Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଜିସ୍ୟାଟ୍ – ୭ଏ’ ଉପଗ୍ରହର ସଫଳ ଉତକ୍ଷେପଣ: ବୃଦ୍ଧି ହେବ ବାୟୁସେନାର ଯୋଗାଯୋଗ କ୍ଷମତା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟାରୁ ଆଜି ଇସ୍ରୋର ପ୍ରତିରକ୍ଷା ଯୋଗାଯୋଗ ‘ଜିସ୍ୟାଟ୍ – ୭ଏ’ ଉପଗ୍ରହର ସଫଳ ଉତକ୍ଷେପଣ ହେବା ଫଳରେ ଭାରତୀୟ ବାୟୁସେନାର କ୍ଷମତା ବୃଦ୍ଧି ଘଟିଛି । ‘ଜିସ୍ୟାଟ୍ – ୭ଏ’ ଉପଗ୍ରହଟିର ଓଜନ ୨,୨୫୦ କିଲୋଗ୍ରାମ ଓଜନର ଏବଂ ଇସ୍ରୋର ୩୫ତମ ଯୋଗାଯୋଗ ଉପଗ୍ରହ…

ଆପଣଙ୍କ ଟିଭି ଦେଖିବା ଜାନୁଆରୀ ୧ରୁ ହେବ ମହଙ୍ଗା !

ନୂଆଦିଲ୍ଲୀ : ନୂଆବର୍ଷ ତଥା ଜାନୁଆରୀ ୧ ତାରିଖରୁ ଦେଶରେ ଟିଭି ଦେଖା ମହଙ୍ଗା ହେବ। ଭାରତୀୟ ଦୂରସଂଚାର ନିୟାମକ କତୃର୍ପକ୍ଷ (ଟ୍ରାଇ)ର ନୂଆ ନିୟମ ଯୋଗୁଁ ଏବେ ଦେଶରେ ଟିଭି ଦେଖିବା ପାଇଁ ଉପଭୋକ୍ତାଙ୍କୁ ଅଧିକ ପଇସା ଦେବାକୁ ପଡ଼ିବ । ଟ୍ରାଇର ନୂଆ ନିୟମ ମୁତାବକ ଏବେ ଫ୍ରି ଟୁ ଏୟାର…

ସ୍ୱଦେଶରେ ପହଞ୍ଚିଲେ ବିଶ୍ୱବିଜୟୀ ବେଲଜିୟମ ଦଳ, ରାଜା-ରାଣୀ କଲେ ସ୍ୱାଗତ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଜିତିବା ପରେ ବିଜୟୀ ବେଲଜିୟମ୍ ଦଳ ମଙ୍ଗଳବାର ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛି । ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ ପରେ ବେଲଜିୟମ୍ ଦଳକୁ ରାଜଧାନୀ ବ୍ରସେଲ୍ସ ଠାରେ ଦେଶର ରାଣୀ ମାଥିଲଦେ,…

ଆଜି ‘ଜିଏସଏଟି-୭ଏ’ର ପରୀକ୍ଷଣ: ଶକ୍ତିଶାଳୀ ହେବ ବାୟୁସେନା

ଶ୍ରୀହରିକୋଟା : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ବୁଧବାର ଦିନ ଚଳିତ ବର୍ଷର ଅନ୍ତିମ ସାଟେଲାଇଟ୍ ଭାବେ ଜିଏସଏଟି-୭ଏକୁ ଉତକ୍ଷେପଣ କରାଯାଉଛି । ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ ପରୀକ୍ଷା କେନ୍ଦ୍ର ଜିଓ ସିକ୍ରୋନୋସ ଲଞ୍ଚ ଭେହକିଲ୍ ଜିଏସଏଲଭି-ଏଫ୍୧୧ ରକେଟ୍ ମାଧ୍ୟମରେ…

କଂଗ୍ରେସର ପ୍ରାଥମିକ ପଦରୁ ଇସ୍ତଫା ଦେଲେ ସଜ୍ଜନ କୁମାର

ନୂଆଦିଲ୍ଲୀ : ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ କଂଗେସ ନେତା ସଜ୍ଜନ କୁମାର ମଙ୍ଗଳବାର ଦିନ କଂଗ୍ରେସର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନିକଟକୁ ପଠାଇଥିବା ନିଜର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି “ ମୋ…

କେନ୍ଦ୍ର ପକ୍ଷରୁ ତିିତଲି କ୍ଷୟକ୍ଷତି ଲାଗି ‘ଏନଡ଼ିଆରଏଫ’ରୁ ୧୦୨୩ କୋଟି ଟଙ୍କା ସହାୟତା ମଞ୍ଜୁର

ଭୁବନେଶ୍ୱର: ଅକ୍ଟୋବର ମାସରେ ଓଡ଼ିଶାରେ ବାତ୍ୟା ‘ତିତଲି’ ଯୋଗୁ ହୋଇଥିବା କ୍ଷୟକ୍ଷତିର ସହାୟତା ପାଇଁ କେନ୍ଦ୍ର ସରକାର ଅତିରିକ୍ତ ସହାୟତା ରାଶିର ମଞ୍ଜୁର କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାକୁ ଜାତୀୟ…

ଅହମ୍ମଦାବାଦ ଅସ୍ପିଟାଲରେ ଚିକିତ୍ସାଧିନ ପିଲାମାନଙ୍କୁ ଭେଟିଲେ ନବୀନ

ଅହମ୍ମଦାବାଦ: ଗୁଜରାଟ ଗସ୍ତରେ ଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଅହମ୍ମଦାବାଦସ୍ଥିତ ଶ୍ରୀସତ୍ୟସାଇ ହାର୍ଟ ହସ୍ପିଟାଲରେ ପହଞ୍ଚି ସେଠାରେ ଚିକିତ୍ସାଧିନ ଥିବା ଓଡ଼ିଆ ପିଲାମାନଙ୍କୁ ଭେଟିଛନ୍ତି । ଏହି ହସ୍ପିଟାଲରେ ପାଖାପାଖି ୧୫୦ ଜଣ ପିଲା ହୃଦରୋଗ ଲାଗି ବିନା…

ଘୂର୍ଣ୍ଣିଝଡ଼ ‘ପିଥାଇ’ ଛୁଇଁଲା ଆନ୍ଧ୍ର ସ୍ଥଳଭାଗ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶର ସ୍ଥଳଭାଗ ଛୁଇଁଲା ଘୂର୍ଣ୍ଣିଝଡ଼ ‘ପିଥାଇ’ । ଏହି ସାମୁଦ୍ରିକ ଝଡ଼ କ୍ରମେ ଦୁର୍ବଳ ହୋଇ ଆନ୍ଧ୍ର ଉପକୂଳ କାକିନାଡ଼ାରୁ ୬୦ କିମି ଦୂର ଏବଂ ପୁଡୁଚେରୀ ଦକ୍ଷିଣରେ ଥିବା ୩୫ କିମି ଦୂର ୟାନମ ସ୍ଥଳଭାଗରେ ପହଞ୍ଚିଛି । ସୋମବାର ଅପରାହ୍ନ ୧୨.୩୦ ସମୟରେ ‘ପିଥାଇ’…

ମଧ୍ୟପ୍ରଦେଶରେ ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କମଳନାଥ

ଭୋପାଳ : ବରିଷ୍ଠ କଂଗ୍ରେସ ନେତା କମଳନାଥ ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି । ଆଜି ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କମଳନାଥ ପୂର୍ବରୁ ଛିନ୍ଦୱାଡା ସଂସଦୀୟ କ୍ଷେତ୍ରରୁ ୯ଥର ନିର୍ବାଚିତ…

ଧାନର ‘ଏମଏସପି’ ବୃଦ୍ଧି ଦାବି ନେଇ ଜାନୁଆରୀ ୮ ରେ ବିଜେଡିର ସଂସଦ ସାମ୍ନାରେ ବିକ୍ଷୋଭ

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ଦାବିରେ ବିଜୁ ଜନତା ଦଳ ଆସନ୍ତା ଜାନୁଆରୀ ୮ ତାରିଖରେ ସଂସଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ । ଦଳୀୟ କାର୍ଯ୍ୟାଳୟଠାରେ ବିଜେଡ଼ି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ବରିଷ୍ଠ ବିଜେଡ଼ି…