Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜୁଲାଇ ୧ ରେ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ: ସମ୍ଭାବ୍ୟ ପ୍ରାର୍ଥୀଙ୍କ ସହ କରିବେ ଆଲୋଚନା !

ଭୁବନେଶ୍ୱର/ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କର ଜୁଲାଇ ୧ତାରିଖ ଦିନ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି, ଏବଂ ଏହି ଦିନ ହିଁ ସେ ତିନିଟି ଜିଲ୍ଲାର ସମ୍ଭାବ୍ୟ ପ୍ରାଥିୀମାନଙ୍କ ସହିତ ସାକ୍ଷାତ ଆଲୋଚନା କରିବେ ବୋଲି ରାଜ୍ୟ ବିଜେପି ସୂତ୍ରରୁ ଜଣାପଡ଼ିଛି । ୨୦୧୯…

ହକିକୁ ବିଧିବଦ୍ଧ ଭାବେ ସରକାରୀ ମାନ୍ୟତା ଦିଆଯିବା ନେଇ ମୋଦିଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ଜାତୀୟ ସ୍ତରରେ ‘ଜାତୀୟ କ୍ରୀଡ଼ା’ ଭାବେ ବିଧିବଦ୍ଧ ସରକାରୀ ମାନ୍ୟତା ଦେବାକୁ ଦାବୀ କରି ପ୍ରଧାନମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ହକିକୁ ଜାତୀୟ ଖେଳ ଭାବେ ସମସ୍ତେ ସ୍ୱୀକାର କରୁଥିଲେ ମଧ୍ୟ ସରକାରୀ ଭାବେ…

ଟ୍ରେନରୁ ମହିଳାଙ୍କ ମୁଣ୍ଡହୀନ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ପୁରୀ : ଗୁଣପୁର-ପୁରୀ ଟ୍ରେନର ଏକ ପାଇଖାନାରୁ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡହୀନ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଛି । ଟ୍ରେନଟି ପୁରୀ ଷ୍ଟେସନରେ ରହିଥିବା ବେଳେ କୌଣସି ଯାତ୍ରୀ ପ୍ରଥମେ ଏହା ଦେଖି ରେଳବାଇ ପୋଲିସକୁ ଜଣାଇଥିଲେ । ତେବେ ଡ଼େଲାଙ୍ଗ ନିକଟରେ ଏକ ମହିଳାଙ୍କ କଟାମୁଣ୍ଡର ମଧ୍ୟ…

ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି: ଅନୁମୋଦନ କଲେ ରାଷ୍ଟ୍ରପତି

ଶ୍ରୀନଗନର/ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଜାରି ହେଲା ରାଷ୍ଟ୍ରପତି ଶାସନ । ରାଜ୍ୟର ରାଜ୍ୟପାଳ ନରେନ୍ଦ୍ରନାଥ ଭୋରା ଏନେଇ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲେ ଏବଂ ଏହାକୁ ଆଜି ମଞ୍ଜୁର କରିଛନ୍ତି ଭାରତର ମହାମାନ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଜମ୍ମୁ ଓ କାଶ୍ମୀରରେ…

ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଇସ୍ତଫା ଦେଲେ: ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗି ସୁପାରିଶ

ଶ୍ରୀନଗର/ନୂଆଦିଲ୍ଲୀ : କାଶ୍ମୀର ଉପତ୍ୟକାର ରାଜନୈତିକ ପରିସ୍ଥିତିରେ ଏବେ ଦ୍ରୁତ ପରିବର୍ତ୍ତନ ଦେଖାଯିବାରେ ଲାଗିଛି । ରମଜାନ ମାସ ଆରମ୍ଭରୁ ଜମ୍ମୁ ଓ କାଶ୍ମୀର ରାଜ୍ୟରେ ବିଶୃଙ୍ଖଳାକୁ ମୁକାବିଲା କରିବାକୁ ଆରମ୍ଭ କରିଥିଲେ ଉଭୟ କେନ୍ଦ୍ର ଓ କାଶ୍ମୀର ସରକାର । କିନ୍ତୁ ଜଟିଳ ପରିସ୍ଥିତି ଦେଇ…

ଜୁନ ୨୭ ପରେ ବୃଦ୍ଧି ପାଇବ ମୌସୁମୀ ଜନିତ ବର୍ଷା

ଭୁବନେଶ୍ୱର : ପ୍ରବଳ ଗରମ ଓ କ୍ରମାଗତ ତାପମାତ୍ରା ବୃଦ୍ଧି ଯୋଗୁଁ ତ୍ରାହି ତ୍ରାହି ଡ଼ାକିଲେଣି ରାଜ୍ୟବାସୀ । ରାଜଧାନୀ ଭୁବନେଶ୍ୱରରେ ଗତ ୩ ଦିନ ହେଲା ୪୨ ଡ଼ିଗ୍ରୀରୁ କମୁନଥିବା ବେଳେ ଏପଟେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବର୍ଷାର ନା’ଗନ୍ଧ ନାହିଁ । ରୌଦ୍ରତାପ ଯୋଗୁଁ ଜୀବନ ଯାତ୍ରା ବ୍ୟାହତ…

୨ଜଣ ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ବାଲେଶ୍ୱର/ବ୍ରହ୍ମପୁର : ବାଲେଶ୍ୱର ଓ ବ୍ରହ୍ମପୁରରେ ଦୁଇଟି ପୃଥକ ଘଟଣାରେ ୨ଜଣ ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ପୋଲିସ । ପ୍ରାଥମିକ ତଦନ୍ତରୁ ଏହି ଦୁଇଟି ଘଟଣାରେ ପ୍ରଥମେ ଯୁବତୀ ଦ୍ୱୟଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମଙ୍ଗଳବାର…

ଓଡ଼ିଆ ଝିଅ ଋତୁପର୍ଣ୍ଣା ଜିତିଲେ ସର୍ବଭାରତୀୟ ସିନିୟର ବ୍ୟାଡ଼ମିଣ୍ଟନ ଡ଼ବଲ୍ସ ଟାଇଟଲ୍

ବେଙ୍ଗାଲୁରୁ : ସର୍ବଭାରତୀୟ ଜୋନେକ୍ସ ସିନିୟର ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣମେଣ୍ଟର ଡ଼ବଲ୍ସ ବିଭାଗରେ ଓଡ଼ିଶାର ମହିଳା ଖେଳାଳି ଋତୁପର୍ଣ୍ଣା ଦାସ ଟାଇଟଲ ହାସଲ କରିଛନ୍ତି । ମହିଳା ଡ଼ବଲ୍ସ ବିଭାଗ ଫାଇନାଲରେ ଋତୁପର୍ଣ୍ଣା କେରଳର ଆରତୀ ସାରା ସୁନୀଲଙ୍କୁ ସାଥିକରି ଖେଳୁଥିଲେ । ଉଭୟ ଫାଇନାଲରେ ଚମକ୍ରାର…

ସୋସିଆଲ୍ ମିଡ଼ିଆରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ କରି ୫ ଯୁବକ ଗିରଫ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଥାନା ପୋଲିସ ରବିବାର ଦିନ ସୋସିଆଲ୍ ମିଡ଼ିଆରେ ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ କରିବା ଅଭିଯୋଗରେ ୫ ଯୁବକଙ୍କୁ ଗିରଫ କରିଛି । ତେବେ ମୁଖ୍ୟ ଆସାମୀ ଏପର୍ଯ୍ୟନ୍ତ ଫେରାର ରହିଥିବାର ପୋଲିସ ସୂତ୍ରରୁ ପ୍ରକାଶ । ମିଳିଥିବା…

ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟସିଟି ‘ସ୍ମାର୍ଟ ଜନପଥ ଯୋଜନା’ କାର୍ଯ୍ୟସ୍ଥଳୀ ପରିଦର୍ଶନ

ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ତତ୍ତ୍ୱାବଧାନରେ ନିର୍ମିିତ ହେଉଥିବା ‘ସ୍ମାର୍ଟ ଜନପଥ ଯୋଜନା’ରେ ଅନ୍ତଭୃକ୍ତ କାର୍ଯ୍ୟସ୍ଥଳୀକୁ ଶନିବାର ସନ୍ଧ୍ୟାରେ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟସିଟି ବ୍ୟାନରରେ ନିର୍ମାାଣାଧିକ କାର୍ଯ୍ୟକୁ ପରିଦର୍ଶନ କରିବା…