Latest Odisha News

BREAKING NEWS

Browsing Category

ପଞ୍ଜାବ

Punjab

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବଡ ନିଷ୍ପତ୍ତି :ବିଧାୟକଙ୍କ ପେନସନ ଫର୍ମୁଲାରେ ହେବ ପରିବର୍ତ୍ତନ

ପଞ୍ଜାବ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବଡ ନିଷ୍ପତ୍ତି । ପଞ୍ଜାବରେ ବିଧାୟକ ମାନଙ୍କ ପେନସନକୁ ନେଇ ଭଗବନ୍ତ ମାନ ଏକ ବଡି ନିଷ୍ପତି ନେଇଛନ୍ତି । ବିଧାୟକ ମାନଙ୍କ ପେନସନ ଫର୍ମୁଲାରେ କିଛିଟା ପରିବର୍ତ୍ତନ କରାଯିବ । ବିଧାୟକ ମାନଙ୍କୁ ଗୋଟିଏ ଥର ହିଁ ପେନସନ ମିଳିବ ବୋଲି ଭଗବନ୍ତ…

୩୫ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କଲେ ମାନ୍ ସରକାର

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ପରେ ଭଗବନ୍ତ ମାନ ଏବେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ଭଗବନ୍ତ ମାନ ମଙ୍ଗଳବାର ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜ୍ୟର ଗ୍ରୁପ୍ ସି ଏବଂ ଗ୍ରୁପ୍ ଡିର ପ୍ରାୟ ୩୫ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ସରକାର ସ୍ଥାୟୀ ଚାକିରି…

ପ୍ରତିଶ୍ରୁତି ପୂରଣ କଲା ଜନତାଙ୍କ ‘ଆପ’, ପ୍ରଥମ କ୍ୟାବିନେଟରେ ୨୫ ହଜାର ନିଯୁକ୍ତିକୁ ମୋହର

ଚଣ୍ଡିଗଡ: ୧୦ କ୍ୟାବିନେଟ ମନ୍ତ୍ରୀ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ନେତୃତ୍ୱରେ ବସିଥିଲା ବୈଠକ । ଏହି ବୈଠକରେ ୨୫ ହଜାର ନିଯୁକ୍ତି ସୃଷ୍ଟି କରିବାକୁ କ୍ୟାବିନେଟ ନିଷ୍ପତି ନେଇଛି । ୨୫ ହଜାର ଚାକିରିରୁ ୧୫ ହଜାର ପୁଲିସ ଚାକିରି ଏବଂ ୧୦ ହଜାର ଅନ୍ୟାନ୍ୟ ବିଭାଗ ପାଇଁ ରହିବ ।…

ଆପ୍‌ ର ୧୦ ଜଣ ବିଧାୟକ ନୂଆ ପଞ୍ଜାବ କ୍ୟାବିନେଟରେ ମନ୍ତ୍ରୀ ରୂପେ ଶପଥ ନେଲେ

ଚଣ୍ଡୀଗଡ଼ : ନୂଆ ପଞ୍ଜାବ କ୍ୟାବିନେଟରେ ଶପଥ ନେଲେ ଆପର ୧୦ ଜଣ ବିଧାୟକ । ଆଜି ଚଣ୍ଡିଗଡ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା ।ଏହି ଅବସରରେ ଆମ ଆଦମୀ ପାର୍ଟିର ୧୦ ଜଣ ବିଧାୟକ ମନ୍ତ୍ରୀରୂପେ ଶପଥ ଗ୍ରହଣ କରିଛନ୍ତି । ଶନିବାର ଦିନ ୧୧.୧୦ ମିନିଟରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜନ…

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ । ଏଆଇସିସି ସଭାପତି ସୋନିଆ ଗାନ୍ଧିଙ୍କ ପାଖକୁ ହାତଲେଖା ଇସ୍ତଫାପତ୍ର ପଠାଇଛନ୍ତି ସିଦ୍ଧୁ । ଧାଡ଼ିକିଆ ଇସ୍ତଫାପତ୍ର ପଠାଇଛନ୍ତି । ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେସବୁ ରାଜ୍ୟର…

ପଞ୍ଜାବରେ ଆଜିଠୁ ଆପ୍ ସରକାର: ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗଓ୍ୱନ୍ତ ମାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପଞ୍ଜାବରେ ଆଜିଠୁ ଆମ୍ ଆଦମୀ ପାର୍ଟି ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବେ ଭଗୱନ୍ତ ମାନ୍ । ସହିତ ଭଗତ ସିଂହଙ୍କ ଜନ୍ମମାଟି ଖଟକର କଲାନରେ ଶପଥ ନେବେ । ପଞ୍ଜାବର ୨୫ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗୱନ୍ତ ମାନ । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ…

ସାଂସଦ ପଦରୁ ଇସ୍ତଫା ଦେବେ ଭଗୱନ୍ତ ମାନ୍

ଦିଲ୍ଲୀ: ଆଜି ଲୋକସଭା ସାଂସଦ ପଦରୁ ଇସ୍ତଫା ଦେବେ ଆପ୍ ନେତା ଭଗୱନ୍ତ ମାନ୍ । ପଞ୍ଜାବରେ ଆପର ବିପୁଳ ବିଜୟ ପରେ ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗୱନ୍ତ । ତେବେ ଏହାପୂର୍ବରୁ ଲୋକସଭାର ସାଂସଦ ପଦରୁ ଇସ୍ତଫା ଦେବେ ମାନ୍ । କାରଣ ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ…

ଶପଥ ସମାରୋହକୁ ପଞ୍ଜାବବାସୀଙ୍କୁ ନିମନ୍ତ୍ରଣ କଲେ ମାନ୍

ଚଣ୍ଡିଗଡ: ଶନିବାର ପଞ୍ଜାବର ଭାବି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ ରାଜ୍ୟପାଳ ବନଓ୍ୱାରୀ ଲାଲ ପୁରୋହିତଙ୍କୁ ଭେଟିଛନ୍ତି । ଏଥିସହ ଆମ୍ ଆଦାମୀ ପାର୍ଟିର ବିଧାୟକ ଦଳର ନେତା ଭାବେ ସରକାର ଗଢିବା ପାଇଁ ଦାବି କରିଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି,…

୧୬ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗଓ୍ୱନ୍ତ ମାନ

ଚଣ୍ଡିଗଡ଼: ଆସନ୍ତା ୧୬ ତାରିଖରୁ ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗଓ୍ୱନ୍ତ ମାନ । ଭଗତ ସିଂହଙ୍କ ପୈତୃକ ଗାଁ ଖଟକର କଲାଣରେ ଦିନ ସାଢ଼େ ୧୨ଟାରେ ସେ ଶପଥ ନେବେ । ଏହି ସୂଚନା ଦେଇଛନ୍ତି ଭଗୱନ୍ତ ମାନ । ଆଜି ରାଜ୍ୟପାଳ ଭନୱରୀ ଲାଲ ପୁରୋହିତଙ୍କୁ ଭେଟି…

ଭାରତ ରାଜନୈତିକ ଇତିହାସରେ ପ୍ରଥମ: ୧୩ ଜଣ ଡାକ୍ତର ହେଲେ ଲୋକଙ୍କ ପ୍ରତିନିଧୀ

ଭୁବନେଶ୍ୱର: ପଞ୍ଜାବ ବିଧାନସଭା ନିର୍ବାଚନରେ ୧୩ ଜଣ ଡାକ୍ତର ବିଧାୟକ ନିର୍ବାଚିତ ହୋଇଛନ୍ତି । ଯାହା ଭାରତ ରାଜନୈତିକ ଇତିହାସରେ ପ୍ରଥମ ଥର ହୋଇଛି । ଏଭଳି ଦାବି କରିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଶୁକ୍ରବାର ଦିନ ସେ ଟ୍ୱିଟ୍ କରି ସୂଚନା ଦେଇ ସୂଚନା ଦେଇଛନ୍ତି ।…