Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଘୂର୍ଣ୍ଣିଝଡ଼ ପିଥାଇ: ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ଟ୍ରେନ ଚଳାଚଳରେ ପରିବର୍ତ୍ତନ

ଭୁବନେଶ୍ୱର : ଘୂର୍ଣ୍ଣିଝଡ଼ ପିଥାଇ ସୋମବାର ଅପରାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର କାକିନାଡା ନିକଟରେ ସ୍ଥଳଭାଗ ଛୁଇଁଛି । ଏହି ବାତ୍ୟାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଆଶଙ୍କା ରହିଥିବାରୁ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ…

ଋାଜସ୍ଥାନ: ପୁଣିଥରେ ମୁଖ୍ୟମନ୍ତ୍ରୀ ହେଲେ ଅଶୋକ ଗେହଲଟ୍

ଜୟପୁର : ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍ । ରାଜ୍ୟପାଳ କଲ୍ୟାଣ ସିଂହ ତାଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବ ଜୟପୁର ସ୍ଥିତ ଆଲବର୍ଟ ହଲ୍ ପରିସରରେ ଅନୁଷ୍ଠିତ ହୋଇଥିଲା ।…

ଆନ୍ଧ୍ର ଉପକୂଳରେ ‘ପିଥାଇ’ ଘୂର୍ଣ୍ଣିଝଡ଼, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ଅନୁଭୁତ ହେଉଥିବା ‘ପିଥାଇ’ ଘୂର୍ଣ୍ଣିଝଡ଼ ଏବେ ଆନ୍ଧ୍ର ଆଡ଼କୁ ମୁହାଁଉଛି । ସୋମବାର ଅପରାହ୍ନ ସୁଦ୍ଧା ଏହି ଘୂର୍ଣ୍ଣିଝଡ଼ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଉପକୂଳର ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଥିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂତ୍ରରୁ ସୂଚନା ମିଳିଛି ।…

ଶିଖ୍ ବିରୋଧି ଦଙ୍ଗା: କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ : ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ସୋମବାର ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ସାରା…

ଓଡ଼ିଶା ବିଶ୍ୱକପ ହକି: ବେଲଜିୟମ୍ ବିଶ୍ୱ ଚମ୍ପିଆନ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ‘ଓଡ଼ିଶା ପୁରୁଷ ବିଶ୍ୱକପ ହକି’ ପ୍ରତିଯୋଗିତାର ଫାଇନାଲ ଜିତି ବେଲଜିୟମ୍ ପ୍ରଥମଥର ଲାଗି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ରବିବାର ଫାଇନାଲରେ ବେଲଜିୟମ ପେନାଲଟି ସୁଟଆଉଟରେ ଶକ୍ତିଶାଳୀ ନେଦରଲାଣ୍ଡ ଦଳକୁ ୩-୨ ଗୋଲ୍ ବ୍ୟବଧାନରେ ପରାସ୍ତ…

ଛତିଶଗଡ: ମୁଖ୍ୟମନ୍ତ୍ରୀ ବାଜି ମାରିଲେ ଭୂପେଶ ବାଘେଲ, ସୋମବାର ଶପଥ ନେବେ

ଛତିଶଗଡ : ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ୍ କରିବା ପରେ ଛତିଶଗଡର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗିରହିଥିବା ସସପେନ୍ସର ଅନ୍ତ ଘଟାଇ ଭୂପେଶ ବାଘେଲ ମୁଖ୍ୟମନ୍ତ୍ରୀ ପଦ ହାତେଇଛନ୍ତି । ଛତିଶଗଡରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ରେସରେ ରହିଥିବା ସମସ୍ତ ଆଶାୟୀ ପ୍ରାର୍ଥୀଙ୍କୁ ପଛରେ…

ଓଡ଼ିଶା ବିଶ୍ୱକପ ହକି: ଟାଇଟଲ୍ ଲାଗି ଫାଇନାଲରେ ନେଦରଲାଣ୍ଡ ଭେଟିବ ବେଲଜିୟମକୁ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଥିବା ଓଡ଼ିଶା ପୁରୁଷ ବିଶ୍ୱକପ ହକି ସେମିଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୪ (୨) – ୩ (୨) ଗୋଲରେ ପରାସ୍ତ କରି ନେଦରଲାଣ୍ଡ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିପାରିଛି । ଅନ୍ୟ ଏକ ସେମିଫାଇନାଲରେ ବେଲଜିୟମ ଦଳ ଇଂଲଣ୍ଡ ଦଳକୁ ୦-୬…

ମହାନଦୀ ଟ୍ରିବ୍ୟୁନାଲ୍ ଓଡ଼ିଶାକୁ ବର୍ଷା ଜଳର ସମସ୍ତ ତଥ୍ୟ ମାଗିଲେ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଶନିବାର ଦିନ ତାଙ୍କ ଶୁଣାଣିରେ ଓଡ଼ିଶାକୁ ମୌସୁମୀ ଜନିତ ବର୍ଷାଜଳ ସମ୍ପର୍କରେ ଗତ ୨୦ ବର୍ଷର ସମସ୍ତ ତଥ୍ୟ ଆସନ୍ତା ୨ ସପ୍ତାହ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ମହଲତ ଦେଇଛନ୍ତି । ଏସମ୍ପର୍କରେ ଶୁଣାଣି କରି ଟ୍ରିବ୍ୟୁନାଲ…

ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୋରାମଥାଙ୍ଗା

ଆଇଜଲ : ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମ୍ଏନ୍ଏଫ୍)ର ଅଧ୍ୟକ୍ଷ ଜୋରାମଥାଙ୍ଗା। ରାଜ୍ୟପାଳ କେ ରାଜଶେଖରନ୍ ଆଜି ଜୋରାମଥାଙ୍ଗାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିବା ବେଳେ ସେ ମିଜୋ ଭାଷାରେ ଶପଥ ଗ୍ରହଣ କରିଥିଲେ ।…

ଇତିହାସର ପୁନରାବୃତ୍ତି: ବାପାଙ୍କ ପରି ପୁଅ ମଧ୍ୟ ହୋଇପାରିଲେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୁହାଯାଏ ଇତିହାସର ପୁନରାବୃତ୍ତି ହୋଇଥାଏ । ଏହାର ସଦ୍ୟ ଉଦାହରଣ ନିକଟରେ ଭୋପାଳରେ ଦେଖିବାକୁ ମିଳିଛି । ପ୍ରାୟ ୨୯ ବର୍ଷ ତଳେ କଂଗ୍ରେସ ନେତା ସ୍ୱର୍ଗତଃ ମାଧବରାଓ ସିନ୍ଧିଆ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବାରୁ ଅଳ୍ପକେ ରହିଯାଇଥିଲେ । ହୋଇପାରି ନଥିଲେ ସେ ମୁଖ୍ୟମନ୍ତ୍ରୀ । ଆଉ…