Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଥର ଗରମ ହେଲେ ଅମିତ ଶାହ

ଭୁବନେଶ୍ୱର: ଲଗାତର ଗୋଟିଏ ପରେ ଗୋଟିଏ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରମ ମନୋଭାବ ପୋଷଣ କରିବା ପରେ ଏଥର କିନ୍ତୁ ବିଜେଡି ସରକାର ଉପରେ ଗରମ ହୋଇଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ । ସିଧାସଳଖ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ । ନବୀନଙ୍କୁ…

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଏକ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦିନ ୧୦ ଟା ୩୦ରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଅମିତ ଶାହ ସେଠାରୁ ସିଧାସଳଖ ମଧୁବାବୁଙ୍କ ସ୍ମୃତିପୀଠ ସତ୍ୟଭାମାପୁରକୁ ଯିବେ ।…

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜଙ୍କ ୮୮ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ରାଜନେତା ତଥା ଭାରତର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଅନେକ ବର୍ଷ ଧରି ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ରହିଥିଲେ । ସ୍ୱଗତଃ ଫର୍ଣ୍ଣାଣ୍ଡେଜ ୭୦ ଦଶକରୁ ସାମାଜିକ ଆନ୍ଦୋଳନ ସହିତ ଜଡ଼ିତ ରହି ଭାରତୀୟ…

‘ସାହିତ୍ୟ ଏକାଡ଼େମୀ ଭାଷା ସମ୍ମାନ’ ଗ୍ରହଣ କଲେ ଓଡ଼ିଶାର ୩ଜଣ ସାହିତ୍ୟିକ

ଭୁବନେଶ୍ୱର: ଓଡ଼ିଶାର ତିନିଜଣ ବରିଷ୍ଠ ସାହିତ୍ୟିକ ସୋମବାର ଦିନ ୨୦୧୭ ଓ ୨୦୧୮ ମସିହା ଳାଗି ‘ସାହିତ୍ୟ ଏକାଡ଼େମୀ ଭାଷା ସମ୍ମାନ’ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ୩ ଜଣ ପ୍ରସିଦ୍ଧ ଲେଖକ, ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ, କବି ହଳଧର ନାଗ ଏବଂ ଡ଼ଃ…

ବିଜେପି ଓଡ଼ିଶାରେ ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢିବ: ଜୁଏଲ ଓରାମ

ଭୁବନେଶ୍ୱର: ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି ଓଡ଼ିଶାରେ ଏକାକୀ ନିର୍ବାଚନ ଲଢିବା ନିଷ୍ପତ୍ତିକୁ ଦୋହରାଇଛି, ଏହା ଚଳିତ ବର୍ଷ ମେ ମାସରେ ହେବାର ଯଥେଷ୍ଟ ସମ୍ଭାବନା ରହିଛି । “ ବିଜେଡ଼ି ସହିତ ବୁଝାମଣାର ପ୍ରଶ୍ନ ଉଠୁନାହିଁ । ଆମେ ଏକାକୀ ନିର୍ବାଚନରେ ଲଢିବୁ, ନବୀନ…

ଅଜବ ବାହାଘର: ବର ରୋଲର୍ ଚଢି ପହଞ୍ଚିଲା କନ୍ୟାଘର

ନଦିଆ/କୋଲକାତା:  କୌଣସି କାର୍, ପାଲିଙ୍କି କିମ୍ବା ଘୋଡ଼ା, ଅତିବେଶୀରେ ହାତୀ ଚଢ଼ି ବର ଆସିବା ଜାଣିଥିବେ, ହେଲେ ରାସ୍ତା କାମରେ ଲାଗୁଥିବା ରୋଲର ଚଢ଼ି ବର ଆସିବା କେବେ ଶୁଣିଛନ୍ତି ? ତେବେ ଏହା ସତ, ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଦେଖିବାକୁ ମିଳିଛି ଏମିତି ଏକ ବାହାଘର । ରବିବାର…

ଭାରତୀୟ ବାୟୁସେନାର ଲଢୁଆ ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଖୁସିନଗର ଠାରେ ସୋମବାର ଦିନ ଭାରତୀୟ ବାୟୁସେନାର ଏକ ଜାଗୁଆର ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ ଅଳ୍ପକେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଏହି ଦୁର୍ଘଟଣା ପରେ ଜାଗୁଆର ବିମାନଟିରେ ନିଆଁ ଲାଗିଯିବା ଫଳରେ ଏହା…

ସାଇନା ନେହେୱାଲ ଜିତିଲେ ‘ଇଣ୍ଡୋନେସିଆନ୍ ମାଷ୍ଟର୍ସ’ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଜାକର୍ତ୍ତା: ଭାରତୀୟ ମହିଳା ବ୍ୟାଡ଼ମିଣ୍ଟନ ଖେଳାଳି ସାଇନା ନେହୱାଲ୍ ରବିବାର ଦିନ ‘ଇଣ୍ଡୋନେସିଆନ୍ ମାଷ୍ଟର୍ସ’ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟଫାଇନାଲ ଜିତି ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ଫାଇନାଲରେ ସେ ବିଶ୍ୱର ୪ ନଂ ବ୍ୟାଡ଼ମିଣ୍ଟନ ଖେଳାଳି କାରୋଲିନା ମାରିନଙ୍କୁ ପରାସ୍ତ କରିଛନ୍ତି ।…

ଭୁବନେଶ୍ୱର ଆସୁଛନ୍ତି ଅରବିନ୍ଦ କେଜ୍ରିୱାଲ୍, ୩୧ରେ ଯୋଗଦେବେ ଜନସଭାରେ

ଭୁବନେଶ୍ୱର: ଆମ୍ ଆଦମି ପାର୍ଟି (ଆପ୍ )ର ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାନୁଆରୀ ୩୧ ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚୁଛନ୍ତି । ଗଣମଧ୍ୟମକୁ ରବିବାର ଦିନ ସୂଚନା ଦେଇ ରାଜ୍ୟ ଆପ୍ ର ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି, କେଜ୍ରିୱାଲ ବିଜୁ ପଟ୍ଟନାୟକ…

ଆତଙ୍କବାଦୀଙ୍କୁ ନିପାତ କରି ସହୀଦ ହେଲେ ଓଡ଼ିଆ ଯବାନ, ଆଜି ଗାଁ’କୁ ଆସୁଛି ପାର୍ଥୀବ ଶରୀର

ଖୋର୍ଦ୍ଧା: ଜମ୍ମୁ ଓ କାଶ୍ମୀରର ବାରାମୂଳା ସେକ୍ଟରଠାରେ ନିୟୋଜିତ ହୋଇଥିବା ବେଗୁନିଆ ଥାନା ଅନ୍ତର୍ଗତ ଅସ୍ତରଙ୍ଗ ଗ୍ରାମର ଓଡ଼ିଆ ଯବାନ ହେମନ୍ତ ପଣ୍ଡା ଆତଙ୍କବାଦୀଙ୍କ ସହିତ ଏକ ଏନକାଉଣ୍ଟରେ ସହୀଦ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଭାରତ-ପାକିସ୍ତାନ ସୀମାନ୍ତରେ ଥିବା ବାରାମୂଳା…