Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Pak PM’s warning: ‘ପାଣି ରୋକିଲେ ଯୁଦ୍ଧ ହେବ’, ପିଏମ୍ ମୋଦିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଖୋଲା…

ନୂଆଦିଲ୍ଲୀ: ଭାରତକୁ ପୁଣି ଆଖି ଦେଖାଇଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜଙ୍କ ମୁହଁରେ ଯୁଦ୍ଧ ଧମକ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ସନ୍ଧିକୁ ନେଇ ପୁଣିଥରେ ଉତ୍ତେଜନା ବଢ଼ିଛି। ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଭାରତକୁ ଖୋଲାଖୋଲି…

ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀକୁ ଟାର୍ଗେଟ, ହାଇକୋର୍ଟ ସମେତ ୬ଟି ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶ ପାଳିବାକୁ ଯାଉଛି ସ୍ୱାଧିନତା ଦିବସ। ଆଉ ଏହାର ଦିନକ ପୂର୍ବରୁ ଆସିଛି ଧମକପୂର୍ଣ୍ଣ ମେଲ୍। ଆସନ୍ତାକାଲି ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ବେଳେ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ ମିଳିଛି। ଏକ ଇମେଲ୍ ମାଧ୍ୟମରେ ଏହି ଧମକ…

Monsoon Session: ହଙ୍ଗାମାରେ ଧୋଇଗଲା ସଂସଦର ମୌସୁମୀ ଅଧିବେଶନ, ରାହୁଲଙ୍କ ଟାର୍ଗେଟରେ ମୋଦି-ଶାହ, ବିଜେପି କହିଲା…

ନୂଆଦିଲ୍ଲୀ: ଭୀଷଣ ହଙ୍ଗାମା, ନାରାବାଜି ଓ ବିରୋଧ ପ୍ରଦର୍ଶନ ମଧ୍ୟରେ ଶେଷ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଶୁକ୍ରବାର ଉଭୟ ସଦନକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୁଲତବୀ କରାଯାଇଛି। ପୂରା ଅଧିବେଶନରେ ହଙ୍ଗାମା ଯୋଗୁଁ ଲୋକସଭା ଓ ରାଜ୍ୟସଭାର ନିର୍ଦ୍ଧାରିତ କାର୍ଯ୍ୟ ସମୟର ପ୍ରାୟ ୮୦ ପ୍ରତିଶତ…

ବିଦେଶରେ ଲୁଚିଥିଲା ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ: ଧରି ଆଣିଲା ଭାରତ

ନୂଆଦିଲ୍ଲୀ: ଟପ୍ ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ ବୀରେନ୍ଦ୍ର ବୈସୋୟା ଭାରତ ଫେରିଛି। ଟପ୍ ଡ୍ରଗ୍ସ ସିଣ୍ଡିକେଟ୍ ମାଫିଆ ବୀରେନ୍ଦ୍ର ବୈସୋୟାକୁ UAEରୁ ଭାରତ ଫେରାଇ ଅଣାଯାଇଛି । ଏହା ଦେଶର ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା। ଗୃହମନ୍ତ୍ରୀ ଅମିତ ଶାହ ନିଜେ ଏହି ମାମଲାର ଖବର…

Modi’s Hug: ମୋଦିଙ୍କ ‘ଆଲିଙ୍ଗନ’, ଏମିତି କହିଦେଲେ ରାହୁଲ…ରାଗିଗଲା ବିଜେପି!

ନୂଆଦିଲ୍ଲୀ: ‘ଆଲିଙ୍ଗନ’କୁ ନେଇ ବାକ୍ ଯୁଦ୍ଧ! ବିଦେଶ ନୀତି ଉପରେ ରାହୁଲଙ୍କ ଟିପ୍ପଣୀ ବିଜେପି କହିଲା, ‘ଭାରତୀୟ ରାଜନୀତିର ସବୁଠୁ ବଡ଼ ବୋଝ’ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ନୀତିକୁ ନେଇ ରାହୁଲ ଗାନ୍ଧୀଙ୍କ ଏକ ଟିପ୍ପଣୀ ଏବେ ବିଜେପି-କଂଗ୍ରେସ ମଧ୍ୟରେ ନୂଆ ବିବାଦକୁ ଜନ୍ମ…

Partition Horrors: ବିଭାଜନର ଯନ୍ତ୍ରଣାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ‘ଶୂନ୍ୟରୁ ଜୀବନ ଗଢ଼ିଥିଲେ…

ନୂଆଦିଲ୍ଲୀ: ଅଗଷ୍ଟ ୧୪ ତାରିଖରେ ପାଳିତ ହେଉଥିବା ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯୪୭ ମସିହାର ଭାରତ ବିଭାଜନରେ ପ୍ରାଣ ହରାଇଥିବା ଓ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଭାଜନ ସମୟରେ ଅସହ୍ୟ ଯନ୍ତ୍ରଣା ଓ ଦୁର୍ଦ୍ଦଶା…

ଚମୋଲିରେ ଭୁଶୁଡ଼ିଲା ସୁଡ଼ଙ୍ଗ: ୭ ଶ୍ରମିକ ମୃତ, ୧୪ ଆହତ

ଡେରାଡୁନ: ଉତ୍ତରାଖଣ୍ଡ ଚମୋଲିରେ ବଡ଼ ଧରଣର ଦୁର୍ଘଟଣା। ପିପଲକୋଟି ସ୍ଥିତ THDC ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍‌ ମଧ୍ୟକୁ ହଠାତ୍ ପ୍ରବଳ ପାଣି, ମାଟି ଓ ପଥର ପଶିଯିବା ଫଳରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଶ୍ରମିକ ଏବେ ବି ଟନେଲ୍‌ ଭିତରେ ଫସି ରହିଥିବା ଆଶଙ୍କା…

ISIS links:ପାକିସ୍ତାନ ଓ ISIS ସହ ସମ୍ପର୍କରେ ଥିଲେ ଦୁଇ ଯୁବକ;ATS କଲା ଗିରଫ, ସନ୍ଦିଗ୍ଧଙ୍କ ରୁମରୁ ଏକ ମାନଚିତ୍ର…

ନୂଆଦିଲ୍ଲୀ:ପାକିସ୍ତାନ ଏବଂ ଆତଙ୍କବାଦୀ ସଂଗଠନ ISIS ସହ ସମ୍ପର୍କ ଥିବା ଅଭିଯୋଗରେ କର୍ଣ୍ଣାଟକର କଲବୁରାଗିଠାରେ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଆଣ୍ଟି-ଟେରର୍ ସ୍କ୍ୱାଡ୍ (Anti-Terror Squad) ଏକ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଠାରୁ ଏ ସମ୍ପର୍କିତ ସୂଚନା ପାଇଥିଲା।…

Auto Sector: ଅଟୋ ସେକ୍ଟରରେ ନୂଆ ରେକର୍ଡ ସ୍ଥାପନ; ଜୁଲାଇରେ ଯାତ୍ରୀବାହୀ ଗାଡ଼ି ବିକ୍ରି ୩୪.୩% ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇ ମାସରେ ଭାରତୀୟ ଅଟୋମୋବାଇଲ୍ ଶିଳ୍ପ ସର୍ବୋତ୍ତମ ପ୍ରଦର୍ଶନ କରିଛି। ଶିଳ୍ପ ସଂସ୍ଥା 'ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମାନୁଫାକ୍ଚରର୍ସ' (SIAM) ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଯାତ୍ରୀବାହୀ ଗାଡ଼ି (କାର୍), ଦୁଇ-ଚକିଆ ଏବଂ ତିନି-ଚକିଆ…

ସୁରକ୍ଷା ସହ କୌଣସି ସାଲିସ ନୁହେଁ: ସମସ୍ତ ଏୟାର ଇଣ୍ଡିଆ ପାଇଲଟଙ୍କ ଡ୍ରଗ୍ସ ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆଜିଠାରୁ ସମସ୍ତ ଏୟାର ଇଣ୍ଡିଆ ପାଇଲଟଙ୍କର ହେବ ଡୋପ୍‌ ଟେଷ୍ଟ। ଫୁକେଟ-ଦିଲ୍ଲୀ ବିମାନ ପାଇଲଟ ଡୋପ ଟେଷ୍ଟରେ ବିଫଳ ହେବାରୁ ଏୟାର ଇଣ୍ଡିଆ ଏପରି ନିଷ୍ପତ୍ତି ନେଇଛି। ଏୟାର ଇଣ୍ଡିଆର ଗୁରୁଗ୍ରାମ ଏକାଡେମୀରେ ହେବ ଡ୍ରଗ୍ସ ଟେଷ୍ଟ କିମ୍ବା ଉଡ଼ାଣ ଶେଷ ପରେ ସମ୍ପୃକ୍ତ ବିମାନବନ୍ଦରରେ…