Latest Odisha News
Browsing Category

ତେଲେଙ୍ଗାନା

Telengana

ହାତୀ ସହ ସାଥୀ ହେବେ ରାଣା ଡଗୁବତୀ, ରିିଲିଜ୍ ଅପେକ୍ଷାରେ ଫିଲ୍ମ !

ତେଲେଙ୍ଗାନା: ବେଶ କିଛିଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ବାହୁବଲି ଫେମ୍ ଅଭିନେତା ରାଣା ଡଗୁବତୀଙ୍କୁ ହୋଇଛି ଦୁଃସାଧ୍ୟ ରୋଗ । ସେଥିପାଇଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ଏପରିକି ସେ ରୁଗ୍‌ଣ ଦେଖାଯାଉଥିବା ଓ ତାଙ୍କ ଶରୀରର ଓଜନ କମୁଥିବା ଖବର ମଧ୍ୟ ଭାଇରାଲ୍ ହୋଇଥିଲା । ଶେଷରେ…

ମୁରଲିଧରନଙ୍କ ବାୟୋପିକ “800”ରୁ ଓହରିଲେ ବିଜୟ ସେଥୁପତି !

ତେଲେଙ୍ଗାନା: ଖବର ବେଶି ପୁରୁଣା ନୁହେଁ । ଶ୍ରୀଲଙ୍କାର ଲିଜେଣ୍ଡାରୀ କ୍ରିକେଟର୍ ତଥା ସ୍ପିନର୍ ମୁରଲିଧରନଙ୍କ ଉପରେ ବାୟୋପିକ ନିର୍ମାଣ ନେଇ ଖବର ସାମ୍ନାକୁ ଆସିଥିଲା । ଏପରିକି ପୋଷ୍ଟର ବି ରିଲିଜ ହୋଇଥିଲା । ମୁଖ୍ୟ ଭୂମିକାରେ ନଜର ଆସିଥାନ୍ତେ ସାଉଥ୍ ସୁପରଷ୍ଟାର ବିଜୟ ସେଥୁପତି । ହେଲେ…

ଜନ୍ମଦିନ କେକ୍ ଖାଇ ଦୁଷ୍କର୍ମର ଶିକାର ଯୁବତୀ !

ତେଲେଙ୍ଗାନା: ଜନ୍ମଦିନରେ ମିଳିଥିଲା ନିମନ୍ତ୍ରଣ । ଚାଲିଥିଲା କେକ୍ କଟିଂ ସେଲିବ୍ରେସନ୍ । ହେଲେ ହଠାତ୍ ଅଚେତ ହୋଇପଡିଥିଲେ ଯୁବତୀ । ହୋସ୍ ଆସିବାବେଳକୁ ହରାଇସାରିଥିଲେ ନିଜର ସବୁକିଛି । ଘଟଣାକୁ କିଛିଦିନ ବିତିଗଲା ପରେ ଶେଷରେ ସାମ୍ନାକୁ ଆସିଛି ଏହି ଲୋମଟାଙ୍କୁରା ଘଟଣା । ପୋଲିସ…

ଗୁଟୁଖା ପାଇଁ ଗିରଫ ହେବେ ଅଭିନେତା ସଚ୍ଚିନ ଜୋଶୀ !

ତେଲେଙ୍ଗାନା: ବେପାରରୁ ବେପାରୀ । ଅଭିନୟରୁ ଅଭିନେତା ।  ଏହି ଦୁଇଟି ଦିଗରେ ବେଶ ଭଲ ଭାବେ ଭାରସାମ୍ୟ ରକ୍ଷା କରିଆସୁଥିଲେ ଅଭିନେତା ସଚ୍ଚିନ ଜୋଶୀ । ତେବେ କରୋନା କଟକଣାରେ ତାଙ୍କ ସନ୍ତୁଳନ ଟିକେ ଦୋହଲିଯାଇଛି ଭଳି ମନେ ହେଉଛି । ଆଉ ସେଥିପାଇଁ ପୋଲିସ ତାଙ୍କ ବିରୋଧରେ ଆଣିଛି ବେଆଇନ ଗୁଟୁଖା…

ଫେରାରୀ ହେଲା କାଳ

ହାଇଦ୍ରାବାଦ (ତେଲେଙ୍ଗାନା): ହାଇଦ୍ରାବାଦର ମାଧପୁରର ଏକ ନିର୍ମାଣାଧୀନ ବିଲ୍ଡିଂରେ ରକ୍ଷୀ ଭାବରେ କାର୍ଯ୍ୟ କରୁଥିବା ଜଣେ ୫୦ବର୍ଷ ବୟସ୍କ ଉପରେ ଫେରାରୀ ମାଡିଯାଇଥିବା ଜଣାପଡିଛି । ବ୍ୟକ୍ତିଙ୍କ ଉପରେ ଦ୍ରୁତ ଗତିରେ ଫେରେରୀ କାର ଚଢିଯାଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।…

ମେଗା ବଜେଟ୍ ଫିଲ୍ମରେ ପ୍ରଭାସ୍ ଓ ଅମିତାଭ ବଚ୍ଚନ !

ତେଲେଙ୍ଗାନା: ଗୋଟିଏ ଫିଲ୍ମ ସାଉଥ୍ ସୁପରଷ୍ଟାର ପ୍ରଭାସ୍ ଓ ବଲିଉଡ ଲିଜେଣ୍ଡ ଅମିତାଭ ବଚ୍ଚନ । ଏପରି ସ୍ଥିତିରେ ବଜେଟ୍ ତ ନିହାତି ଆକାଶଛୁଆଁ ରହିବ । ଦୁଇ ଅଭିନେତା ଏକାଠି ଅଭିନୟ କରିବେ । ଆଉ ଏଥିରେ ତାଙ୍କୁ ସାଥ୍ ଦେବେ ବଲିଉଡର ଜଣେ ପପୁଲାର ଅଭିନେତ୍ରୀ । ମେଗା ବଜେଟ୍ ମୁଭିରେ ଅମିତାଭ…

ନିର୍ମାଣ ହେବ ମୁଥୈୟା ମୁରଲିଧରନଙ୍କ ବାୟୋପିକ !

ତେଲେଙ୍ଗାନା: ଶ୍ରୀଲଙ୍କାର ବହୁଚର୍ଚ୍ଚିତ ଅଫ୍ ସ୍ପିନର ମୁଥୈୟା ମୁରଲିଧରନଙ୍କ ଉପରେ ନିର୍ମାଣ ହେବ ବାୟୋପିକ । ତେବେ ଶ୍ରୀଲଙ୍କା ଫିଲ୍ମ ଇଣ୍ଡଷ୍ଟ୍ରୀ ନୁହେଁ ଭାରତୀୟ ଫିଲ୍ମ ମେକରଙ୍କ ଦ୍ୱାରା ନିର୍ମାଣ ହେବ ବାୟୋପିକ । ଏନେଇ ପୋଷ୍ଟର ରିଲିଜ ହୋଇସାରିଥିଲାବେଳେ ମୁଥୈୟାଙ୍କ କିର୍ଦାରରେ ନଜର…

ଏକାଠି ଆସୁଛନ୍ତି ସୁନିଲ ସେଟ୍ଟି ଓ କାଜଲ ଅଗ୍ରୱାଲ !

ତେଲେଙ୍ଗାନା: ପୋଲିସ ଅବତାରରେ ସୁନିଲ ସେଟ୍ଟି । ଭିଲେନ୍ ଅବତାରରେ ଟଲିଉଡ୍ ବ୍ୟୁଟି କାଜଲ ଅଗ୍ରୱାଲ । କେମିଷ୍ଟ୍ରୀ ଅଜବ ଥିଲେ ବି ଦୁହେଁ ପରସ୍ପରକୁ ଅନ୍‌ସ୍କ୍ରିନରେ କଡା ଟକ୍କର ଦେବେ । ଖୁବଶୀଘ୍ର ଏହି ଦୁଇ ଆକ୍ଟରଙ୍କୁ ଏକାଠି ବଡ ପରଦାରେ ଦେଖିବାକୁ ମିଳିବ । ତେଲୁଗୁ ଫିଲ୍ମ ମୋସାଗାଲୁରେ…

ହଜିଯାଇଥିଲା ପାସ୍‌ପୋର୍ଟ, ୧୬ବର୍ଷ ପରେ ଘରକୁ ଫେରିଲେ !

ତେଲେଙ୍ଗାନା: କାମ ପାଇଁ ଭିଟାମାଟି ଛାଡିଥିଲେ । ଭାବିଥିଲେ ବିଦେଶରେ ଦି ପଇସା ଆୟ କରି ଘର ପରିବାର ଚଳେଇବେ । ହେଲେ ପରିବାର କଥା ଛାଡନ୍ତୁ ୧୬ ବର୍ଷ ଧରି ଖୋଦ ନିଜେ ଘରକୁ ଫେରିପାରିନଥିଲେ । ଇଛା ବିରୋଧରେ ବିଦେଶରେ ଫସିରହିଥିଲେ । ହେଲେ ଶେଷରେ ନିଜ ଘରକୁ ଫେରିଛନ୍ତି ହାଇଦ୍ରାବାଦର ଜଣେ ୪୮…

ପୁଣିଥରେ ନିର୍ମାଣ ହେବ ଅନ୍ଧାଧୁନ୍‌, ଏଥର ଶ୍ରୀୟା ସରନ୍ !

ହାଇଦ୍ରାବାଦ: ୨୦୧୮ରେ ରିଲିଜ ହୋଇଥିଲା ବ୍ଲାକ୍ କମେଡି ଫିଲ୍ମ ଅନ୍ଧାଧୁନ୍ । ଲିଡ୍ ରୋଲ୍‌ରେ ଥିଲେ ଆୟୁଷ୍ମାନ ଖୁରାନା, ରାଧିକା ଆପ୍ଟେ ଓ ତବ୍ୱୁ । ମାତ୍ର ୩୨ କୋଟି ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ ସ୍ଲିପର୍ ହିଟ୍ ସାବ୍ୟସ୍ତ ହୋଇ ୪୫୦କୋଟିରୁ ଅଧିକ ଇନ୍‌କମ୍ କରିଥିଲା । ତେବେ ଖୁବଶୀଘ୍ର ଏହି…