Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜୋର୍ ଧରିଲା ସରନା କୋଡ୍ ଦାବି, ରାଞ୍ଚିରେ ଗର୍ଜିଲେ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ

ରାଞ୍ଚି: ଭାରତରେ ସରନା ଧର୍ମକୁ ମାନୁଥିବା ଆଦିବାସୀମାନେ ନିଜକୁ ଏକ ନୂଆ ଧାର୍ମିକ ସମୂହର ମାନ୍ୟତା ଦାବି କରି ଦେଶବ୍ୟାପୀ ସେମାନଙ୍କ ଆନ୍ଦୋଳନକୁ ତୀବ୍ର କରିବାରେ ଲାଗିଛନ୍ତି । ସେମାନଙ୍କ ଅଭିଯୋଗ ସମସ୍ତଙ୍କ ପାଇଁ କୋଡ୍ ଅଛି କିନ୍ତୁ ଆଦିବାସୀଙ୍କ ପାଇଁ କୌଣସି କୋଡ୍ ନାହିଁ । ଏହି କ୍ରମରେ…

ଡିଏ ବୃଦ୍ଧି କରିବାକୁ ପଶ୍ଚିମବଙ୍ଗ ସରକାରୀ କର୍ମଚାରୀଙ୍କ ଅନଶନ ଜାରି; ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଜିଦ୍ ଧରିଲେ

କୋଲକାତା: ଡିଅରନେସ୍ ଆଲାଓନ୍ସ(ଡିଏ) ବଢ଼ାଇବା ପାଇଁ ଅନଶନ କରୁଥିବା ପଶ୍ଚିମବଙ୍ଗର ସରକାରୀ କର୍ମଚାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାକୁ ଦାବି କରିଛନ୍ତି। ଏନେଇ ରବିବାର ଆନ୍ଦୋଳନରତ କର୍ମଚାରୀମାନେ ରାଜ୍ୟାପାଳ ସିଭି ଆନନ୍ଦ ବୋସଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି। ଥରେ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଅସୁସ୍ଥ ହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ । ତାଙ୍କ ତଳିପେଟରେ ସମସ୍ୟା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ତାଙ୍କୁ ଏକ ଘରୋଇ ସୁପର ସ୍ପେଶାଲିଟି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମେଡିକାଲ ଟେଷ୍ଟ…

ବରଫପାତରେ ଫସିଥିଲେ ପାଖାପାଖି ୪୦୦ ପର୍ଯ୍ୟଟକ; ଉଦ୍ଧାର କଲା ସେନା

ଗ୍ୟାଙ୍ଗଟକ୍: ସିକ୍କିମର ନାଥୁଲା ଓ ତ୍ସୋମଗୋ ହ୍ରଦରୁ ଫେରୁଥିବା ବେଳେ ପ୍ରବଳ ବରଫପାତ ଯୋଗୁ ଫସିଥିବା ୪୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଭାରତୀୟ ସେନା। ଶନିବାର ନାଥୁଲା ଓ ତ୍ସୋମଗୋ ହ୍ରଦରୁ  ପାଖାପାଖି ୧୦୦ଟି ଗାଡ଼ି ଫେରୁଥିବା ବେଳେ ଅଧା ରାସ୍ତାରେ ପ୍ରବଳ ବରଫପାତ ହୋଇଥିଲା। ଫଳରେ…

ପଞ୍ଜାବରେ ବନ୍ଧୁକ ପରମ୍ପରା ଉପରେ ଚଢ଼ାଉ ଜାରି; କ୍ୟାନ୍‌ସଲ ହେଲାଣି ୨୦୦୦ ଆର୍ମ ଲାଇସେନ୍ସ

ଚଣ୍ଡିଗଡ଼: ପଞ୍ଜାବରେ ଆମେରିକା ଭଳି କଥା କଥାକେ ଫୁଟୁଛି ଗୁଳି। ଯାହାକୁ ନେଇ ଅନେକ ସମୟରେ ପଞ୍ଜାବ ବଦନାମ ବି ହୋଇଛି। ରାଜ୍ୟରେ ବନ୍ଧୁକ ପରମ୍ପରା ବନ୍ଦ କରିବାକୁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ରଜ୍ୟସାରା ଚଢ଼ାଉ ଜାରି ରହିଛି। କେବଳ ରବିବାର ପଞ୍ଜାବରେ ୮୧୩ ଜଣଙ୍କର ବନ୍ଧୁକ…

ଗାୟକଙ୍କ ଉପରେ ଟଙ୍କା ବର୍ଷା କଲେ ଦର୍ଶକ

ଗାୟକଙ୍କ ଉପରେ ଟଙ୍କା ବର୍ଷା । ଏହା ଶୁଣିଲେ ଟିକେ ଖଟକା ଲାଗିପାରେ । ଏବେ ଏପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗୁଜରାଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଗୁଜରାଟର ଭାଲସାଡ଼ ଅଞ୍ଚଳରେ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଜଣାଶୁଣା…

ଭାରତର ଗଣତନ୍ତ୍ରକୁ ନେଇ ବ୍ରିଟେନ୍‌ରେ ରାହୁଲଙ୍କ ବୟାନକୁ ନିନ୍ଦା କଲେ ମୋଦୀ

ନୂଆଦିଲ୍ଲୀ: ବ୍ରିଟେନ୍ର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଓ ବ୍ରିଟେନ୍ ପାର୍ଲାମେଣ୍ଟରେ ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାକୁ ନେଇ ଦେଇଥିବା ବୟାନକୁ ନେଇ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତୀୟ ଗଣତନ୍ତ୍ରକୁ ନେଇ ଲଣ୍ଡନରେ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟଜନକ ବୋଲି…

ବର୍ଷକର ଶିଶୁ ମସ୍ତିଷ୍କରେ ଜୀବନ୍ତ ଯମଜ

ଅବିଶ୍ୱାସନୀୟ ହେଲେ ବି ସତ । ଚୀନର ସାଂଘାଇ ସହରରେ ଜଣେ ବର୍ଷକର ଶିଶୁ ମସ୍ତିଷ୍କରେ ଜୀବନ୍ତ ଯମଜ ସନ୍ତାନ ଥିବା ସ୍ପଷ୍ଟ ହୋଇଛି । ଡ଼ାକ୍ତରୀ ଭାଷାରେ ଏହା ଏକ ବିରଳତମ ଘଟଣା । ସାଧାରଣତଃ ମାତୃଗର୍ଭରେ ଯମଜ ସନ୍ତାନ ଥାନ୍ତି । କିନ୍ତୁ ଏଠି ସ୍ଥିତି ଭିନ୍ନ ଥିଲା । ମା ପେଟରେ ସନ୍ତାନ ଥିବା ବେଳେ…

ସାପକୁ ନେଇ ଚେତାବନୀ ଦେଲେ ମହିଳା ବୈଜ୍ଞାନିକ

ଜଙ୍ଗଲ ଛାଡ଼ି ବିଷଧର ସାପମାନେ ଏବେ ଜନବସତି ମୁହାଁ । ଯଦି ଠିକ୍ ସମୟରେ ଏହାକୁ ନିୟନ୍ତ୍ରଣ କରା ନ ଯାଏ ତେବେ ଭବିଷ୍ୟତରେ ମାରାତ୍ମକ ସ୍ଥିତି ଉପୁଜିପାରେ । ଏଭଳି ଚେତାବନୀ ଦେଇଛନ୍ତି ଫ୍ଲୋରିଡାସ୍ଥିତ ଭୂବିଜ୍ଞାନୀ ରୋଜି ମୋର୍ । ରୋଜି କହିଛନ୍ତି, ବହୁ ବର୍ଷ ଧରି ଏଭରଗ୍ଲାଡ୍ସ ଜଙ୍ଗଲରେ…

ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ କେନ୍ଦ୍ରର ବିରୋଧ

ନୂଆଦିଲ୍ଲୀ: ଝିଅ-ଝିଅ ଓ ପୁଅ-ପୁଅ ମଧ୍ୟରେ ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାରଙ୍କ ବିରୋଧ । ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରି ସମଲିଙ୍ଗୀ ବିବାହ ନେଇ…