Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଯାଇଛି: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ରକୁ ଅବଗତ କରାଯାଇଛି ବୋଲି ରାଜ୍ୟ ରାଜସ୍ୱ ମନ୍ତ୍ରୀ ଗୁରୁବାର ଦିନ କହିଛନ୍ତି । “ରାଜ୍ୟ ସରକାର, ଏକ ସ୍ମାରକ ଦ୍ୱାରା ଓଡ଼ିଶାର ୭୦ଟି ବ୍ଲକରେ ଉପୁଜିଥିବା ମରୁଡ଼ି ପରିସ୍ଥିତି ସମ୍ପର୍କରେ ଅବଗତ କରିବା ସହିତ…

ଦେଶର ଦ୍ରୁତତମ ରେଳ ଭାବେ ଘୋଷିତ ହେଲା ‘ଟ୍ରେନ-୧୮’

ନୂଆଦିଲ୍ଲୀ : ଦେଶର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଇଞ୍ଜିନ ବିହୀନ ‘ଟ୍ରେନ-୧୮’କୁ ଦେଶର ଦ୍ରୁତତମ ଟ୍ରେନ ଭାବେ ମଂଜୁରୀ ମିଳିଛି। ଏହି ଟ୍ରେନ ତାର ପ୍ରଥମ ଟ୍ରାଏଲ ରନ ସମୟୟରେ ଟ୍ରେନଟି ଘଣ୍ଟା ପ୍ରତି ୧୮୧ କିମି. ବେଗରେ ଗତି କରିଥିବା ନେଇ ରେକର୍ଡ କରାଯାଇଛି । କେନ୍ଦ୍ର ରେଳମନ୍ତ୍ରୀ…

ମରୁଡ଼ି ପରିସ୍ଥିତି ନେଇ ରାଜ୍ୟ ସରକାର କୌଣସି ସୂଚନା ଦେଇନାହାନ୍ତି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ କୌଣସି ସୂଚନା ପ୍ରଦାନ କରିନାହାନ୍ତି ବୋଲି ବୁଧବାର ଦିନ ରାଜ୍ୟସଭାରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି । ରାଜ୍ୟସଭାରେ ବିଜେଡ଼ି ସଦସ୍ୟ ଅନୁଭବ…

ସ୍କୁଲ ଆଡମିସନ ଲାଗି ଆଧାର କାର୍ଡ ମାଗିବା କୋର୍ଟ ପ୍ରତି ଅବମାନନା: ୟୁଆଇଡିଏଆଇ

ନୂଆଦିଲ୍ଲୀ : ଏବେ ନର୍ସରୀ ସହିତ ଉଚ୍ଚ ଶ୍ରେଣୀରେ ଆଡମିସନ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଭାରତୀୟ ଆଧାର ପ୍ରାଧିକରଣ କର୍ତ୍ତୃପକ୍ଷ ସ୍ପଷ୍ଟ କରି କହିଛନ୍ତି ୧୨ଅଙ୍କ ବିଶିଷ୍ଟ ବାୟୋମେଟ୍ରିକ ଚିହ୍ନଟ ଲାଗି ସ୍କୁଲ ଗୁଡିକ ଯେଉଁ ଆଗ୍ରହ ପ୍ରକାଶ କରିଛନ୍ତି ତାହା ଦ୍ୱାରା ଅଦାଲତର ଅବମାନନା…

ଆଜି ମଧ୍ୟ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଗ୍ରାହକ ଅସୁବିଧାର ସମ୍ମୁଖୀନ

ଭୁବନେଶ୍ୱର: ବଡ଼ଦିନ ଖ୍ରୀଷ୍ଟମାସ ପରି ଜାତୀୟ ଛୁଟି ଦିବସ ପରଦିନ ଅର୍ଥାତ ଆଜି ବୁଧବାର ଦିନ ଦେଶବ୍ୟାପୀ ଧର୍ମଘଟ ଯୋଗୁଁ ସମସ୍ତ ସରକାରୀ ତଥା ଘରୋଇ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିଛି । ବ୍ୟାଙ୍କ ଅଫ ବରୋଦା ସହିତ ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ଦେଶର ପ୍ରାୟ ୧୦…

ମେଲବୋର୍ଣ୍ଣ ୩ୟ ଟେଷ୍ଟ: ମଜବୁତ୍ ବ୍ୟାଟିଂରୁ ଭାରତୀୟ ଇନିଂସ ଆରମ୍ଭ, ୧୭୦/୨

ମେଲବୋର୍ଣ୍ଣ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ଶୃଙ୍ଖଳାରେ ଆଜି ଆରମ୍ଭ ହୋଇଛି ବକ୍ସିଂ ଡ଼େ ଟେଷ୍ଟ ତଥା ଚୂଡ଼ାନ୍ତ ୩ୟ ଟେଷ୍ଟ । ଆଡ଼ିଲେଡ଼ରେ ଅନୁଷ୍ଠିତ ୧ମ ଟେଷ୍ଟରେ ଭାରତ ଜିତିବା ପରେ ୨ୟ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳ ବିଜୟ ହାସଲ କରିବା ଫଳରେ ଏହି ଚୂଡ଼ାନ୍ତ ମେଲବୋର୍ଣ୍ଣ ଟେଷ୍ଟର…

କଂଗ୍ରେସ ଶାସିତ ରାଜ୍ୟରେ ଚାଷୀମାନଙ୍କର ଆଗୁଆ ଖ୍ରୀଷ୍ଟମାସ ପାଳନ

ଭୁବନେଶ୍ୱର : ଦେଶର ସମସ୍ତ କଂଗ୍ରେସ ଶାସିତ ରାଜ୍ୟରେ ବଡଦିନର ଅବ୍ୟବହିତ ପୂର୍ବରୁ ଚାଷୀମାନେ ଖ୍ରୀଷ୍ଟମାସ ପର୍ବ ପାଳନ କରିଛନ୍ତି । ଲାଗୁଛି କୃଷିଋଣ ଛାଡ ପରି ଘୋଷଣାକୁ ଉପହାର ପରି ସାନ୍ତକ୍ଲସ୍ ଚାଷୀମାନଙ୍କୁ ପ୍ରଦାନ କରିଛି । ଏହିସବୁ କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ କୃଷକ ମାନଙ୍କ ଲାଗି…

ଦେଶର ଦୀର୍ଘତମ ରେଳ-ସଡକ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଗୌହାଟୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ‘ବୋଗିବିଲ୍’ ପୋଲର ଉଦଘାଟନ କରିଛନ୍ତି । ଦେଶର ଦୀର୍ଘତମ ରେଳ-ବ୍ରିଜର ଲମ୍ବା ପାଖାପାଖି ୪.୯ କିମି. ରହିଛି । ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଗମନାଗମନ ପାଇଁ ଏହି ପୋଲ ସହାୟକ ହେବ।…

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଜୀଙ୍କ ଜନ୍ମଦିନ: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ନବୀନ ଓ ମୋଦି

ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୪ତମ ଜନ୍ମଦିନ । ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ। ୧୯୨୪ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଦେଶର ମହାନାୟକ ଭାବେ ପରିଚିତ ଅଟଳ ବିହାରୀ ବାଜପେୟୀ ।…

ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନଙ୍କ ବିଶ୍ୱରେକର୍ଡ଼ ପ୍ରଚେଷ୍ଟା: ୧୦ ହଜାର ପ୍ଲାଷ୍ଟିକ ବୋତଲରେ ସାନ୍ତାକ୍ଲସ୍ ମୂର୍ତ୍ତି…

ପୁରୀ: ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପୁଣି ଏକ ବାଲୁକା କଳା ନିର୍ମାଣ କରି ବିଶ୍ୱରେକର୍ଡ଼ କରିବାକୁ ପ୍ରଚେଷ୍ଟା କରିଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ଏକ ବିଶାଳ ସାନ୍ତାକ୍ଲସ୍ ମୂର୍ତ୍ତି ତିଆରି କରି ସମଗ୍ର ବିଶ୍ୱ ବାଲୁକା କଳାର ଦୃଷ୍ଟି ଆକର୍ଷଣ…