Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ପବିତ୍ର ବଡଦିନ: ସମସ୍ତ ଚର୍ଚ୍ଚରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶ୍ରଦ୍ଧାଳୁଙ୍କ ପ୍ରାର୍ଥନା

ଭୁବନେଶ୍ୱର : ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଏ । ଆଜିର ଦିନରେ ଧରାବରଣ କରିଥିଲେ ପ୍ରଭୁ ଯୀଶୁ । ଏହି ଦିନରେ ପ୍ରଭୁଙ୍କ ଆଗମନ ହୋଇଥିବା ଯୋଗୁଁ ସାରା ବିଶ୍ୱରେ ବେଶ ଧୁମଧାମରେ ପାଳନ କରାଯାଇଥାଏ । ରାଜ୍ୟର ବିଭିନ୍ନ…

ବାଜପେୟୀଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦି ଉନ୍ମୋଚନ କଲେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନରେ ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି “ ଅଟଳ ଜୀ ଏବେ ଆମ ଗହଣରେ…

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ, ଇଏସଆଇ ହସ୍ପିଟାଲ ଲୋକାର୍ପଣ ସହ ୪ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତକ୍ରମରେ ମୋଦିଙ୍କ ଦ୍ୱାରା ୧ଶହ ଶଯ୍ୟା ବିଶିଷ୍ଟ ଇଏସଆଇ ହସ୍ପିଟାଲ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ ହେବା ସହିତ ୪ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ହେବ । ମିଳିଥିବା…

ସମଭାବାପନ୍ନ ଦଳକୁ ନେଇ ବିକଳ୍ପ ସାମ୍ମୁଖ୍ୟ ଗଠନ କରିବାର ସୂଚନା ଦେଲେ ନବୀନ

ଭୁବନେଶ୍ୱର: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏବଂ ଟିଆରଏସ ସଭାପତି କେ ଚନ୍ଦ୍ରଶେଖର ରାଓଙ୍କ ସହିତ ରବିବାର ଦିନ ସାକ୍ଷାତ ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସମଭାବାପନ୍ନ ଦଳକୁ ନେଇ ବିକଳ୍ପ ମେଣ୍ଟକରିବା ନେଇ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ।…

ଓଡ଼ିଶା ଉପକୂଳରୁ ଆଣବିକ କ୍ଷମତା ସମ୍ପନ୍ନ ଅଗ୍ନୀ-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦବାଲି/ଭଦ୍ରକ: ଉଡ଼ିଶା ଉପକୂଳସ୍ଥିତ ଭଦ୍ରକ ଜିଲ୍ଲାର ଧାମରା ଓ ଚାନ୍ଦବାଲି ନିକଟବର୍ତ୍ତୀ ଡ଼ଃ ଅବଦୁଲ କାଲାମ ଦ୍ୱୀପ (ପୂର୍ବରୁ ଏହା ୱିଲର୍ ଦ୍ୱୀପ ଭାବେ ନାମିତ)ରୁ ରବିବାର ସକାଳେ ଆଣବିକ କ୍ଷମତା ସମ୍ପନ୍ନ ଅଗ୍ନୀ-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଉତକ୍ଷେପଣ ସହିତ ସଫଳତାର ସହିତ ପରୀକ୍ଷଣ…

ରାଜଧାନୀ ଏକ୍ସପ୍ରେସ: କୌଣସି ଝଟକା (ଜର୍କ) ବିନା ରେଳଯାତ୍ରା ସମୟରେ ଗୁଣବତ୍ତାରେ ବୃଦ୍ଧି ପାଇଁ ପ୍ରୟାସ

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସ ଭଳି ଏଲ.ଏଚ.ବି. (LHB) କୋଚ ଥିବା ଟ୍ରେନ ମାନଙ୍କରେ ଯାତ୍ରା ସମୟରେ ସାମାନ୍ୟ ଝଟକା ଲାଗିଲାଭଳି ଅନୁଭବ କରୁଥିବାର ଯାତ୍ରୀ ମାନଙ୍କର ଅନୁଭବ ସମ୍ପର୍କରେ ଲୋକମତ ସଂଗ୍ରହ ପରେ ଭାରତୀୟ ରେଳବାଇ ଏକ ବିଶେଷଜ୍ଞ ଦଳ ଗଠନ କରି ପରୀକ୍ଷା ନିରୀକ୍ଷା କରିବାପରେ ଏହି…

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ଟ୍ରାଲ୍ ସେକ୍ଟରରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ନେଇ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ ପୁଲୱାମା ଜିଲ୍ଲାର…

ନିଟ୍ ପରୀକ୍ଷା ଦେବେ ୪୨ ହଜାର ଓଡିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର : ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଲାଗି ସାରା ଦେଶରେ ପ୍ରାୟ ୧୫ ଲକ୍ଷ ୧୯ ହଜାର ଛାତ୍ରଛାତ୍ରୀ ନାମ ଆବେଦନ କରିଛନ୍ତି । ଏହି ପରୀକ୍ଷା ୨୦୧୯ ମସିହା ମେ ୦୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ଚଳିତବର୍ଷ ଓଡ଼ିଶାରୁ ପ୍ରାୟ ୪୨ ହଜାର…

ଆଇଆରସିଟିସି ଦୁର୍ନୀତି ମାମଲାରେ ଲାଲୁଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଲା

ନୂଆଦିଲ୍ଲୀ : ଆଇଆରସିଟିସି ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ପଟିଆଲା କୋର୍ଟ ଗୁରୁବାର ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀସ୍ଥିତ ପଟିଆଲା ହାଉସ୍ କୋର୍ଟ ଗୁରୁବାର ଲାଲୁଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଜି…

ସିଭିଲ୍ ସେବା ପାଇଁ ସର୍ବାଧିକ ବୟସ ୨୭ ବର୍ଷ ହେଉ : ନୀତି ଆୟୋଗ

ନୂଆଦିଲ୍ଲୀ : ସିଭିଲ୍ ସର୍ଭିସରେ ସାଧାରଣ ବର୍ଗ ପରୀକ୍ଷାର୍ଥୀଙ୍କ ପାଇଁ ବୟସ ସୀମା ସର୍ବାଧିକ ୨୭ ବର୍ଷ କରିବା ନେଇ ନୀତି ଆୟୋଗ ପରାମର୍ଶ ଦେଇଛି। ବର୍ତ୍ତମାନ ସିଭିଲ୍ ସର୍ଭିସରେ ବୟସ ସୀମା ୩୦ ବର୍ଷ ରହିଥିବା ବେଳେ ଏହି ବୟସ ସୀମାକୁ କମାଇ ୨୭ ବର୍ଷ କରିବା ନେଇ କେନ୍ଦ୍ର ସରକାରଙ୍କ ଥିଙ୍କ…