Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାଲିକର ଭୁଲ ପାଇଁ ବନ୍ଧା ପଡିଲା ମଇଁଷି, ଜଳକର ନ ଦେବାରୁ ନେଇଗଲା ପ୍ରଶାସନ

ଗ୍ୱାଲିଅର: ମାଲିକ ଦେଲା ନାହିଁ ଟିକସ ଆଉ ଦଣ୍ଡ ପାଇଲା ନିରୀହ ପଶୁ । ମାଲିକ ଉପରେ ବକେୟା ଥିବା ଜଳକର ଆଦାୟ କରିବାକୁ ନୟାନ୍ତ ହେବା ପରେ ପ୍ରଶାସନ ଏବେ ନିରୀହ ମଇଁଷିକୁ ଉଠାଇ ଆଣିଛି । ମଧ୍ୟପ୍ରଦେଶର ଗ୍ୱାଲିଅର ମହାନଗର ନିଗମରେ ଏଭଳି ଏକ ଘଟଣା ଘଟିଛି । ମିଳିଥିବା ସୂଚନା ପ୍ରକାରେ…

୧୭ଟି ଜେଲ ଉପରେ ରାତିଅଧିଆ ହେଲା ଚଢ଼ାଉ, ଶତାଧିକ ମୋବାଇଲ ଫୋନ ଜବତ

ଅହମ୍ମଦାବାଦ: ଗତକାଲି ବିଳମ୍ବିତ ରାତିରେ ଗୁଜୁରାଟର ୧୭ଟି ଜେଲ ଉପରେ ଅତର୍କିତ ଚଢ଼ାଉ କରାଯାଇଛି । ଗୁଜୁରାଟର ସାବରମତୀ ସହ ୧୭ଟି ଜେଲରେ ପୁଲିସ ଅତର୍କିତ ଚଢ଼ାଉ କରିଥିବାବେଳେ ଶତାଧିକ ମୋବାଇଲ ଜବତ କରାଯାଇଛି । ରାଜ୍ୟ ଗୃହ ମନ୍ତ୍ରୀ ହର୍ଷ ସଙ୍ଘଭିଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଏହି ଚଢ଼ାଉ…

ପ୍ରେମିକାକୁ ବିବାହ କରିବାକୁ ଯାଇଥିଲା ୫ଟି ସନ୍ତାନର ବାପା, ପ୍ରଥମ ପତ୍ନୀ ପହଞ୍ଚି କଲେ ହଙ୍ଗାମା

ଜମୁଇ: ପ୍ରେମିକାଙ୍କୁ ବିବାହ ପାଇଁ କରିସାରିଥିଲେ ସବୁ ପ୍ରସ୍ତୁତି, ହେଲେ ଠିକ ସମୟରେ ପହଂଚିଗଲେ ପ୍ରଥମ ପତ୍ନୀ । ଆଉ ପ୍ରଥମ ପତ୍ନୀ ଶୁକ୍ରବାର ବିହାରର ଜମୁଇର ପରିବାର ଅଦାଲତରେ ହଙ୍ଗାମା କରିଥିବାବେଳେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାସ୍ତବରେ ଜଣେ ଯୁବତୀଙ୍କୁ ବିବାହ କରିବାକୁ…

‘ଓଡ଼ିଶା ପର୍ବ’ରେ ମୁଢି ମାଂସ ସହିତ ଛେନାପୋଡର ମଜା ନେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ହୋଇଯାଇଛି ‘ଓଡ଼ିଶା ପର୍ବ – ୨୦୨୩’। ଉଦଘାଟନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର କଳା ସଂସ୍କୃତି ସହ ଓଡିଆ ଖାଦ୍ୟ ପ୍ରଦର୍ଶିତ ହେବା ଖୁସିର ବିଷୟ। ଏହି…

ବଜାରକୁ ଆସିବ ବିଶ୍ୱର ପ୍ରଥମ ବିୟର ପାଉଡର : ଦୁଇ ମିନିଟରେ ପ୍ରସ୍ତୁତ ହୋଇଯିବ ବିୟର

ବର୍ଲିନ : ବିୟର ପାନୀୟକୁ ଭଲ ପାଉଥିବା ଗ୍ରାହକମାନଙ୍କ ପାଇଁ ଭଲ ଖବର । କାରଣ ଏବେ ବଜାରରେ ଉପଲବ୍ଧ ହେବାକୁ ଯାଉଛି ବିୟର ପାଉଡ଼ର । ଅର୍ଥାତ୍ ବିୟର ପାର୍ଲରକୁ ନ ଯାଇ ଘରେ ବସି ଯେ କେହି ବିୟର ପାନୀୟ ପ୍ରସ୍ତୁତ କରିପାରିବେ । ଏହାର ଟେଷ୍ଟ ଅବିକଳ ଫ୍ୟାକ୍ଟ୍ରିରେ ତିଆରି ହେଉଥିବା ବିୟର ଭଳି ।…

ବରଫରେ ଆଚ୍ଛାଦିତ ହେଲା କାର

ନ୍ୟୁୟର୍କ: ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟିନାଶ । ପୃଥିବୀର ବିଭିନ୍ନ ପ୍ରାନ୍ତରେ ଜଳବାୟୁ ଆଧାରରେ କେଉଁଠି ପ୍ରବଳ ଖରା ତ ଆଉ କେଉଁଠି ଦିନର ତାପମାତ୍ରା -୩୦ ଡ଼ିଗ୍ରୀ ତଳକୁ ଖସୁଛି । ନ୍ୟୁୟର୍କରେ ତାପମାତ୍ରା ଏତେ ତଳକୁ ଖସିଛି ଯେ, ନିର୍ଦ୍ଧିଷ୍ଟ ବ୍ୟବଧାନରେ ଏଠି ବରଫ ଝଡ଼…

ଲୋକମାନେ କାହିଁକି ନଦୀରେ ପକାନ୍ତି ପଇସା : ଅନ୍ଧବିଶ୍ୱାସ ନା ଆଉ କିଛି

ନୂଆଦିଲ୍ଲୀ: ଲୋକେ ନଦୀରେ ପଇସା ପକାଉଥିବା ଆପଣ ନିଶ୍ଚୟ ଦେଖିଥିବେ । କେହି କେହି ଏପରି କଲେ ଶୁଭ ଫଳ ମିଳିଥାଏ ବୋଲି କହିଥାନ୍ତି । ନା ଏହା ଏକ ଅନ୍ଧବିଶ୍ୱାସ । କିନ୍ତୁ ନଦୀରେ ପଇସା ପକାଇବା ପଛର କାରଣ ଆପଣ ଜାଣନ୍ତି କି? ଏହା ପଛରେ ଥିବା ବୈଜ୍ଞାନିକ କାରଣ କ’ଣ ଜାଣନ୍ତୁ । ଅନେକ ଲୋକ ଏକ…

ଦୁନିଆର ସବୁଠୁ ଦାମୀ ଗିଟାର : ଖଞ୍ଜାଯାଇଛି ୧୧,୪୪୧ ହୀରା, ୧୮ କ୍ୟାରେଟ୍ ସୁନା

ସ୍ୱିଜରଲ୍ୟାଣ୍ଡ: ଯେତେବେଳେ ଜଣେ ଗାୟକ କିମ୍ବା ସଂଗୀତକାର ଗିଟାର ବଜାଉଥିବାର ଦେଖିବେ, ଆପଣ ମଧ୍ୟ ତାଙ୍କ ପରି ଏହାକୁ ବଜାଇବା ଭଳି ଅନୁଭବ କରିବେ । ଆଜିର ଯୁବପିଢୀ ଗିଟାର ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି । ଅନେକ ଗିଟାରକୁ ଘରେ ମଧ୍ୟ ରଖିଥାନ୍ତି । କିନ୍ତୁ ଦୁନିଆରେ ଏପରି ଏକ ଗିଟାର ଅଛି,…

ରାହୁଲଙ୍କ ସାଂସଦ ପଦ ରଦ୍ଦ,କଂଗ୍ରେସ ପାଇଁ ବରଦାନ ହେବନି ତ?

ଭୁବନେଶ୍ୱର: ଅପରାଧିକ ମାନହାନି ମାମଲାରେ ସୁରଟ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରବ୍ଦ ହୋଇଛି। ଲୋକସଭା ସଚିବାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦେଶ ତଥା ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ରାହୁଲଙ୍କୁ ଦଣ୍ଡାଦେଶର କେଇ ଘଣ୍ଟା ନ…

କରୋନାରେ ଆକ୍ରାନ୍ତ ହେଲେ ପୂଜା ଭଟ୍ଟ

ମୁମ୍ବାଇ: କିଛି ଦିନ ତଳେ ବଲିଉଡ଼ ଅଭିନେତ୍ରୀ କିରନ୍ ଖେର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ପୂଜା ଭଟ୍ଟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଟୁଇଟରରେ ଏ କଥା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜର କରୋନା…