Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏସବିଆଇ ଫିକ୍ସଡ଼ ଡ଼ିପୋଜିଟ ଉପରେ ସୁଧହାର ବୃଦ୍ଧି କଲା

ନୂଆଦିଲ୍ଲୀ : ଦେଶର ବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ସ୍ଥାୟୀ ମିଆଦି ଜମାରାଶି (ଫିକ୍ସଡ଼ ଟର୍ମ ଡ଼ିପୋଜିଟ) ଉପରେ ୧୦ ବେସିସ ପଏଣ୍ଟ ପର୍ଯ୍ୟନ୍ତ ସୁଧହାର ବଢାଇଛି । ଏସବିଆଇ ସୂତ୍ରରୁ ଜଣାପଡ଼ିଛି, ନୂତନ ସୁଧହାର ଜୁଲାଇ ୩୦ ତାରିଖଠାରୁ ଚାଲୁ ହେବ ଏବଂ ଏହା ୧କୋଟିରୁ କମ୍…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ : ‘ବ୍ରେନ ଡ୍ରେନ’କୁ ‘ବ୍ରେନ ଗେନ୍’ ରେ ରୂପାନ୍ତରିତ କରିବା ପାଇଁ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାସିକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ‘ବ୍ରେନ ଡ୍ରେନ’କୁ ‘ବ୍ରେନ ଗେନ୍’ ରେ ରୂପାନ୍ତରିତ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି । ଦେଶରେ ଏବେ ଚାଲିଥିବା ବର୍ଷା ସମ୍ପର୍କରେ କହିଛନ୍ତି - ଆଜିକାଲି ଅନେକ ସ୍ଥାନରେ ଭଲ…

ବିଶ୍ୱକପ ହକି: ‘ସକାଳେ ଓଡ଼ିଶା, ସନ୍ଧ୍ୟାରେ ହକି’ ବିଜ୍ଞାପନ ଲଣ୍ଡନ ବସରେ ଆରମ୍ଭ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୋରଦାର ଚାଲିଛି ବିଶ୍ୱକପ ଆୟୋଜନର ପ୍ରସ୍ତୁତି ପର୍ବ । ହକି ମହାକୁମ୍ଭ ‘ବିଶ୍ୱକପ ହକି’ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରରେ ନଭେମ୍ବର ୨୮ରେ ଆରମ୍ଭ ହେବାକୁ ଥିବା ବେଳେ ଏବେ ଇଂଲଣ୍ଡର ଲଣ୍ଡନରେ ଆରମ୍ଭ ହୋଇଛି…

ଶତାବ୍ଦୀର ବିରଳ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେଲା, ଲୋହିତ ରଙ୍ଗରେ ରଙ୍ଗୀନ ହେଲା ଚନ୍ଦ୍ର

ଭୁବନେଶ୍ୱର : ଶୁକ୍ରବାର ରାତିରେ ଚଳିତ ଶତାବ୍ଦୀର ଦୀର୍ଘତମ ତଥା ବିରଳ ଚନ୍ଦ୍ରଗ୍ରହଣ ଦେଖିପାରିଛନ୍ତି ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ସାଧାରଣ ଜନତା । ଭାରତୀୟ ସମୟ ଠିକ ରାତି ୧୧ଟା ୫୪ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇଥିଲା । ଆରମ୍ଭରୁ ଚନ୍ଦ୍ର ଆଂଶିକ ଭାବେ ଦୃଶ୍ୟମାନ ହୋଇ…

ଆଜି ଶତାବ୍ଦୀର ବୃହତ୍ ଚନ୍ଦ୍ର ଗ୍ରହଣ, ଦୃଶ୍ୟ ହେବେ ଲୋହିତ ଚନ୍ଦ୍ର

ଭୁବନେଶ୍ୱର : ଆଜି ଆକାଶରେ ଏକ ବିରଳ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ସମ୍ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସାଙ୍ଗକୁ ପୃଥିବୀକୁ ଦୃଶ୍ୟମାନ ହେବ ଏକ ବିରାଟ ଲୋହିତ ଚନ୍ଦ୍ର ବା ବ୍ଲଡ୍ ମୁନ । ଖୁସିର କଥା ହେଲା ଏହା ଭାରତ ସମେତ ଅନ୍ୟକିଛି ଦେଶରେ ସ୍ପଷ୍ଟ ଦୃଶ୍ୟମାନ ହେବ । ଏହା ପ୍ରତି ଶହେ ୪…

ପାକିସ୍ତାନ ନିର୍ବାଚନ: ଇମ୍ରାନ ହେବେ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ : ପାକିସ୍ତାନରେ ଚାଲିଛି ଗଣତାନ୍ତ୍ରିକ ଉପାୟରେ ସାଧାରଣ ନିର୍ବାଚନ । ଗତକାଲି ମତଦାନ ଶେଷହେବା ପରେ ଆଜି ଚୂଡ଼ାନ୍ତ ରୂପରେଖ ନେଇଛି ନିର୍ବାଚନ ଫଳାଫଳ । ନିର୍ବାଚନରେ ଆଗୁଆ ରହି ଇମ୍ରାନ ଖାନ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ସଜବାଜ ହେଲେଣି । କିଛି ନିର୍ବାଚନ ମଣ୍ଡଳୀର ଫଳାଫଳ…

ପାକିସ୍ତାନ: ବନ୍ଧୁକ ଛାଇରେ ଚାଲିଛି ସାଧାରଣ ନିର୍ବାଚନ, ଆତ୍ମଘାତୀ ବିସ୍ଫୋରଣରେ ୩୧ ମୃତ

ନୂଆଦିଲ୍ଲୀ : ନୂଆ ସରକାର ଗଠନ ଲାଗି ପାକିସ୍ତାନରେ ଚାଲିଛି ସାଧାରଣ ନିର୍ବାଚନ । କ୍ୱେଟା ସହରରେ ଭୋଟ ଗ୍ରହଣ ଚାଲିଥିବା ବେଳେ ଏକ ପୋଲିଂ ବୁଥ ନିକଟରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୩୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହି ବିସ୍ଫୋରଣରେ ଆଇ.ଏସ.ଆଇ.ଏସ ନିଜକୁ ଦାୟୀ…

ରୱାଣ୍ଡାରେ ଭାରତୀୟ ଗୋଧନ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୱାଣ୍ଡା ଗସ୍ତ କାଳରେ ଆଜି ରୱେରୁ ଆଦର୍ଶ ଗ୍ରାମରେ ସେଠାକାର ଗ୍ରାମବାସୀମାନଙ୍କୁ ୨୦୦ ଭାରତୀୟ ଗାଈ ଉପହାର ଆକାରରେ ପ୍ରଦାନ କରିଛନ୍ତି । ରୱାଣ୍ଡା ସରକାରଙ୍କ ଗିରିଙ୍କା କାର୍ଯ୍ୟକ୍ରମ ଅଧୀନରେ ଗ୍ରାମବାସୀମାନଙ୍କୁ ଏହି ଗାଈ ଭାରତ ପକ୍ଷରୁ…

ରାହୁଲ ମତେ ଆଲିଙ୍ଗନ କରିବା ପୂର୍ବରୁ ୧୦ ଥର ଚିନ୍ତା କରିବେ: ଯୋଗୀ ଆଦିତ୍ୟନାଥ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରିବା ଘଟଣାକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ କହିଛନ୍ତି “ରାହୁଲ ଗାନ୍ଧୀ ତାଙ୍କୁ ଆଲିଙ୍ଗନ କରିବାକୁ ୧୦ ଥର ଚିନ୍ତା କରିବେ ।” ଘଟଣାକୁ ରାଜନୈତିକ…

ଗୁରୁପ୍ରିୟା ସେତୁ: ୨୬ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆସନ୍ତା ଜୁଲାଇ ୨୬ ତାରିଖରେ ବହୁ ପ୍ରତିକ୍ଷୀତ ଗୁରୁପ୍ରିୟା ସେତୁ ଉଦଘାଟନ କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ୨୬ ତାରିଖ ଦିନ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରୀୟା ସେତୁକୁ ଲୋକାର୍ପିତ କରିବେ ।…