Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୂସ୍ଫଳନ ଯୋଗୁଁ ୨ ଅମରନାଥ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଜମ୍ମୁ ଓ କାଶ୍ମୀର : ଜମ୍ମୁ ଓ କାଶ୍ମୀରର ବରିମାର୍ଗ ଠାରେ ଭୂସ୍ଫଳନ ଯୋଗୁଁ ଅମରନାଥ ଯାତ୍ରା କରୁଥିବା ୨ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିବା ସହିତ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ ଅମରନାଥର ବାଲତାଲ ଯିବା ପଥରେ ରେଲପତ୍ରି ଓ ବରିମାର୍ଗ ରାସ୍ତାରେ ଭୂସ୍ଫଳନ…

ମର୍ମନ୍ତୁଦ ବସ ଦୁର୍ଘଟଣାରେ ୪୭ ଯାତ୍ରୀ ମୃତ: ଉତ୍ତରାଖଣ୍ଡରେ ଖାତକୁ ଖସି ପଡ଼ିଲା ବସ୍

ଡେରାଡୁନ : ଉତ୍ତରାଖଣ୍ଡ ରାଜ୍ୟର ପୌରି ଗରୱାଲ ଜିଲ୍ଲା ଅନ୍ତର୍ଗତ ଧୁମାକୋଟ ସହର ନିକଟରେ ଏକ ବସ ଖାତ ମଧ୍ୟକୁ ଖସି ପଡ଼ିବା ଫଳରେ ଏଥିରେ ଥିବା ୪୭ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ସୂତ୍ରରୁ ପ୍ରକାଶ, ବସଟି ଭୋହାନ ସହରରୁ ରାମନଗର ସହରକୁ ଯାତ୍ରା କରୁଥିଲା ବେଳେ ପୌରି ଗରୱାଲ ଜିଲ୍ଲାର…

କେନ୍ଦ୍ର ସରକାରଙ୍କ ଦ୍ୱାରା ଜୁଲାଇ ୧ ତାରିଖକୁ ‘ଜିଏସଟି ଦିବସ’ଭାବେ ପାଳନ

ନୂଆଦିଲ୍ଲୀ : ଜୁଲାଇ ୧କୁ ଭାରତ ସରକାର ବସ୍ତୁ ଏବଂ ସେବା କର (ଜିଏସଟି)ର ପ୍ରଥମ ବର୍ଷପୂର୍ତ୍ତି ନୂଆଦିଲ୍ଲୀଠାରେ ପାଳନ କରିବାକୁ ଯାଉଛନ୍ତି । ୨୦୧୭ ଜୁନ ୩୦ ତାରିଖ ମଧ୍ୟ ରାତ୍ରରେ ସଂସଦର କେନ୍ଦ୍ରୀୟ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧ ଜୁଲାଇ, ୨୦୧୭ ଦିନର ଆରମ୍ଭରୁ ଜିଏସଟିର ପ୍ରଚଳନ…

ଭାରତ ୧୪୩ ରନରେ ଆୟାର୍ଲାଣ୍ଡକୁ ପରାସ୍ତ କଲା

ଡ଼ବଲିନ : ଭାରତ ଓ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୨ୟ ଟି-ଟ୍ୱେଣ୍ଟି କ୍ରିକେଟ ମ୍ୟାଚରେ ଭାରତ ୧୪୩ ରନର ଏକ ବୃହତ ବିଜୟ ହାସଲ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୨୧୩ ରନର ଏକ ବିଶାଳ ସ୍କୋର କରିଥିଲା । ୨୧୪ ରନର ପିଛା କରି ଆୟାର୍ଲାଣ୍ଡ ଅଲଆଉଟ ହୋଇ…

ଜାତୀୟ ଆଥଲେଟିକ୍ସ ଚାମ୍ପିୟନସିପ: ଦୂତି ଚାନ୍ଦ କଲେ ନୂଆ କିର୍ତ୍ତିମାନ

ଭୁବନେଶ୍ୱର : ଭାରତର ଦ୍ରୁତତମ ମହିଳା ଧାବିକା ଦୂତି ଚାନ୍ଦ ଗୌହାଟୀରେ ଚାଲିଥିବା ଜାତୀୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ନିଜ ରେକର୍ଡ଼ ନିଜେ ଭଙ୍ଗ କରି ଚାମ୍ପିୟନ୍ସିପରେ ଏକ ନୂଆ ରେକର୍ଡ଼ ପ୍ରତିଷ୍ଠା କରିପାରିଛନ୍ତି । ପ୍ରତିଯୋଗିତାର ଚତୁର୍ଥ ଦିବସରେ…

ଏସୀୟ କ୍ରୀଡ଼ା: ଓଡ଼ିଆ ଝିଅ ଋତୁପର୍ଣ୍ଣା ଭାରତୀୟ ବ୍ୟାଡ଼ମିଣ୍ଟନ ଦଳରେ ସାମିଲ

ଭୁବନେଶ୍ୱର: ଓଡ଼ିଆ କ୍ରୀଡ଼ାପ୍ରେମୀଙ୍କ ଲାଗି ଖୁସିର ଖବର । ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ବ୍ୟାଡ଼ମିଣ୍ଟନ ମହିଳା ଜାତୀୟ ଦଳକୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି । ପୂର୍ବରୁ ଓଡ଼ିଶାର ଖେଳାଳିମାନେ ହକି, ରଗବୀ, କ୍ରିକେଟ, ଆଥଲେଟିକ୍ସ,…

ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ ପ୍ରସଙ୍ଗ: ଏସମ୍ପର୍କରେ କୌଣସି ଚିଠି ପାଇନଥିବା କହିଲେ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁରୀ ଶ୍ରୀମନ୍ଦିରରେ ସପତ୍ନୀକ ଦର୍ଶନ କରିବାକୁ ଆସିଥିଲେ ଭାରତର ମହାମାନ୍ୟ ରାଷ୍ଟ୍ରପତି । ଶ୍ରୀମନ୍ଦିର ମଧ୍ୟରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ଆଲୋଚିତ ହେବାରେ ଲାଗିଛି । ଏପ୍ରସଙ୍ଗରେ ମୁହଁଖୋଲି ଆଜି…

ଏକସଙ୍ଗେ ସବୁ ନିର୍ବାଚନ ସପକ୍ଷରେ ନବୀନ ପଟ୍ଟନାୟକ: ଜାତୀୟ ଲ’ କମିଶନ ଚିଠିକୁ ‘ହଁ’ମାରିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବାକୁ ସମର୍ଥନ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କେନ୍ଦ୍ରର ଲ’କମିଶନର ଏସମ୍ପର୍କରେ ଏକ ଚିଠି ଆସିଥିଲା ଓଡ଼ିଶା ସରକାରଙ୍କ ନିକଟକୁ । ଆଗକୁ ଦେଶରେ ସାଧାରଣ ନିର୍ବାଚନ ପାଖେଇ ଆସୁଛି । ଉଭୟ ଲୋକସଭା…

“ଭାରତୀୟ ନାରୀ ବିଶ୍ୱରେ ସବୁଠାରୁ ଅସୁରକ୍ଷିତ” : ‘ଥମସନ ରଏଟର୍ସ ଫାଉଣ୍ଡେସନ’ର ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ମହିଳାଙ୍କ ଲାଗି ବର୍ତ୍ତମାନ ବିଶ୍ୱର ସବୁଠାରୁ ବିପଜ୍ଜନକ ଦେଶ ହେଉଛି ଭାରତ ବୋଲି ତାଙ୍କର ସର୍ଭେ ରିପୋର୍ଟରେ ଦର୍ଶାଇଛନ୍ତି ଆମେରିକା ଓ ଇଂଲଣ୍ଡରେ ଅବସ୍ଥାପିତ ପ୍ରଖ୍ୟାତ ସର୍ଭେ ସଂସ୍ଥା ‘ଥମସନ ରଏଟର୍ସ ଫାଉଣ୍ଡେସନ’ । ଭାରତରେ ନାରୀ ତଥା ଶିଶୁକନ୍ୟାଙ୍କ ଉପରେ ଅହେତୁକ…

ଋଷିଆକୁ ହରାଇ ଉରୁଗୁଏ ପ୍ରି-କ୍ୱାର୍ଟର ଫାଇନାଲରେ !

ମସ୍କୋ : ଚିତାକର୍ଷକ ଫୁଟବଲ ଖେଳି ଉରୁଗୁଏ ଦଳ ଋଷିଆକୁ ୩-୦ ଗୋଲରେ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛି । ସେହିପରି ସ୍ପେନ ଓ ମରକ୍କୋ ମଧ୍ୟରେ ମ୍ୟାଚ ୨-୨ରେ ବରାବର ରହିଛି । ତେବେ ଇଜିପ୍ଟକୁ ୨-୧ ଗୋଲରେ ପରାସ୍ତ କରି ସାଉଦି ଆରବ ବିଶ୍ୱକପରେ ତା’ର ପ୍ରଥମ ବିଜୟ ହାସଲ…