Latest Odisha News

BREAKING NEWS

Browsing Category

ରାଜସ୍ଥାନ

Rajasthan

ମୁଣ୍ଡ ପୂରାଇଲେ ରାହୁଲ-ପ୍ରିୟଙ୍କା, ମାନିଲେ ସଚିନ୍ ପାଇଟଲ୍

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୈତିକ ସଂକଟରେ ପଡ଼ିବ ଯବନିକା । ମାନିଗଲେ ସଚିନ ପାଇଲଟ୍ । ପୁରୁଣା ମାନ ଅଭିମାନ ଛାଡ଼ି କଂଗ୍ରେସ ହିତ ପାଇଁ କାମ କରିବାକୁ ସେ ପ୍ରତିଶ୍ରୁତିବଦ୍ଧ । ରାଜସ୍ଥାନରେ କଂଗ୍ରେସ ସରକାରର ସ୍ୱାର୍ଥ ଦିଗରେ କାମ କରିବେ । ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ…

[ଭିଡ଼ିଓ] କ୍ରୋଧ ଓ ପ୍ରତିଶୋଧର ବର୍ବର ରୂପ…

ରାଜସ୍ଥାନ: ଜଣେ ଉଦ୍ଧତ ଗାଡି ଚାଳକର କାରନାମା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ରାଜସ୍ଥାନ ଆସଲପୁରର ଘଟଣା । ଯେଉଁଠି ଏକ ବୋଲେରୋ କ୍ୟାମ୍ପର ଅବିରତ ଭାବେ ଏକାଧିକ ଲୋକଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ହେଲେ ମନରେ ପ୍ରଶ୍ନ ଆସେ, କାହିଁକି ? ଖୋଳତାଡରୁ ସାମ୍ନାକୁ ଆସିଥିଲା ଘଟଣାର…

ନିର୍ଦ୍ଦେଶ ଦେଲେ ରାଜ୍ୟପାଳ, ଅଗଷ୍ଟ ୧୪ରୁ ରାଜସ୍ଥାନ ବିଧାନସଭା ଆରମ୍ଭ ହେବ

ଜୟପୁର:ରାଜ୍ୟପାଳ କଲରାଜ ମିଶ୍ର ଅଗଷ୍ଟ ୧୪ରୁ ରାଜସ୍ଥାନରେ ବିଧାନସଭା ଅଧିବେଶନ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରସ୍ତାବକୁ ରାଜ୍ୟପାଳ ୩ଥର ଖାରଜ କରିବା ପରେ ଶେଷରେ ଅନୁମତି ଦେଇଛନ୍ତି । ଏହା ଦ୍ୱାରା ଗେହଲଟ ସରକାର ଆଶ୍ୱସ୍ତି ହୋଇଛି । ସଚିନ…

ରାଜସ୍ଥାନ ରାଜନୀତି : ସଚିନଙ୍କ ପ୍ରତି ଆକ୍ଷେପ ମୂଳକ ଶବ୍ଦ ପ୍ରୟୋଗ କଲେ ଗେହଲଟ

ଜୟପୁର:ରାଜସ୍ଥାନ ରାଜନୀତିର ତାତି ସୋମବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଢ଼ାଇ ଦେଇଛନ୍ତି । ପ୍ରତିଦ୍ୱନ୍ଦ୍ୱୀ ଓ ବିରୋଧୀ ସଚିନ ପାଇଲଟଙ୍କ ପ୍ରତି ଆକ୍ଷେପ ମୂଳକ ଶବ୍ଦ ପ୍ରୟୋଗ କରିଛନ୍ତି । ପାଇଲଟ ଜଣେ ଅଦରକାରୀ, ଅଯୋଗ୍ୟ ଏବଂ ବିଶ୍ୱାସଘାତକ ଲୋକ ବୋଲି ସେ କହିଛନ୍ତି । ସେ ଦଳରେ ବାରମ୍ବାର…

ରାଜସ୍ଥାନ ରାଜନୀତି: ବିଟିପିର ୨ ବିଧାୟକଙ୍କ ୟୁଟର୍ଣ୍ଣ

ଜୟପୁର: ରାଜସ୍ଥାନ ରାଜନୀତିରେ ପ୍ରତ୍ୟେକ ଦିନ ନୂଆ ଡ୍ରାମା ଦେଖିବାକୁ ମିଳିଛି । କଂଗ୍ରେସ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିବା ଭାରତୀୟ ଟ୍ରାଇବାଲ ପାର୍ଟିର ୨ ବିଧାୟକ ୟୁ ଟର୍ଣ୍ଣ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରିବେ ବୋଲି ଶନିବାର କହିଛନ୍ତିି । ଗେହଲଟ…

ରାଜସ୍ଥାନ ରାଜନୀତି : ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ

ଜୟପୁର: ରାଜସ୍ଥାନରେ ଏବେ ରାଜନୀତି ଜୋରସୋରରେ ଚାଲିଛି । ଅଡିଓ କ୍ଲିପ ଓ ଘୋଡା ବ୍ୟାପାର ନେଇ କଂଗ୍ରେସ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଟାର୍ଗେଟ କରିଥିଲା । ଶୁକ୍ରବାର ଶେଖାୱତ ସମସ୍ତ ଅଭିଯୋଗ ଭିତିହୀନ ବୋଲି କହିଛନ୍ତି । ଯେଉଁ ଅଡିଓ କ୍ଲିପ କଂଗ୍ରେସ ଅପପ୍ରଚାର ପାଇଁ…

ବିଜେପିରେ ମିଶିବି ନାହିଁ, କଂଗ୍ରେସରେ ଅଛି: ସଚିନ ପାଇଲଟ

ଜୟପୁର: ଗେହଲଟ ପ୍ଲେନରୁ ଫାଇଟର୍ ଫାଇଟର୍ ପାଇଲଟ୍ ଆଉଟ୍ ହୋଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ସଚିନ ପାଇଲଟ ବିଦା ହେବା ପରେ ତାଙ୍କ ଗତି କୁଆଡ଼େ ? ତାଙ୍କର ପରବର୍ତ୍ତୀ ନିଷ୍ପତ୍ତି କଣ ? ବିଜେପିରେ ସାମିଲ ହେବେ କି ? ଏଭଳି ଚର୍ଚ୍ଚା ଭିତରେ ସଚିନ ପାଇଲଟ କହିଛନ୍ତି…

ରାଜସ୍ଥାନ ସଂକଟ: ଆଜି କଂଗ୍ରେସ ବିଧାୟକଙ୍କ ବୈଠକ

ରାଜସ୍ଥାନରେ ଗେହଲଟ-ପାଇଲଟ୍ କଳି ଚରମ ସୀମାରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱରେ କାମ କରିବାକୁ ରାଜି ନୁହନ୍ତି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ । ପାଇଲଟଙ୍କ ବିଦ୍ରୋହ ରାଜସ୍ଥାନରେ କଂଗ୍ରେସ ସରକାର ପାଇଁ ସଂକଟ ଘନେଇଛି । ଆଜିର ଦିନ ଗେହଲଟ୍ ସରକାର ପାଇଁ…

ଗେହଲଟ ସରକାର ଉପରେ ସଙ୍କଟ, ଆସନ୍ତୁ ଜାଣିବା ରାଜସ୍ଥାନ ସିଟ ସଂଖ୍ୟା ଗଣିତ

ଜୟପୁର: ମଧ୍ୟପ୍ରଦେଶରେ ଅପରେଶନ ଲୋଟସ ସଫଳ ହେବା ପରେ ବିଜେପି ଏବେ ରାଜସ୍ଥାନ ଉପରେ ଆଖି ପକାଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ସଚିନ ପାଇଲଟଙ୍କ ଉପରେ ସବୁ କିଛି ନିର୍ଭର କରୁଛି । ଆସନ୍ତୁ ରାଜସ୍ଥାନ ସିଟ୍ ସଂଖ୍ୟା ଗଣିତ ଉପରେ ନଜର ପକାଇବା । ରାଜସ୍ଥାନରେ ମୋଟ ସିଟ ସଂଖ୍ୟା ୨୦୦ ।…

ବାବା ରାମଦେବଙ୍କ କୋଭିଡ଼-୧୯ ଔଷଧ ବିକ୍ରି ନେଇ ରାଜସ୍ଥାନ ମନ୍ତ୍ରୀଙ୍କ ଚେତାବନୀ

ଜୟପୁର: ରାଜସ୍ଥାନ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଚେତାବନୀ ଦେଇ ଗୁରୁବାର ଦିନ କହିଛନ୍ତି, ବାବା ରାମଦେବଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ଼-୧୯ ଔଷଧ ଯେଉଁମାନେ ବିକ୍ରି କରୁଥିବେ ଧରାପଡ଼ିଲେ ଦୃଢ ପଦକ୍ଷେପ ଗ୍ରହଣ କରାଯିବ । ଏପରିକି ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ,…