Latest Odisha News

BREAKING NEWS

Browsing Category

ତେଲେଙ୍ଗାନା

Telengana

ପୁଣିଥରେ ବିବାହ କରିବେ ପ୍ରଭୁଦେବା !

ତେଲେଙ୍ଗାନା: ପ୍ରଥମେ ଅଭିନେତା ଓ ପରେ କୋରିଓଗ୍ରାଫର୍‌ରୁ ପାଲଟିଥିଲେ ନିର୍ଦ୍ଦେଶକ । ମୁକାବଲା ଭଳି ଅଲ୍ ଟାଇମ୍ ସୁପରହିଟ୍ ଗୀତରେ ଧମାକାଦାର ଡାନ୍ସ କରିଥିବା ପ୍ରଭୁଦେବା ପୁଣିଥରେ ଚର୍ଚ୍ଚାରେ । ହେଲେ ଏଥର ପ୍ରଫେସ୍ନାଲ ଲାଇଫ୍ ନୁହେଁ ବରଂ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଏହି…

ଅଭିନେତା ପ୍ରଭାସଙ୍କ ଫଟୋ ଭାଇରାଲ୍ !

ତେଲେଙ୍ଗାନା: ନିର୍ମାଣ ଓ ରିଲିଜ ପୂର୍ବରୁ ଦର୍ଶକଙ୍କ ନିକଟରେ ସତରେ ଯେମିତି ସୁପରହିଟ୍ ହୋଇସାରିଛି ଫିଲ୍ମ ଆଦି ପୁରୁଷ । ଅଗଷ୍ଟ ମାସରେ ଏହି ଫିଲ୍ମରେ ଅଭିନୟ କରିବା ନେଇ ପ୍ରଭାସ ସୋସିଆଲ୍ ମିଡିଆରେ ଲେଖିଥିଲେ । ଫିଲ୍ମରେ ସେ ପ୍ରଭୁ ରାମଙ୍କ ଅବତାରରେ ଆସୁଥିବାବେଳେ ସୋସିଆଲ୍ ମିଡିଆରେ…

ସୀତା ଖୋଜୁଛନ୍ତି ଆଦି ପୁରୁଷ !

ତେଲେଙ୍ଗାନା: ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବ ବହୁ ପ୍ରତିକ୍ଷୀତ ଫିଲ୍ମ ଆଦି ପୁରୁଷ । ଏଥିରେ ସାଉଥ୍ ସୁପରଷ୍ଟାର ପ୍ରଭାସ୍ ଅଭିନୟ କରୁଥିଲାବେଳେ ହିନ୍ଦୀ ସମେତ ଅନ୍ୟ ତିନୋଟି ଭର୍ସନରେ ବି ଫିଲ୍ମଟି ଦର୍ଶକଙ୍କ ସାମ୍ନାକୁ ଆସିବ । ଖବର ମିଳିଛି ଏହି ଫିଲ୍ମ ପାଇଁ ପ୍ରଭାସ୍…

ମାତ୍ର ୩୦ ସେକେଣ୍ଡ ପାଇଁ କେତେ ଟଙ୍କା ନିଅନ୍ତି ଏହି ସୁପରଷ୍ଟାର ?

ତେଲେଙ୍ଗାନା: ଟଲିଉଡର ଜଣେ ସୁପରଷ୍ଟାର ମାତ୍ର ୩୦ ସେକେଣ୍ଡର ବିଜ୍ଞାନ ଭିଡିଓ ପାଇଁ ନେଇଛନ୍ତି ୨୫ କୋଟି ଭଳି ମୋଟା ଅଙ୍କର ଟଙ୍କା । କରୋନା ମହାମାରୀ ତଥା କଟକଣାରେ ଯେଉଁଠି ଅନେକ ସୁପରଷ୍ଟାର ଘରେ ରହିବାକୁ ବାଧ୍ୟ ହୋଇଥିଲେ । ସେଠି ଏହି ଅଭିନେତା କିନ୍ତୁ ଖୁବ ବ୍ୟସ୍ତ ଥିଲେ । ତେବେ କିଏ ଏହି…

“RRR” ନିର୍ଦ୍ଦେଶକ ରାଜାମୌଲୀଙ୍କୁ ଖୋଲା ଧମକ ଦେଲେ ସାଂସଦ !

ତେଲେଙ୍ଗାନା: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣକ ପରେ ଜଣେ ଫିଲ୍ମ ନିର୍ଦ୍ଦେଶକଙ୍କୁ ମିଳୁଛି ଖୋଲା ଧମକ । କିଛିଦିନ ପୂର୍ବରୁ ବାୟୋପିକ ୮୦୦କୁ ନିର୍ମାଣ ନେଇ ନିର୍ଦ୍ଦେଶକ ସିନୁ ରାମାସ୍ୱାମୀଙ୍କୁ ମିଳିଥିଲା ଖୋଲା ଧମକ । ଆଉ ଏବେ "RRR" ଫିଲ୍ମର ନିର୍ଦ୍ଦେଶକ ତଥା ବାହୁବଲି ଫେମ୍ ଏସ୍‌.ଏସ୍…

ପ୍ରେମିକକୁ ଜ୍ୱାଇଁ ବନାଇ ହତ୍ୟା କଲା ଶାଶୁ

ତେଲେଙ୍ଗାନା: ଜ୍ୱାଇଁକୁ ହତ୍ୟା କରି ଆତ୍ମସମର୍ପଣ କଲା ଶାଶୁ । ଗୁରୁବାର ହାଇଦ୍ରାବାଦରେ ଘଟିଥିବା ଏହି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଝିଅ ପ୍ରତି ନିର୍ଯ୍ୟାତନା ନୁହେଁ କି ଜ୍ୱାଇଁ ମାଗିନଥିଲା ଅଧିକ ଯୌତୁକ ଟଙ୍କା । ବରଂ ଅନୈତିକ ପ୍ରେମ ସଂପର୍କ ସାଜିଥିଲା…

ଚୋରି ଗହଣା ପିନ୍ଧାଇ ଧରାପଡିଲା ଚୋର !

ତେଲେଙ୍ଗାନା: ସଫଳ ହୋଇଥିଲା ଚୋରି ଉଦ୍ୟମ । ଚୋର ହାତରେ ପଡିଥିଲା ମୂଲ୍ୟବାନ ଗହଣା । କିଏ ଓ କେମିତି ଚୋରି କରିଥିଲା ପୋଲିସ ଟେର୍ ବି ପାଇନଥିଲା । ହେଲେ ଶେଷରେ ଚୋରି ଗହଣାକୁ ପିନ୍ଧିବା ପରେ ଧରାପଡିଥିଲା ଚୋର । ହାଇଦ୍ରାବାଦରେ ଏକ ହ୍ୱାଟ୍ସଆପ୍ ଷ୍ଟାଟସ୍ ଫଟୋକୁ ଦେଖି ଜଣେ ମହିଳା ନିଜ…

ବଡ଼ ପରଦାକୁ ଓହ୍ଲାଇଲେ ପୂର୍ବତନ କ୍ରିକେଟର୍ ଇର୍ଫାନ୍ ପଠାନ୍ !

ହାଇଦ୍ରାବାଦ: ପୂର୍ବତନ ଭାରତୀୟ କ୍ରିକେଟର୍ ଇର୍ଫାନ୍ ପଠାନ୍ ସାଜିଲେ ଅଭିନେତା । କ୍ରିକେଟରୁ ସନ୍ୟାସ ନେବା ପରେ ସେ କମେଣ୍ଟ୍ରିରେ ସଂପୃକ୍ତ ଥିଲେ । ହେଲେ ଏବେ ଟଲିଉଡରେ ସେ ଆରମ୍ଭ କରିଛନ୍ତି ନିଜର ସେକେଣ୍ଡ ଇନିଂସ । ଇର୍ଫାନଙ୍କ ଡେବ୍ୟୁ ଫିଲ୍ମର ଟାଇଟଲ କୋବ୍ରା ଥିବାବେଳେ ଗତକାଲି ତାଙ୍କ…

ଅଭିନେତା ପ୍ରଭାସ୍‌ଙ୍କ ଚିନ୍ତା ବଢାଇଲା ଇଟାଲୀ !

ତେଲେଙ୍ଗାନା: ବାହୁବଲି ଆକ୍ଟର ପ୍ରଭାସଙ୍କୁ ନିଜ ଫିଲ୍ମରେ ନେବା ପାଇଁ ସମସ୍ତ ଫିଲ୍ମ ମେକର ଆଗଭର । ବହୁ ଚେଷ୍ଟା କରି ଶେଷରେ ଫିଲ୍ମ ରାଧେ ଶ୍ୟାମ ପାଇଁ ତାଙ୍କୁ ସାଇନ୍ କରାଇଥିଲେ ନିର୍ଦ୍ଦେଶକ ରାଧା କ୍ରିଷ୍ଣ କୁମାର । ଇଟାଲୀରେ ଏହି ଫିଲ୍ମର ସୁଟିଂ ଚାଲୁଥିବାବେଳେ ପ୍ରେମ କାହାଣୀ ଉପରେ…

‘RGV MISSING’ରେ ରାମ ଗୋପାଲ ବର୍ମା !

ତେଲେଙ୍ଗାନା: ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ଓରଫ RGV । ବିବାଦୀୟ ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଏହି ନିର୍ଦ୍ଦେଶକ ଶେଷରେ ଅଭିନୟ ଦୁନିଆରେ ପାଦ ଥାପିଛନ୍ତି । ପ୍ରଥମ ଥର ପାଇଁ ସେ ଏକ ଟଲିଉଡ୍ ଫିଲ୍ମରେ ଅଭିନୟ କରିବେ । ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲାବେଳେ ଟାଇଟଲ୍…