Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୧୯ ବଜେଟ୍ ମୁଖ୍ୟାଂଶ: ଚାଷୀ ଓ ମଧ୍ୟବିତ୍ତ ଶ୍ରେଣୀଙ୍କୁ ଗୁରୁତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଆଜି ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷପାଇଁ ଏକ ମଧ୍ୟବର୍ତିକାଳୀନ ବଜେଟ୍ ଆଗତ କରିଛନ୍ତି । ନୂତନ ବଜେଟ୍ରେ ମୋଟ ବ୍ୟୟ ପରିମାଣ ୨୭, ୮୪, ୨୦୦ କୋଟି ଟଙ୍କା ରଖାଯାଇଛି, ଯାହାକି ଚଳିତ ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୧୩.୩ ପ୍ରତିଶତ…

ବଜେଟ୍ ୨୦୧୯: ବାର୍ଷିକ ୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ: ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଶୁକ୍ରବାର ଦିନ କହିଛନ୍ତି, ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା କର୍ମଚାରୀ, ବରିଷ୍ଠ ନାଗରିକ ତଥା ପେନସନଭୋଗୀମାନଙ୍କୁ ଆଉ କୌଣସି ଟ୍ୟାକ୍ସ ପଇଠ କରିବାକୁ ପଡ଼ିବ ନାହିଁ । ଏହି ଆୟକର ସୀମାକୁ ୫ ଲକ୍ଷ ଟଙ୍କାକୁ…

ବଜେଟ୍ ୨୦୧୯: ପ୍ରତିବର୍ଷ ସିଧା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୬,୦୦୦ ଟଙ୍କା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଭାରତୀୟ କୃଷକଙ୍କୁ ଚାଷକାର୍ଯ୍ୟରେ ସହାୟତା ପ୍ରଦାନ କରିବା ଲାଗି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଶୁକ୍ରବାର ଦିନ ବଜେଟରେ ଚାଷୀ ମାନଙ୍କ ଲାଗି ଏକ ଖୁସି ଖବର ଆଣିଦେଇଛନ୍ତି । Presenting Budget 2019 in Lok Sabha. Watch…

୨୦୦ଟି ଦିନିକିଆ ଖେଳି ଇତିହାସ ରଚିଲେ ମହିଳା କ୍ରିକେଟର ମିତାଲି ରାଜ୍

ହାମିଲଟନ: ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି ମିତାଲି ରାଜ୍ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱର ପ୍ରଥମ ଖେଳାଳି ଭାବେ ୨୦୦ଟି ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ ଖେଳିବାର ଗୌରବ ହାସଲ କରିଛନ୍ତି । ପୂର୍ବରୁ ସେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଆଇସିସି ଆୱାର୍ଡ଼ ମଧ୍ୟ ହାସଲ କରିପାରିଛନ୍ତି ।…

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୨ ଆତଙ୍କୀ ମୃତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ରାଜପୋରା ଅଞ୍ଚଳରେ ଶୁକ୍ରବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ପୁଲୱାମା ଜିଲ୍ଲା ନିକଟସ୍ଥ ରାଜପୋରା ଅଞ୍ଚଳରେ କେତେକ ଆତଙ୍କବାଦୀ ମାନେ ଛପି…

୪ର୍ଥ ଦିନିକିଆ: ନ୍ୟୁଜିଲାଣ୍ଡ ୮ ୱିକେଟରେ ବିଜୟୀ

ହାମିଲଟନ: ହାମିଲଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା ୪ର୍ଥ ଦିନିକିଆରେ ଭାରତ ଶେଷରେ କିୱି ଦଳଠାରୁ ୮ ୱିକେଟରେ ପରାସ୍ତ ହୋଇଛି । ଆଜିର ଖେଳାଯାଇଥିବା ୪ର୍ଥ ଦିନିକିଆରେ ବିରାଟ କୋହଲୀ ବିଶ୍ରାମ ନେଇଥିବା ଯୋଗୁଁ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ବହନ କରିଥିଲେ ।…

୨ ଯୁବ ଓଡିଆଙ୍କ ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ

ଭୁବନେଶ୍ୱର : ଦକ୍ଷିଣ ଆଫ୍ରିକାର ତାଞ୍ଜାନିଆରେ ଥିବା ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ଆରୋହଣ କରିବାରେ ଓଡିଶାର ୨ ଜଣ ଯୁବ ପର୍ବତାରୋହୀ ସଫଳ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଓଡିଶାର ଏହି ୨ଜଣ ପର୍ବତାରୋହୀ ହେଲେ କୋରାପୁଟ ଜିଲ୍ଲାର କୁଶ ଆର୍ଳବ ଏବଂ ବରଗଡ଼ ଜିଲ୍ଲାର ଲିପିକା ସେଠ୍ ।…

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ମାତ୍ର ୯୨ ରନରେ ଅଲଆଉଟ

ହାମିଲଟନ: ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳୁଥିବା ୪ର୍ଥ ଦିନିକିଆରେ ବ୍ୟାଟିଂ ବିପର୍ଯ୍ୟୟ ଘଟି ୩୦.୫ ଓଭରରେ ମାତ୍ର ୯୨ ରନ କରି ଅଲଆଉଟ ହୋଇଯାଇଛି । ତେବେ ଭାରତ ପୂର୍ବରୁ ୩ଟି ମ୍ୟାଚ ଜିତି ୩-୦ରେ ଶୃଙ୍ଖଳା ହାତେଇ ସାରିଛି । ନ୍ୟୁଜିଲାଣ୍ଡ ଟସରେ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ…

ଜାଣନ୍ତୁ, ଗାନ୍ଧିଜୀଙ୍କୁ ନେଇ ନିର୍ମିତ ହୋଇଥିବା କିଛି ଫିଲ୍ମ ସମ୍ପର୍କରେ…

ଭୁବନେଶ୍ୱର : ୧୯୪୮ ମସିହା ଜାନୁଆରୀ ମାସ ୩୦ ତାରିଖ ଦିନ ଆତତାୟୀଙ୍କ ଗୁଳିରେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ (ମହାତ୍ମା ଗାନ୍ଧୀ)ଙ୍କ ଦେହାନ୍ତ ଘଟିଥିଲା । ଆଜିର ଦିବସକୁ ସାରା ଦେଶରେ ସହିଦ ଦିବସ ଭାବେ ପାଳନ କରାଯାଇଥାଏ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା…

ଏଥର ଗରମ ହେଲେ ଅମିତ ଶାହ

ଭୁବନେଶ୍ୱର: ଲଗାତର ଗୋଟିଏ ପରେ ଗୋଟିଏ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରମ ମନୋଭାବ ପୋଷଣ କରିବା ପରେ ଏଥର କିନ୍ତୁ ବିଜେଡି ସରକାର ଉପରେ ଗରମ ହୋଇଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ । ସିଧାସଳଖ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ । ନବୀନଙ୍କୁ…