Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ‘ବିଜୁ ଜନତା ଦଳ’ ଏନଡ଼ିଏ ସମର୍ଥୀତ ଜେଡ଼ି (ୟୁ)ପ୍ରାର୍ଥୀଙ୍କୁ ସମର୍ଥନ କରିବ

ଭୁବନେଶ୍ୱର : ଆସନ୍ତା କାଲି ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଛି । ତେବେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି । ଆଜି ରାତିରେ ମୁମ୍ବାଇରୁ ଫେରି ଭୁବନେଶ୍ୱରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଦଳ ଏନଡ଼ିଏ ସମର୍ଥୀତ ଜେଡ଼ି…

ଚେନ୍ନାଇସ୍ଥିତ ମ୍ୟାରିନା ବିଚ୍ ରେ ହେବ କରୁଣାନିଧିଙ୍କ ଶେଷକୃତ୍ୟ ଓ ସମାଧି

ଚେନ୍ନାଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ଶେଷକୃତ୍ୟ ଏବଂ ସମାଧିସ୍ଥଳ ଚେନ୍ନାଇର ପ୍ରସିଦ୍ଧ ମ୍ୟାରିନା ବିଚ୍ ରେ ହିଁ ହେବ ବୋଲି ସ୍ଥିର ହୋଇଛି । ବହୁ ବାଦ ବିବାଦର ଅନ୍ତ ଘଟି ଶେଷରେ ମାଡ୍ରାସ ହାଇକୋର୍ଟ ମ୍ୟାରିନା ବିଚ୍ ରେ ସମାଧି ଓ ଶେଷକୃତ୍ୟ ସମ୍ପନ୍ନ କରିବାକୁ…

କରୁଣାନିଧିଙ୍କ ପରଲୋକରେ ଟ୍ୱିଟ୍ କରି ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଦକ୍ଷିଣ ଭାରତର ପ୍ରଖ୍ୟାତ ରାଜନିତୀଜ୍ଞ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କରୁଣାନିଧିଙ୍କ ବିୟୋଗରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରିଛନ୍ତି । ତାମିଲନାଡୁର ପ୍ରଖ୍ୟାତ ରାଜନୈତିକ ବ୍ୟକ୍ତିତ୍ୱ ତଥା…

କରୁଣାନିଧିଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ. କରୁଣାନିଧିଙ୍କ ବିୟୋଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାମିଲନାଡୁର ରାଜନୀତିର ଭୀଷ୍ମ ପିତାମହ କୁହାଯାଉଥିବା ଏମ. କରୁଣାନିଧି ୫ ଥର ଲାଗି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶାସନ…

ଡିଏମକେ ସୁପ୍ରିମୋ ତଥା ତାମିଲନାଡୁ ରାଜନୀତିର ଭିଷ୍ମ ପିତାମହ କରୁଣାନିଧିଙ୍କ ପରଲୋକ

ଚେନ୍ନାଇ : ଡିଏମକେ ସୁପ୍ରିମୋ ତଥା ତାମିଲନାଡୁର ୫ ଥର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟକୁ ଶାସନ କରିଥିବା ବରିଷ୍ଠ ନେତା ଏମ. କରୁଣାନିଧିଙ୍କର ଚିକିତ୍ସାଧିନ ଅବସ୍ଥାରେ ଆଜି ସନ୍ଧ୍ୟାରେ ଦେହାନ୍ତ ଘଟିଛି । ଚେନ୍ନାଇର କାବେରୀ ହସ୍ପିଟାଲରେ ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ…

ଥାଇଲାଣ୍ଡ ‘ଆନ୍ତର୍ଜାତିକ ପ୍ରିନ୍ସ ଏଣ୍ଡ ପ୍ରିନ୍ସେସ’ ପ୍ରତିଯୋଗିତା: ଓଡ଼ିଆ ଝିଅ ଲାବଣ୍ୟା ଜିତିଲେ ୩ଟି ପୁରସ୍କାର

ଭୁବନେଶ୍ୱର : ଲାବଣ୍ୟା ଦାସ । କୁନି ଝିଅଟିଏ । ଏପଟେ ପାଠପଢା ସେପଟେ ଦୁନିଆକୁ ଜିତିବାର ପଣ । ଭୁବନେଶ୍ୱର ଡ଼ିଏଭି ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଲାବଣ୍ୟା ଆଖିରେ ଅନେକ ସ୍ୱପ୍ନ । ଓଡ଼ିଶୀ ନୃତ୍ୟର ମଙ୍ଗଳାଚରଣରୁ ଆରମ୍ଭ କରି ରକ୍ ହିପହପ୍ ଡ଼୍ୟାନ୍ସରେ ଏହି କୁନି ଝିଅଟିର…

ବନ୍ଧୁତ୍ୱ ଦିବସରେ ସୁଦର୍ଶନଙ୍କ ସୁନ୍ଦର ବାଲୁକାକଳା ପ୍ରଦର୍ଶନ

ପୁରୀ : ଆଜି ସାରା ବିଶ୍ୱ ପାଳନ କରୁଛି ବନ୍ଧୁତ୍ୱ ଦିବସ । ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ବନ୍ଧୁତ୍ୱ ଦିବସ’ ଭାବେ ବିଶ୍ୱବାସୀ ପାଳନ କରିଥାଆନ୍ତି । ଏହି ‘ବନ୍ଧୁତ୍ୱ ଦିବସ’ଟି ଅଗଷ୍ଟ ୨ ତାରିଖ ୧୯୩୦ ମସିହାରେ ହାଲମାର୍କ କାର୍ଡ଼ କମ୍ପାନୀର ଜୋସ ହାଲଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।…

ମହିଳା ବିଶ୍ୱକପ ହକି: ଭାରତ କ୍ୱାର୍ଟର୍ ଫାଇନାଲରେ, ୩-୦ ରେ ଇଟାଲୀକୁ ପରାସ୍ତ କଲା

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା ମହିଳା ବିଶ୍ୱକପ ହକିରେ ଭାରତୀୟ ଦଳ ଚମତକାର ଖେଳ ପ୍ରଦର୍ଶନ କରି ନକଆଉଟ ମ୍ୟାଚରେ ଇଟାଲୀକୁ ୩-୦ ଗୋଲରେ ପରାସ୍ତ କରି କ୍ୱାର୍ଟର୍ ଫାଇନାଲକୁ ଉନ୍ନୀତ ହୋଇଛି । ଭାରତୀୟ ଦଳ ଏହି ମ୍ୟାଚରେ ବେଶ୍ ଆତ୍ମବିଶ୍ୱାସର ସହିତ ଖେଳୁଥିବାର ଦେଖାଯାଇଥିଲା ।…

ଆଶ୍ଚର୍ଯ୍ୟ ବାଳିକା ‘ଜାହ୍ନବୀ’: ୧୪ ବର୍ଷର ବାଳିକା ଆଇ.ଏ.ଏସ.ଙ୍କୁ ପଢଉଛି ପାଠ

ଚଣ୍ଡିଗଡ଼ : ଜାହ୍ନବୀ ପାନୱାର । ବୟସ ୧୪ ବର୍ଷ । ବର୍ତ୍ତମାନ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କଳାରେ ସ୍ନାତକୋତ୍ତର ଛାତ୍ରୀ । ସେ ପାଠ ପଢିବା ସହିତ ଆଇଏଏସ ପରୀକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି । ଏବେ ତାଙ୍କ ବୟସର ପିଲାମାନେ ୮ମ ଶ୍ରେଣୀରେ ପଢୁଛନ୍ତି । ଜାହ୍ନବୀଙ୍କ ଘର ହରିୟାଣା…

ଏସବିଆଇ ଫିକ୍ସଡ଼ ଡ଼ିପୋଜିଟ ଉପରେ ସୁଧହାର ବୃଦ୍ଧି କଲା

ନୂଆଦିଲ୍ଲୀ : ଦେଶର ବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ସ୍ଥାୟୀ ମିଆଦି ଜମାରାଶି (ଫିକ୍ସଡ଼ ଟର୍ମ ଡ଼ିପୋଜିଟ) ଉପରେ ୧୦ ବେସିସ ପଏଣ୍ଟ ପର୍ଯ୍ୟନ୍ତ ସୁଧହାର ବଢାଇଛି । ଏସବିଆଇ ସୂତ୍ରରୁ ଜଣାପଡ଼ିଛି, ନୂତନ ସୁଧହାର ଜୁଲାଇ ୩୦ ତାରିଖଠାରୁ ଚାଲୁ ହେବ ଏବଂ ଏହା ୧କୋଟିରୁ କମ୍…