍କର ଜିଲ୍ଲାର ଏକ ନିର୍ବାଚନୀ ର‌୍ୟାଲିରେ ମତଦାତା ମାନଙ୍କୁ…

ଓଡ଼ିଶା ଉପକୂଳରୁ ଶକ୍ତିଶାଳୀ ‘ନିର୍ଭୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ଦୂରଗାମୀ ଆଣବିକ ଅସ୍ତ୍ର ବହନ କରିପାରିବାର କ୍ଷମତା ରଖିଥିବା ନିର୍ଭୟ କ୍ଷେପଣାସ୍ତ୍ରର ଭାରତ ସଫଳ ଉତକ୍ଷେପଣ କରିଛି । ଏହି କ୍ଷେପଣାସ୍ତ୍ରଟିକୁ ଓଡ଼ିଶା ଉପକୂଳରେ ଥିବା ଚାନ୍ଦିପୁର ଇଣ୍ଟେଗ୍ରେଟେଡ଼ ଟେଷ୍ଟ ରେଞ୍ଜରୁ ସଫଳତାର ସହିତ…

‘ଇଲେକ୍ଟୋରାଲ୍ ବଣ୍ଡ୍’ ପ୍ରଚଳନ ଚାଲୁ ରହିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସାରା ଦେଶରେ ନିର୍ବାଚନ ମାହୋଲ ଜାରି ରହିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ରାଜନୈତିକ ଦଳମାନଙ୍କର ପାଣ୍ଠିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣୂ ରାୟ ଦେଇଛନ୍ତି । ଏନେଇ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କହିଛନ୍ତି, ‘ଇଲେକ୍ଟୋରାଲ୍ ବଣ୍ଡ୍’ ପ୍ରଚଳନ ଚାଲୁ ରହିବ । ମାତ୍ର ଆସନ୍ତା ମେ…

ନାଗପୁରରେ ଭୋଟ୍ ଦେଲେ ବିଶ୍ୱର କ୍ଷୁଦ୍ରତମ ମହିଳା ଜ୍ୟୋତି

ନାଗପୁର: ବିଶ୍ୱର ସବୁଠୁ ବାଙ୍ଗରା ମହିଳା ଜ୍ୟୋତି ଆମଗେ ଗୁରୁବାର ଦିନ ମହାରାଷ୍ଟ୍ରର ନାଗପୁରଠାରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଏହି ୨୫ ବର୍ଷିୟା ମହିଳା ଜଣକଙ୍କ ଉଚ୍ଚତା ମାତ୍ର ୨ ଫୁଟ ୧ ଏଞ୍ଚ । ଜ୍ୟୋତିଙ୍କ କମ ଉଚ୍ଚତା ଯୋଗୁଁ ଭୋଟଗ୍ରହଣ କରାଯାଉଥିବା ଟେବୁଲ୍ ଉପରେ ଛିଡ଼ା ହୋଇ…

ସ୍ମୃତି ମାନ୍ଧନା ଓ ବିରାଟ କୋହଲୀଙ୍କୁ ‘ୱିଜଡ଼େନ କ୍ରିକେଟର୍ ଅଫ ଦ ଇୟର’ ପୁରସ୍କାର

ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ କ୍ରିକେଟ ସମ୍ମାନ କହିଲେ ଇଂଲଣ୍ଡର ୱିଜଡ଼େନ ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାରକୁ ବୁଝାଇଥାଏ । ଭାରତୀୟ କ୍ରିକେଟ କପ୍ତାନ ବିରାଟ କୋହଲୀ ଲଗାତର ୩ୟ ଥର ଲାଗି ‘ୱିଜଡ଼େନ କ୍ରିକେଟର୍ ଅଫ ଦ ଇୟର’ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।…