Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାବରିମାଲା ମନ୍ଦିରରେ ପ୍ରବେଶ କଲେ ୨ମହିଳା, କେରଳରେ ହାଇଆଲର୍ଟ ଜାରି

ନୂଆଦିଲ୍ଲୀ: କେରଳର ପ୍ରସିଦ୍ଧ ସବରିମାଳା ମନ୍ଦିରରେ ବୁଧବାର ମହିଳାଙ୍କ ପ୍ରବେଶ ପରେ ପ୍ରଶାସନ ପକ୍ଷରୁ ସମଗ୍ର ରାଜ୍ୟରେ ହାଇଆଲର୍ଟ ଜାରି ହୋଇଛି। ମିଳିଥିବା ସୂଚନାନୁଯାୟୀ ଆଜି ଭୋର ପ୍ରାୟ ୩.୪୫ ରେ ପୋଲିସର କଡା ସୁରକ୍ଷାବଳୟରେ ୨ ଜଣ ମହିଳା ଭଗବାନ ଆୟାପ୍ପାଙ୍କ ଦର୍ଶନ ନିମେନ୍ତ ମନ୍ଦିର…

ପୁରୀରୁ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ଲଢିବା ନେଇ କଳ୍ପନାଜଳ୍ପନା ଏବେବି ଅସ୍ପଷ୍ଟ !

ନୂଆଦିଲ୍ଲୀ: ୨୦୧୯ ନୂତନବର୍ଷରେ ଗଣମାଧ୍ୟମ ଏଜେନ୍ସି ଏଏନଆଇକୁ ତାଙ୍କର ପ୍ରଥମ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ, ନିୟନ୍ତ୍ରଣ ରେଖା ନିକଟ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ରାମମନ୍ଦିର ପ୍ରସଙ୍ଗ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଖୋଲାଖୋଲି ଆଲୋଚନା…

ଲାଗୁ ହେଲା ନୂଆ ଜିଏସଟି ରେଟ୍: ଟିଭି, କ୍ୟାମେରା ଭଳି ୨୩ଟି ସାମଗ୍ରୀ ଆଜିଠୁ ଶସ୍ତା

ନୂଆଦିଲ୍ଲୀ : ଦେଶରେ ଜିଏସଟି ରେଟରେ ହ୍ରାସ ହେବା ଫଳରେ ଜାନୁଆରି ୧ ତାରିଖରୁ ପ୍ରାୟ ୨୩ଟି ଦ୍ରବ୍ୟ ଓ ସେବା ଶସ୍ତା ହୋଇଛି । ଏସମ୍ପର୍କରେ ଗତ ଡିସେମ୍ବର ୨୨ ତାରିଖରେ ବସିଥିବା ଜିଏସଟି କାଉନସିଲର ୩୧ତମ ବୈଠକରେ ନିଷ୍ପତ୍ତି ହୋଇଥିଲା । ଯେଉଁ ସାମଗ୍ରୀ ଗୁଡିକରେ ଜିଏସଟି ହାର ୨୮…

ରାଜ୍ୟସଭା ମୁଲତବୀ; ‘ତ୍ରିପଲ ତଲାକ ବିଲ’କୁ ସିଲେକ୍ଟ କମିଟିକୁ ପଠାଇବା ନେଇ ବିରୋଧିଙ୍କ ଦାବି

ନୂଆଦିଲ୍ଲୀ : ସଂସଦର ରାଜ୍ୟସଭା ଗୃହରେ ସୋମବାର ଦିନ ‘ତ୍ରିପଲ ତଲାକ’ ବିଲ୍ ଉପସ୍ଥାପନା କରାଯାଇଥିଲେ ମଧ୍ୟ ଏଥିଲାଗି ଗୃହରେ ଆଲୋଚନା ହୋଇପାରି ନାହିଁ । ବିରୋଧି ଦଳ ଏହି ବିଲକୁ ଜଏଣ୍ଟ ସିଲେକ୍ଟ କମିଟିକୁ ପଠାଇବା ନେଇ ଅଡି ବସିବାରୁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଫଳରେ ଗୃହ ଆସନ୍ତା…

ଦମଦାର୍ ପ୍ରଦର୍ଶନ ସହ ମେଲବୋର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୧୩୭ ରନରେ ପରାସ୍ତ କଲା ଭାରତ

ମେଲବୋର୍ଣ୍ଣ: ଭାରତୀୟ ଟେଷ୍ଟ ଟିମ୍ କ୍ରିକେଟ ଇତିହାସରେ ୧ମଥର ଲାଗି ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ଜିତି ପାରିବାର ଆଶା ଦୃଢିଭୂତ ହୋଇଛି । ପୂର୍ବରୁ ଭାରତ ନିଜ ମାଟିରେ ସିରିଜ୍ ଜିତିଥିଲେ ମଧ୍ୟ କେବେବି ଅଷ୍ଟ୍ରେଲିଆ ଦଳକୁ ଅଷ୍ଟ୍ରେଲିଆରେ ପରାସ୍ତ କରିପାରିନାହିଁ । ଏଥର କିନ୍ତୁ ସମସ୍ତ…

ଫିଲିପାଇନ୍ସର ରହସ୍ୟମୟ ଚକୋଲେଟ୍ ପାହାଡ଼ ! ଏହା ପଛରେ ରହିଛି ଏକ ନିଆରା ପ୍ରେମ କାହାଣୀ !

ଭୁବନେଶ୍ୱର: ପ୍ରକୃତିର ବିସ୍ମୟକର ଦୃଶ୍ୟ ବେଳେ ମଣିଷକୁ ଆଶ୍ଚର୍ଯ୍ୟ ଚକିତ କରିଦେବା ସହିତ ଏହାର ରହସ୍ୟମୟ କିମ୍ବଦନ୍ତୀ ତଥା ଅଦ୍ଭୁତ କାର୍ଯ୍ୟକଳାପରେ ମନୁଷ୍ୟ ହତଚକିତ ହୋଇ ପଡ଼ିଥାଏ । ଏସୀୟ ରାଷ୍ଟ୍ର ଫିଲିପାଇନ୍ସର ଏହି ପାର୍ବତ୍ୟାଞ୍ଚଟି ଏବେ ମଧ୍ୟ ରହସ୍ୟାବୃତ ହୋଇ ରହିଛି । ପ୍ରକୃତିରେ…

ଜାମ୍ମୁ-କାଶ୍ମୀର: ସୁରକ୍ଷାବାହିନୀର ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ରାଜପୋରା ଅଞ୍ଚଳରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କିଛି ଆତଙ୍କବାଦୀ ପୁଲୱାମା ଜିଲ୍ଲାର ରାଜପୋରା ଅଞ୍ଚଳରେ ଲୁଚି ରହିଥିବା ନେଇ…

ଶିଶୁ ଯୌନ ଅପରାଧ ବିରୋଧରେ ମୃତ୍ୟୁ ଦଣ୍ଡାଦେଶର ମୋହର ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଦିନକୁ ଦିନ ଶିଶୁମାନେ ଯୌନ ନିର୍ଯ୍ୟାତନାର ଶିକାର ହେଉଥିବା ବେଳେ ଆଜି କେନ୍ଦ୍ର ସରକାର ଅଭିଯୁକ୍ତମାନଙ୍କୁ ପୁରସ୍କାର ସ୍ୱରୂପ ମୃତ୍ୟୁ ଦଣ୍ଡାଦେଶ ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ଏନେଇ ସଂସଦରେ ଏକ ଅଧ୍ୟାଦେଶ ଆଣିଥିଲେ । କେନ୍ଦ୍ର…

ମେଘାଳୟ ଖଣି ଧସିବା ଘଟଣା, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲେ ଓଡିଶା ଅଗ୍ନିଶମ ବିଭାଗ

ଭୁବନେଶ୍ୱର : ମେଘାଳୟ ରାଜ୍ୟର ପୂର୍ବ ଜୈନ୍ତିଆ ପାହାଡ ଧସିବା ଘଟଣାରେ ଓଡିଶା ଅଗ୍ନିଶମ ବିଭାଗ ଭୁବନେଶ୍ୱରୁ ମେଘାଳୟ ଅଭିମୁଖେ ଯାତ୍ରା କରିଛନ୍ତି । ମେଘାଳୟର ଏହି ଖଣିରେ ୧୫ ଜଣ ଶ୍ରମିକ ଫସି ରହିଥିବାବେଳେ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଓଡିଶାରୁ ଏନଡିଆରଏଫ, ଉଚ୍ଚ କ୍ଷମତା…

ଓଡ଼ିଶାର ୨ଟି ଜିଲ୍ଲା ଦେଶର ସବୁଠୁ ଉନ୍ନତି କରିଥିବା ୫ଟି ଶ୍ରେଷ୍ଠ ଜିଲ୍ଲା ମଧ୍ୟରେ ସ୍ଥାନିତ

ଭୁବନେଶ୍ୱର : ଭାରତରେ ଦ୍ୱିତୀୟ ‘ଡ଼େଲଟା ର‌୍ୟାଙ୍କିଂ ଫର୍ ଆସ୍ପାରେସନାଲ ଡ଼ିଷ୍ଟ୍ରିକ୍ଟସ’ ନୀତି ଆୟାଗ ପକ୍ଷରୁ ପ୍ରକାଶ ପାଇଛି । ଏହି ତାଲିକାରେ ଦେଶର ୫ଟି ଜିଲ୍ଲା ମଧ୍ୟରେ ଓଡିଶାର ୨ଟି ଜିଲ୍ଲା ସର୍ବୋକୃଷ୍ଟ ଉନ୍ନତି କରିଥିବା ୫ଟି ଜିଲ୍ଲା ମଧ୍ୟରେ ସ୍ଥାନ ପାଇଛି । ନୀତି ଆୟୋଗର ସିଇଓ…