Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତର ବିଶାଳ ୫୮୬/୬ ସ୍କୋର, ପୂଜାରାଙ୍କ ପରେ ଋଷଭ କଲେ ଧୂଆଁଧାର ଶତକ

ସିଡ଼ନୀ: ସିଡ଼ନୀଠାରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ଟେଷ୍ଟରେ ଚେତେଶ୍ୱର ପୂଜାରାଙ୍କ ଆକର୍ଷଣୀୟ ୧୯୩ ରନ ପରେ ୱିକେଟ ରକ୍ଷକ ଋଷଭ ପନ୍ଥଙ୍କ ଶତକୀୟ ଇନିଂସ ଯୋଗୁଁ ଭାରତ ପ୍ରଥମ ଇନିଂସରେ ବିଶାଳ ୫୮୬/୬ ସ୍କୋର କରି ମଜବୁତ ସ୍ଥିତିରେ ରହିଛି । ଏହି ଐତିହାସିକ…

ଦିଲ୍ଲୀ-ଭୁବନେଶ୍ୱର ବିମାନ ଚଳାଚଳ ଖରାପ ପାଗ ଯୋଗୁଁ ବାତିଲ୍

ଭୁବନେଶ୍ୱର: ଦେଶର ରାଜଧାନୀରେ ପାଣିପାଗ ସ୍ଥିତି ଯୋଗୁଁ ଗୁରୁବାର ଦିନ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ୩ଟି ବିମାନକୁ ବାତିଲ୍ କରାଯାଇଛି । ପାଣିପାଗ ସୂଚନା ପ୍ରଦାନ କରୁଥିବା ସଂସ୍ଥା ସ୍କାଇମେଟ୍ ଅନୁଯାୟୀ, ଦିଲ୍ଲୀରେ ଆଜି ଘନ କୁହୁଡ଼ି ଆଚ୍ଛାଦିତ କରି ରହିଥିଲା । ଏହି କାରଣରୁ ଦିଲ୍ଲୀରେ…

ମୋଦୀ ଜାନୁଆରୀ ୫ ତାରିଖ ବାରିପଦା ଗସ୍ତରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨ ସପ୍ତାହ ମଧ୍ୟରେ ୨ୟ ଥର ଲାଗି ଆସନ୍ତା ୫ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ମୟୁରଭଞ୍ଜର ବାରିପଦାଠାରେ ଏକ ର‌୍ୟାଲିରେ ଉଦବୋଧନ ଦେବା ସହିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।…

ଜାମ୍ମୁ-କାଶ୍ମୀର: ପୁଲୱାମା ଏନକାଉଣ୍ଟରେ ୨ ଆତଙ୍କବାଦୀ ମୃତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ଟ୍ରାଲ ସେକ୍ଟର ନିକଟସ୍ଥ ଗୁଲଶନପୋରା ଅଞ୍ଚଳରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁଲୱାମା ଜିଲ୍ଲା ନିକଟସ୍ଥ ଟ୍ରାଲ ସେକ୍ଟର ନିକଟସ୍ଥ…

ସିଡ଼ନୀ ଟେଷ୍ଟ: ପୁଣି ପୂଜାରାଙ୍କ ଦମଦାର୍ ଶତକ, ଭାରତ ୩୦୩/୪

ସିଡ଼ନୀ: ମେଲବୋର୍ଣ୍ଣ ଟେଷ୍ଟରେ ବିଜୟ ହାସଲ କରିପାରି ଭାରତ ଗାଭାସ୍କର-ବୋର୍ଡ଼ର ଟ୍ରଫିକୁ ଏକରକମ କବଜା କରିସାରିଛି । ମାତ୍ର ଏହି ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ଶୃଙ୍ଖଳାକୁ ଜିତି ଭାରତ ନିଜ କ୍ରିକେଟ ଇତିହାସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିପାରିବ । ଚେତେଶ୍ୱର ପୂଜାରାଙ୍କ ଅପରାଜିତ ୧୩୦ ରନ…

ବିଶ୍ୱ ପାଇଖାନା ଦିବସ: ଶ୍ରେଷ୍ଠ ୧୦ଟି ଜିଲ୍ଲା ମଧ୍ୟରେ କନ୍ଧମାଳ ସ୍ଥାନିତ

ଭୁବନେଶ୍ୱର: ଓଡ଼ିଶାର କନ୍ଧମାଳ ଜିଲ୍ଲା ‘ବିଶ୍ୱ ପାଇଖାନା ଦିବସ’ ଅବସରରେ ଦେଶର ୧୦ଟି ଶ୍ରେଷ୍ଠ ଜିଲ୍ଲା ମଧ୍ୟରେ ସ୍ଥାନିତ ହୋଇ ବିଜେତା ଘୋଷିତ ହୋଇଛି । ଏହି ପ୍ରତିଯୋଗିତା କେନ୍ଦ୍ରସରକାରଙ୍କ ପାନୀୟ ଜଳ ଓ ସ୍ୱଚ୍ଛତା ମନ୍ତ୍ରଣାଳୟ (ଏମଡ଼ିଡବ୍ଲ୍ୟୁଏସ) ପକ୍ଷରୁ ନଭେମ୍ବର ୯ ରୁ ୧୯ ତାରିଖରେ…

ଲୋକସଭା ଶୀତକାଳୀନ ଅଧିବେଶନ: ‘ରାଫେଲ୍ ଡ଼ିଲ୍’ ର ଜେପିସି ତଦନ୍ତ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ରାଫେଲ୍ ଡ଼ିଲ୍’ ନେଇ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ରାହୁଲ ଗାନ୍ଧୀ ଏସମ୍ପର୍କୀତ କଥାବାର୍ତ୍ତା ରହିଥିବା ଏକ ଅଡ଼ିଓ ଟେପ୍ ଲୋକସଭା ଗୃହରେ ଉପସ୍ଥାପିତ କରିଛନ୍ତି, ଯେଉଁଥିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର…

ବ୍ୟାଙ୍କ ଅଫ୍ ବରୋଦା ସହିତ ‘ଦେନା ବ୍ୟାଙ୍କ’ ଓ ‘ବିଜୟ ବ୍ୟାଙ୍କ’ର ମିଶ୍ରଣକୁ ମିଳିଲା…

ନୂଆଦିଲ୍ଲୀ : ଦେଶର ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଦେନା ବ୍ୟାଙ୍କ, ବିଜୟା ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦାର ମିଶ୍ରଣ ପ୍ରସ୍ତାବକୁ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଭାରତର ୩ୟ ବୃହତ୍ତମ ବ୍ୟାଙ୍କ…

ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ମାର୍ଚ୍ଚ ସୁଦ୍ଧା ଚିନୁକ୍ ଓ ଆପାଚି ହେଲିକପ୍ଟର ହେବେ ସାମିଲ

ନୂଆଦିଲ୍ଲୀ: ଆମେରିକାରେ ନିର୍ମିତ ହେଭି-ଲିଫ୍ଟ ବିଶିଷ୍ଟ ଚିନୁକ୍ ଏବଂ ଆପାଚି ହେଲିକପ୍ଟର ମାର୍ଚ୍ଚ ସୁଦ୍ଧା ଭାରତୀୟ ସେନାରେ ସାମିଲ କରାଯିବ । ଏହା ଫଳରେ ଭାରତୀୟ ସେନାର ସାମରିକ ଶକ୍ତି ବୃଦ୍ଧି ପାଇବ । ଏନେଇ ଆମେରିକାର ବୋଇଙ୍ଗ୍ କମ୍ପାନୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଏବଂ ଉଭୟ…

ନବବର୍ଷରେ କେବଳ ଭାରତରେ ଜନ୍ମ ନେଲେ ୬୯,୦୦୦ ଶିଶୁ !

ନ୍ୟୁୟର୍କ : ୟୁନିସେଫର ସର୍ଭେ ଅନୁଯାୟୀ ଭାରତରେ ନୂଆବର୍ଷ ଦିନ ସର୍ବାଧିକ ୬୯,୦୦୦ ନବଜାତକ ଜନ୍ମ ଗ୍ରହଣ କରିଛନ୍ତି । ଏହା ସମଗ୍ର ବିଶ୍ୱରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛି । ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ଏକ ସୂଚନାନୁଯାୟୀ ନବବର୍ଷ ଅବସରରେ ଭାରତ ଯେ କେବଳ ୨୦୧୯ ବର୍ଷକୁ…