Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଉ ମାତ୍ର ୨୭ ବର୍ଷ ପରେ ଶୁଖିଯିବ ଭାରତର ଏଇସବୁ ବଡ ବଡ ନଦୀ

ନୂଆଦିଲ୍ଲୀ:ଖୁବଶୀଘ୍ର ଶୁଖିଯିବ ଦେଶର ବଡ ବଡ ନଦୀ  । ବିଶେଷ କରି ଭାରତ, ଚୀନ ଏବଂ ପାକିସ୍ତାନର ବଡବଡ ନଦୀରୁ ପାଣି ଶୁଖିଯିବ ।  ୧୭୦ରୁ ୨୪୦ କୋଟି ସହରୀ ଲୋକ ପାଣି ପାଇଁ ଛଟପଟ ହେବେ । ଦେଶର ବଡ ନଦୀ ଯଥା ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁର ଜଳସ୍ତର ଭୟଙ୍କର ଭାବେ ହ୍ରାସ ପାଇବ । ଆଉ ମାତ୍ର…

ମନପସନ୍ଦର ନମ୍ବର ପାଇଁ ଖର୍ଚ୍ଚ କଲେ ଏତିକି ଟଙ୍କା, ଆସିଯାଇଥାନ୍ତା ନୂଆ କାର

ଚଣ୍ଡୀଗଡ଼: ଆପଣଙ୍କୁ ଯଦି ପଚାରିବେ ସଉକ ପାଇଁ ଆପଣ କେତେ ଟଙ୍କା ଖର୍ଚ୍ଚ କରିପାରିବେ । ଆପଣ କହିବେ ସଉକ ପୂରଣ ପାଇଁ ହଜାରେ କି ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । କିନ୍ତୁ ହରିୟାଣାର କୈଥଲର ଜଣେ ଯୁବକ ନିଜ ସଉକ ପାଇଁ ପାଖାପାଖି ସାଢେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଆଉ ଆପଣ ଜାଣି…

ଏହି ରୋଗରେ ପୀଡିତ ଅଛନ୍ତି ସିଦ୍ଧୁଙ୍କ ପତ୍ନୀ, ଭାବପ୍ରବଣ ପୋଷ୍ଟ ଲେଖି ଜଣାଇଲେ ପୂର୍ବତନ କଂଗ୍ରେସ ନେତ୍ରୀ

ଚଣ୍ଡିଗଡ଼: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ କର୍କଟ ରୋଗରେ ପୀଡି଼ତ ଅଛନ୍ତି । ସେ ନିଜେ ଏହି ସୂଚନା ଟୁଇଟ୍ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ କର୍କଟ ରୋଗର ଦ୍ୱିତୀୟ ଷ୍ଟେଜରେ ପୀଡି଼ତ ଅଛନ୍ତି। ଏକ ମାମଲାରେ ନବଜୋତ ସିଂ ସିଦ୍ଧୁ ଜେଲରେ…

ବୁଲେଟ ଟ୍ରେନ ଦୁନିଆରେ ଏସବୁ ଦେଶରେ ନାହିଁ ରେଳଧାରଣା

ନୂଆଦିଲ୍ଲୀ: ଆପଣ ରେଳଧାରଣା ଓ ରେଳ ତ ନିଶ୍ଚୟ ଦେଖିଥିବେ । ତେବେ ଆପଣ ଭାବୁଥିବେ ଯେ ବିଶ୍ୱର ସବୁ ଦେଶରେ ରେଳ ଗଡୁଥିବ । ତେବେ ଏହା ସତ ନୁହେଁ । ବିଶ୍ୱରେ ଏମିତି ବି କିଛି ଦେଶ ଅଛନ୍ତି ଯେଉଁଠାରେ ରେଳ ଛାଡ଼ନ୍ତୁ ରେଳଧାରଣା ମଧ୍ୟ ନାହିଁ । ଏବେ ଆପଣ ଭାବୁଥିବେ ଯେ ବୋଧେ ଏହି ଦେଶଗୁଡିକ…

ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ; ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କୋର୍ଟ, ତୁରନ୍ତ ମିଳିଲା ଜାମିନ

ସୁରତ: ମୋଦୀ ସାଙ୍ଗିଆ ନେଇ ଦେଇଥିବା ବିବାଦୀୟ ବୟାନରେ ଦୋଷୀ ସାବ୍ୟସ୍ତ ହଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁଜରାଟ ସୁରତର ଏକ କୋର୍ଟ ତାଙ୍କୁ  ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଜେଲ୍ ଦଣ୍ଡ ହେବା ପରେ ରାହୁଲଙ୍କୁ ତୁରନ୍ତ ଜାମିନ ବି ମିଳିଯାଇଛି।…

ବଢ଼ୁଛି କରୋନା ସହିତ ଇନଫ୍ଲୁଏନଞ୍ଜା, ସାବଧାନ ଓ ସତର୍କ ରହିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଦେଶରେ କୋଭିଡ-୧୯ ଏବଂ ଇନଫ୍ଲୁଏଞ୍ଜାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ବୈଠକରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଲଜିଷ୍ଟିକ୍ସର ପ୍ରସ୍ତୁତି, ଟିକାକରଣ ଅଭିଯାନର ସ୍ଥିତି, ନୂଆ…

ସୋନୁ ନିଗମଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କ ଘରୁ ଚୋରି ହୋଇଛି । ତାଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡିଛି । ଏନେଇ ତାଙ୍କ ବାପା ଅଗମ କୁମାର ନିଗମ ଥାନାରେ ଅଭିଯୋଗ କରିଛନ୍ତି । ଘରର ପୂର୍ବତନ ଡ୍ରାଇଭରଙ୍କୁ ସେ ସନ୍ଦେହ କରୁଥିବା ପୋଲିସ ଆଗରେ କହିଛନ୍ତି । ମୁମ୍ବାଇର…

ଅପରାଧୀଙ୍କୁ ଧରୁଛି ଚଷମା : ଅପରାଧୀଙ୍କୁ ଦେଖିଲେ ବାଜି ଉଠିବ ଆଲାରାମ୍

ଚୀନ୍‌: ସମଗ୍ର ବିଶ୍ୱରେ ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ପ୍ରକାରର କୌଶଳ ବ୍ୟବହାର କରାଯାଉଛି । ଏହି ପ୍ରସଙ୍ଗରେ ଚୀନ୍ ଆଗରେ ରହିଛି । ଏଠାରେ ପୋଲିସକୁ ଏକ ବିଶେଷ ପ୍ରକାରର ଚଷମା ଦିଆଯାଇଛି ଯାହା ଅପରାଧୀଙ୍କୁ ଚିହ୍ନିଥାଏ । ଏହି ଚଷମା ସାମ୍ନାରେ ଜଣେ ଅପରାଧୀ ଆସିବା ମାତ୍ରେ ତୁରନ୍ତ ଏକ…

ସାଟେଲାଇଟ୍ କରୁଛି ଆକାଶକୁ ଉଜ୍ୱଳ

କୁହାଯାଉଛି ଯେ, ଆକାଶ ଏବେ ପୂର୍ବ ଅପେକ୍ଷା ଅଧିକ ଉଜ୍ୱଳ ଦେଖାଯାଉଛି । ଏହାର କାରଣ ଜାଣିବା ପାଇଁ ଅନେକ ପରୀକ୍ଷା ନିରୀକ୍ଷା ପରେ ତଥ୍ୟ ସାମ୍ନାକୁ ଆସିଛି । ଗବେଷକମାନେ ମତ ରଖିଛନ୍ତି ଯେ, ଏହା ମୁଖ୍ୟ କାରଣ ହେଉଛି କୃତ୍ରିମ ଉପଗ୍ରହ ବା ସାଟେଲାଇଟ୍ । ଛୋଟ ଛୋଟ ତାରା ଯେଭଳି ଅନ୍ଧକାର ରାତିରେ…

ଝିଅ ହେବ ତ ଏମିତି: ସାପ କାମୁଡ଼ିଥିବା ମାଆ ଦେହରୁ ବିଷ ବାହାର କଲା ଝିଅ

କର୍ଣ୍ଣାଟକ: ଜଣେ ମହିଳାଙ୍କୁ କାମୁଡ଼ି ଦେଲା ବିଷାକ୍ତ ସାପ । ଝିଅ ପାଟିରେ ବିଷ କାଢି ମାଆଙ୍କ ଜୀବନ ରକ୍ଷା କଲା । ଏହା ଆପଣଙ୍କୁ ଏକ ଚଳଚ୍ଚିତ୍ରର ଦୃଶ୍ୟ ପରି ଲାଗୁଥିବ । ବାସ୍ତବରେ ଘଟଣାଟି ସତ । କର୍ଣ୍ଣାଟକରେ ଏମିତି ଏକ ଘଟଣା ଘଟିଛି । କର୍ଣ୍ଣାଟକର ଡାକସିନା କନ୍ନଡ ଜିଲ୍ଲାର ପୁଟୁର…