Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଜବ ବିବାହ: ବିବାହର ୨୪ ଘଣ୍ଟା ଭିତରେ ଛାଡପତ୍ର

ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଆମ ଦେଶରେ ବିବାହ କୌଣସି ଥଟ୍ଟା କିମ୍ବା ଖେଳ ନୁହେଁ । ଯଦି ଥରେ ବିବାହ ଅନୁଷ୍ଠିତ ହୁଏ, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିବା ପାଇଁ ପ୍ରୟାସ କରାଯାଏ । ବିଦେଶରେ କିନ୍ତୁ ସେପରି ଦେଖିବାକୁ ମିଳେ ନାହିଁ । ଆଜି ଆମେ ଆପଣଙ୍କୁ ଏପରି ଏକ ଅଜବ…

ଅଜବ ନିୟମ: ପେଟପୁରା ଖାଆନ୍ତୁ, ନଷ୍ଟ କଲେ ଭରିବେ ଜରିମାନା

ଇନ୍ଦୋର: ୬୦ ଟଙ୍କାରେ ପେଟ ଭରି ଖାଆନ୍ତୁ । କିନ୍ତୁ ଖାଦ୍ୟ ନଷ୍ଟ କଲେ ଜରିମାନା ଭରିବାକୁ ପଡ଼ିବ । ଏମିତି ଅଜବ ନିୟମ ରଖିଛି ଇନ୍ଦୋର ସହରରେ ଥିବା ଏକ ହୋଟେଲ, ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା । ଜରିମାନା ସମ୍ବନ୍ଧୀୟ ସୂଚନା ମଧ୍ୟ ହୋଟେଲ କାନ୍ଥରେ ଉଲ୍ଲେଖ ରହିଛି ।…

ବିରଳ ପ୍ରଜାତିର ଧଳା ହରିଣକୁ ନେଇ ଚର୍ଚ୍ଚା

ୟୁପି: ଆଜିକାଲି ଭାରତୀୟ ବନ ସେବାର ଅନେକ ଅଧିକାରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ଅନେକ ଅଧିକାରୀ ଏପରି ଭିଡିଓ ଏବଂ ଫଟୋ ପୋଷ୍ଟ କରୁଛନ୍ତି ଯେଉଁଠାରୁ ଆମେ ବନ୍ୟ ଜନ୍ତୁ ଏବଂ ଜଙ୍ଗଲ ବିଷୟରେ ବହୁତ ସୂଚନା ପାଇପାରୁଛୁ । ନିକଟରେ ଜଣେ ଆଇଏଫଏସ ଅଧିକାରୀ ଏକ ବିରଳ ଆଲବିନୋ ହରିଣର ଫଟୋ…

ମାଆ ଚିହ୍ନିପାରିଲାନି ନିଜ ପିଲାଙ୍କୁ , ନେଲେ ପୋଲିସର ସହାୟତା

ଆର୍ଜେଣ୍ଟିନା: ମାଆ ଓ ଶିଶୁର ସମ୍ପର୍କ ସବୁଠୁ ନିବିଡ଼ । କୁହାଯାଏ,ନବଜାତକ ପାଇଁ ଭଗବାନ ସ୍ୱୟଂ ପୃଥିବୀ ପୃଷ୍ଠକୁ ଆସିପାରନ୍ତି ନାହିଁ ବୋଲି ମାଆଙ୍କୁ ହିଁ ପଠାଇଥାନ୍ତି । ତେଣୁ ଶିଶୁ ପାଇଁ ମାଆ ହେଉଛି ପ୍ରଥମ ଈଶ୍ୱର । କିନ୍ତୁ ବେଳେବେଳେ ଏମିତି ଘଟଣା ଘଟେ ଯାହା ମାଆ ଓ ଶିଶୁର ସମ୍ପର୍କକୁ…

ଗ୍ରାହକ ଜମା ଟଙ୍କା ଉଠାଇ ନେବାରୁ ବନ୍ଦ ହୋଇଗଲା ବ୍ୟାଙ୍କ

ନୂଆଦିଲ୍ଲୀ: ଆମେରିକୀୟ ବ୍ୟାଙ୍କ ସିଲିକନ୍ ଭ୍ୟାଲି ବ୍ୟାଙ୍କ ଦେବାଳିଆ ହେବାର ପ୍ରଭାବ ଭାରତୀୟ ଷ୍ଟକ ମାର୍କେଟ ଉପରେ ପଡ଼ିଛି । ଆଜି ସ୍ୱଳ୍ପ ବୃଦ୍ଧି ସହ ବାଣିଜ୍ୟ ଆରମ୍ଭ ହୋଇଥିବା ବେଳେ ସେନସେକ୍ସ ଓ ନିଫ୍ଟି ହ୍ରାସ ପାଇଛି । ବିଏସ୍ଇ ସେନସେକ୍ସ ୧୦୦୦ ଅଙ୍କରୁ ଅଧିକ ହ୍ରାସ ପାଇଛି । ତେବେ…

ସମଲିଙ୍ଗୀ ବିବାହ ମାମଲା, ଏପ୍ରିଲ୍ ୧୮ରୁ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମାନ୍ୟତା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଏପ୍ରିଲ୍ ୧୮ରୁ ଶୁଣାଣି ଆରମ୍ଭ ହେବ । ଆବେଦନ ଉପରେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ଆବେଦନକାରୀ ଏହି ମାମଲାକୁ ସର୍ବସାଧାରଣଙ୍କ ସହ ଜଡ଼ିତ କହି ଶୁଣାଣିର ଲାଇଭ୍ ଷ୍ଟ୍ରିମିଂ ଦାବି…

ବିଶ୍ୱର ସବୁଠୁ ସରୁ ନଦୀ: ଗୋଟିଏ ପାଦ ଡ଼େଇଁଲେ ହେବେ ପାର

ଚୀନ: ନଦୀ ହେଉଛି ମାନବ ସଭ୍ୟତା ବିକାଶର ପରମ ସହଯୋଗୀ । ହଜାର ହଜାର ବର୍ଷ ତଳୁ ଆରମ୍ଭ ହୋଇଥିବା ମାନବ ସଭ୍ୟତା କେବଳ ନଦୀ କୂଳରେ ହିଁ ଗଢି ଉଠିଥିଲା । ଏହାର କାରଣ ଥିଲା ଜୀବନଧାରଣର ଆବଶ୍ୟକତା ପାଇଁ ଲୋଡ଼ା ଯାଉଥିଲା ନଦୀ । ସେ ଦୃଷ୍ଟିରୁ ବିଶ୍ୱର ସବୁ ପ୍ରାନ୍ତରେ ନଦୀ କୂଳରେ ଗଢିଉଠିଥିଲା…

ମୋଦିଙ୍କୁ ଖଡଗେଙ୍କ ଟାର୍ଗେଟ ! କହିଲେ, ତାନାଶାହ ପରି ଦେଶ ଚଳାଉଛନ୍ତି ପିଏମ୍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ସଂସଦ ପରିସରରେ ପରୋକ୍ଷରେ ତାନାଶାହ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ. ଗଣମାଧ୍ୟମରେ ଖଡଗେ କହିଛନ୍ତି, ମୋଦି ନିଜେ ଗଣତନ୍ତ୍ରର ହତ୍ୟା କରୁଛନ୍ତି ଓ କେନ୍ଦ୍ରୀୟ ଏଜେନସିର ଅପବ୍ୟବହାର କରୁଛନ୍ତି, ଯେଉଁଠି…

କରଜରେ ଡୁବି ଗଲାଣି ପାକିସ୍ତାନ, ଶ୍ରୀଲଙ୍କା ଭ‌ଳି ହେବା ପରିସ୍ଥିତି !

ପଡୋଶୀ ପାକିସ୍ତାନର ହାଲ୍ ଏବେ ଆହୁରି ବେହାଲ ! 20 ଲକ୍ଷ କୋଟିର ବୈଦେଶିକ ଋଣ, ଖରାପ ଅର୍ଥ ବ୍ୟବସ୍ଥା ଓ ରାଜନୈତିକ ଅସ୍ଥିରତା ଭିତରେ ପେଶି ହେଉଛନ୍ତି ପାକିସ୍ତାନର ବାସିନ୍ଦା. ଏସବୁ ଭିତରେ ଦେଶର ସ୍ଥିତି ସୁଧାରିବାକୁ ସାଧାରଣ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ସମ୍ଭବ ହେବ…

ଦିଲ୍ଲୀରେ ବଢିଲା ବିଧାୟକ ଓ ମନ୍ତ୍ରୀଙ୍କ ବେତନ: ଜାଣନ୍ତୁ, ମାସିକ କିଏ ପାଇବେ କେତେ ଦରମା

ନୂଆଦିଲ୍ଲୀ: ବଢିଲା ଦିଲ୍ଲୀ ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା । ଦିଲ୍ଲୀ ବିଧାନସଭାର ବିଧାୟକଙ୍କ ଦରମାରେ ପ୍ରାୟ ୬୭ ପ୍ରତିଶତ ବୃଦ୍ଧି ଘଟିଛି । ସଂଶୋଧିତ  ବେତନ ହାର ଅନୁଯାୟୀ ବିଧାୟକମାନେ ମାସିକ ୯୦ ହଜାର ଟଙ୍କା ବେତନ ପାଇବେ । ବର୍ତ୍ତମାନ ବିଧାୟକଙ୍କ ମାସିକ ଦରମା  ୫୪  ହଜାର ଟଙ୍କା…