Latest Odisha News
Browsing Category

ପଞ୍ଜାବ

Punjab

‘ବିଏସ୍‌ଏଫ୍‌’ ମେସ୍‌ରେ ଗୁଳିକାଣ୍ଡ: ୫ ଯବାନ୍‌ ନିହତ

ଅମୃତସର: ଆଜି ଅମୃତସରର ଖାସା ଗ୍ରାମରେ ଥିବା ‘ବିଏସ୍‌ଏଫ୍‌’ ମୁଖ୍ୟାଳୟ ମେସ୍‌ରେ ଗୁଳିକାଣ୍ଡ ଘଟିବାରୁ ପ୍ରାୟ ୫ଜଣ ଯବାନ୍‌ ନିହତ ହୋଇଛନ୍ତି। ‘ବିଏସ୍‌ଏଫ୍‌’ ମେସ୍‌ ଭିତରେ ନିର୍ବିଚାର ଭାବେ ଗୁଳି ଚଳାଇଥିବା କନେଷ୍ଟବଳଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଆହତମାନଙ୍କ ମଧ୍ୟରୁ…

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି

ଅମୃତସର: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ଆଜି ଗୋଟିଏ ପର୍ୟ୍ୟାୟରେ ୧୧୭ ଆସନ ପାଇଁ ଭୋଟ୍ ନିଆଯାଉଛି । ମୈଦାନେ ଅଚନ୍ତି ୧ହଜାର ୩୦୪ ପ୍ରାର୍ଥୀ । ଏମାନଙ୍କ ଭିତରେ ୯୩ ଜଣ ମହିଳା । ପଞ୍ଜାବର ମୋଟ୍ ୨ କୋଟି ୧୪ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ…

[ଦେଖନ୍ତୁ ଭିଡିଓ] ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ହସ୍ପିଟାଲ୍ ପହଂଚାଇଲେ ସୋନୁ ସୁଦ୍

ଭୁବନେଶ୍ୱର: ଅଭିନେତା ସୋନୁ ସୁଦଙ୍କ ଅଟୋବାୟୋଗ୍ରାଫୀ ନିକଟରେ ସାମ୍ନାକୁ ଆସିଥିଲା । ଟାଇଟଲ୍ ରହିଥିଲା ଆଇ ଆମ୍ ନୋ ମସିହା । ତେବେ ଏହି ଅଟେବାୟୋଗ୍ରାଫୀ ଯେ ଯଥାର୍ଥ, ତାହା ପୁଣି ସୋନୁ ସୁଦ୍ ପ୍ରମାଣିତ କରିଛନ୍ତି । ଗତକାଲି ସୋନୁ ପଂଜାବର ମୋଗା ଜିଲ୍ଲା ଦେଇ ଆସୁଥିଲାବେଳେ ଜଣେ…

ସିଦ୍ଧୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଭଉଣୀ ସୁମନ

ଅମୃତସର: ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ତାଙ୍କ ଭଉଣୀ ସୁମନ ତୁର୍ । ସିଦ୍ଧୁ ଜଣେ ନିଷ୍ଠୁର ବ୍ୟକ୍ତି । ଟଙ୍କା ପାଇଁ ସେ ଘରୁ ମା’ଙ୍କୁ ତଡି ଦେଇଥିଲେ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସିଦ୍ଧୁଙ୍କ ବିରୋଧରେ ସୁମନ ଏଭଳି ମନ୍ତବ୍ୟ ଦେଇଛନ୍ତି । ସୁମନ…

[ଭିଡ଼ିଓ] ବିଦେଶ ଯିବା ପାଇଁ ନିହାଲ ସିଂ ଗୁରୁଦ୍ୱାରରେ ଖେଳଣା ବିମାନ ପୂଜା

ପଞ୍ଜାବ: ବିଦେଶ ଯିବା ପାଇଁ ଗୁରୁଦ୍ୱାରରେ ଖେଳଣା ବିମାନ ପୂଜା । ପଞ୍ଜାବର ଶହୀଦ ବାବା ନିହାଲ ସିଂ ଗୁରଦ୍ୱାର । ଏଠାରେ ଭକ୍ତ ମାନସିକ ପୂରଣ ସହ ସ୍ୱପ୍ନକୁ ସାକାର କରିବା ପାଇଁ ଖେଳଣା ବିମାନ ପୂଜା କରିଥାନ୍ତି । ବିଶ୍ୱାସ ରହିଛି ଏପରି କଲେ ବିଦେଶ ଯିବା ସହିତ ଭିସା ସମସ୍ୟା ବି ଦୁର ହୋଇଥାଏ…

ପଞ୍ଜାବରେ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଆଜି ନାଁ ଘୋଷଣା କରିବେ କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନରେ କିଏ ହେବେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ୍ । ମଧ୍ୟାହ୍ନ ୧୨ଟା ବେଳେ ନାଁ ଘୋଷଣା ହେବ । ଏଥିପାଇଁ ଦଳ ଭିତରେ ସସପେନ୍ସ ବଢ଼ି ଚାଲିଛି…

ଘୁଞ୍ଚିଲା ପଞ୍ଜାବ ନିର୍ବାଚନ ତାରିଖ, ଫେବ୍ରୁଆରୀ ୧୪ ବଦଳରେ ୨୦ରେ ଭୋଟ୍

ନୂଆଦିଲ୍ଲୀ: ଘୁଞ୍ଚିଲା ପଞ୍ଜାବ ନିର୍ବାଚନ ତାରିଖ । ପଞ୍ଜାବ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଏହି ମତଦାନ ୧୪ ଫେବୃଆରୀରେ ହେବ ବୋଲି କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହା ଘୁଞ୍ଚି୨୦ ଫେବୃଆରୀରେ ଅନୁଷ୍ଠିତ ହେବ ।…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ: ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ତଦନ୍ତ କମିଟି ଗଠନ

ନୂଆଦିଲ୍ଲୀ: ପଞ୍ଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ଯାଞ୍ଚ ପାଇଁ ଗଠନ ହେଲା କମିଟି । ଏକ ୫ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଇନ୍ଦୁ ମାଲହ୍ରୋତାଙ୍କ ନେତୃତ୍ୱରେ କମିଟି ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ତଦନ୍ତ କରିବ । ଏହି କମିଟିରେ…

ମାଡୁଛି କରୋନା: ମେଡିକାଲ କଲେଜର ୧୦୦ ଛାତ୍ରଛାତ୍ରୀ ପଜିଟିଭ୍

ଚଣ୍ଡୀଗଡ଼: ଓମିକ୍ରନ୍ କେସ୍ ପରେ ଦେଶରେ କରୋନା ସଂକ୍ରମଣ ଅଚାନକ ଉପରମୁହାଁ ହୋଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ମେଡିକାଲ କଲେଜରେ ପଶିଲାଣି କରୋନା । ପଞ୍ଜାବର ପଟିଆଲାରେ ଥିବା ସରକାରୀ ମେଡିକାଲ୍ କଲେଜରେ ଶହେ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ଏକାଥରକେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ…

ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ, ୨ ମୃତ

ପଞ୍ଜାବ : ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ ହୋଇଛି । ବିସ୍ପୋରଣ ଏତେ ଭୟଙ୍କ ଥିଲା ଯେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି ଓ ୪ଜଣ ଗୁରୁତର ହୋଇପଡିଛନ୍ତି । ଅନେକ ଲୋକ ଆହତ ହେବା ସହ ଭୟରେ ଘଟଣା ସ୍ଥଳରୁ ପଳାଇଛନ୍ତି । ହେଲେ ଏହି ବିସ୍ପୋରଣ କାହିଁକି ଓ କିପରି…