Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

[ଭିଡିଓ] ମୋବାଇଲ ଚୋରି ଅଭିଯୋଗରେ ନାବାଳିକାଙ୍କୁ ନିସ୍ତୁକ ମାଡ

ଭୁବନେଶ୍ୱର: ଏବେ ବି ଲୋକଙ୍କ ମାନସିକତାରେ ଲୁଚି ରହିଛି ଜାତିଭେଦ । କେଉଁଠି ନା କେଉଁଠି ପ୍ରତିଦିନ ସାମ୍ନାକୁ ଆସୁଛି ଜାତିଆଣ ଆକ୍ଷେପ ଜନିତ ଅଘଟଣ । ଏହି ଧାରାରେ ଜଣେ ଦଳିତ ନାବାଳିକାକୁ ମୋବାଇଲ ଚୋରି ଅଭିଯୋଗରେ ନିସ୍ତୁକ ମାଡ ମରାଯାଇଥିବାର ଭିଡିଓ ଭାଇରାଲ୍ ହୋଇଛି । ଉତ୍ତରପ୍ରଦେଶ…

ହାଡ଼ ଭାଙ୍ଗିଲା ଜାଡ଼, ମରୁଭୂମି ବାଲିରେ ବରଫ ଚାଦର

ରାଜସ୍ଥାନ: ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି । ପାରଦ ଖସିବାରେ ଲାଗିଛି । ଉତ୍ତର ଓଡ଼ିଶାରେ ମଧ୍ୟ ଜାରୀ ରହିଛି ହାଡ଼ ଭଙ୍ଗା ଶୀତ । ହାଡ଼ ଭଙ୍ଗା ଶୀତ ଫଳରେ ମରୁଭୂମିରେ ମଧ୍ୟ ପଡ଼ିଛି ବରଫ । ଏପରିକି ରାଜସ୍ଥାନର ବାଲି ଉପରେ ବରଫର ଚାଦର ପଡ଼ିଥିବା ଦେଖିବାକୁ ମିଳିଛି । ଭାରତୀୟ…

କେନ୍ଦ୍ରମନ୍ତ୍ରୀଙ୍କ ଅବିକଳ ନାଁରେ ନକଲି ଭାକ୍ସିନ୍ ସାର୍ଟିଫିକେଟ୍‌ ଭାଇରାଲ୍, ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ତେଲ, ଡାଲି ଓ ମସଲା ଭେଜାଲ୍ ହେବା ନେଇ ଆପଣ ଶୁଣିଥିବେ କିମ୍ବା ପଢିଥିବେ । ହେଲେ ଏକାଧିକ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭା ବାଚସ୍ପତିଙ୍କ ନାଁରେ ନକଲି ଭାକ୍ସିନ୍ ସାର୍ଟିଫିକେଟ୍ ବିଷୟରେ ଆପଣ କେବେ ହେଲେ ସୁରାଗ ପାଇନଥିବେ । ତେବେ ଅପରାଧର ଅନ୍ୟତମ ସହର ଉତ୍ତରପ୍ରଦେଶରେ ଏହି ଘଟଣା…

କାଶୀ ବିଶ୍ୱନାଥ କରିଡର ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ବାରଣାସୀ: ୨୦୧୯ରେ ଶୁଭ ଦେଇଥିଲେ । ଆଜି ଉଦଘାଟନ କରିବେ । ବାରଣାସୀରେ ଆଜି ବହୁ ପ୍ରତୀକ୍ଷିତ କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିଠୁ ଦୁଇ ଦିନିଆ ବାରଣାସୀ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପ୍ରଥମେ ସେ ବାବା କାଳ ଗୌରବଙ୍କ ଦର୍ଶନ କରିବେ…

ଖାକିର ଦାଦାଗିରି: କୋଳରେ ପିଲାକୁ ଧରିଥିବା ବାପାକୁ ନିର୍ଘାତ ମାଡ, ଦେଖନ୍ତୁ ଭିଡିଓ

କାନପୁର: ବର୍ବରତାର ସୀମା ପାର କଲା ଉତ୍ତରପ୍ରଦେଶ ପୋଲିସ । ଆଇନ କାନୁନର ପାଠ ପଢ଼ାଉଥିବା ପୋଲିସ ଭୁଲିଗଲା ମାନବିକତା । କାନପୁରରେ ପୋଲିସର ଏଭଳି ଏକ ଭିଡିଓ ସାମନାକୁ ଆସିଛି ଯାହାକୁ ନେଇ ସାରା ଦେଶରେ ନିନ୍ଦା କରାଯାଉଛି । ଭିଡିଓରେ ଜଣେ ପୋଲିସ କର୍ମଚାରୀ ଜଣେ ବ୍ୟକ୍ତିଙ୍କୁ ଲାଠିରେ ମାଡ଼…

ଓମିକ୍ରନ ଭୟ, ଲକ୍ଷ୍ନୌରେ ୧୪୪ଧାରା ଜାରି

ଲକ୍ଷ୍ନୌ: ଓମିକ୍ରନ ଭୟ । ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌରେ ଲାଗୁ ହୋଇଛି ୧୪୪ଧାରା । ଆଗାମୀ ଖ୍ରୀଷ୍ଟମାସ ତଥା ନୂତନ ବର୍ଷ ଉତ୍ସବରେ ବିପଦକୁ ଦୃଷ୍ଟିରେ ରଖି ଏହିଭଳି ପଦକ୍ଷେପ ନିଆଯାଇଛି । ଆଗକୁ ହେବାକୁ ଥିବା ପରୀକ୍ଷା ଏବଂ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ…

[ଭିଡିଓ] ବିଶ୍ୱାସଘାତ: ଛେପର ଲେପରେ ପ୍ରସ୍ତୁତ ହେଉଥିଲା ତନ୍ଦୁରୀ ରୁଟି

ଭୁବନେଶ୍ୱର: ଢାବା, ବିବାହ ଭୋଜିରେ ତନ୍ଦୁରୀ ନାନ୍ କିମ୍ବା ରୁଟି ଖାଉଥିଲେ ହୋଇଯାଆନ୍ତୁ ସାବଧାନ । ହୁଏ ତ ଆପଣଙ୍କ ବିଶ୍ୱାସ ସହ କେହି ସଂଘାତିକ ଖେଳ ଖେଳିଥାଇପାରନ୍ତି । ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟିକୁ ଦେଖିଲେ ଆପଣ ସବୁକିଛି ବୁଝିପାରିବେ । ଦାବି ହୋଇଛି ଏହି…

[ଭିଡିଓ] କାନପୁର ଟେଷ୍ଟ ମ୍ୟାଚରେ କମାଲ ଦେଖାଇଲେ ଶ୍ରେୟସ୍‌, ହେଲେ ଚର୍ଚ୍ଚାରେ ଏହି ବ୍ୟକ୍ତି

ଭୁବନେଶ୍ୱର: ଧିମା ପଡିଛି କରୋନା ଲହରି । ଭାରତ ବନାମ୍ ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ସୁଯୋଗ ମିଳିଛି । କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖଚାଖଚ ଦର୍ଶକମାନେ ଗିଲ୍‌, ଶ୍ରେୟସ୍ ଓ ଜାଡେଜାଙ୍କ ଅର୍ଦ୍ଧଶତକର ସାକ୍ଷୀ ସାଜିଥିଲେ । ହେଲେ କ୍ରିକେଟ୍ ମ୍ୟାଚକୁ ବାଦ୍ ଦେଲେ…

[ଭିଡିଓ] ଭାଙ୍ଗିଲା ପ୍ରଭୁ କୃଷ୍ଣଙ୍କ ମୂର୍ତ୍ତି, ସଜାଡିବାକୁ ଡାକ୍ତରଖାନା ପହଂଚିଲେ ପୂଜକ

ଭୁବନେଶ୍ୱର: ପୁରାଣ ଓ ଶାସ୍ତ୍ର ଅନୁଯାୟୀ ଦିଅଁଙ୍କୁ ବି ଜ୍ୱର ହୋଇଥାଏ । ଏଥିପାଇଁ ରହିଛି ନାନା ନୀତି ନିୟମ । ତେବେ କୌଣସି ଦେବାଦେବୀ ଆହତ କାରଣରୁ ଡାକ୍ତରଖାନା ଯିବା ବୋଧ ହୁଏ ଆପଣ କେବେ ଦେଖିନଥିବେ କିମ୍ବା ଶୁଣିନଥିବେ । ହେଲେ ଓଡିଶାଠୁ ଦୂରରେ ଥିବା ଉତ୍ତରପ୍ରଦେଶରେ ଏପରି ଏକ ଘଟଣା…

[ଭିଡିଓ] ବାରଣାସୀ ରାସ୍ତାରେ ଭିକ ମାଗୁଛନ୍ତି ବିଏସ୍‌ସି ଗ୍ରାଜୁଏଟ୍ ମହିଳା !

ଭୁବନେଶ୍ୱର: ଭଲ ଶିକ୍ଷା, ପରିବାରର ବ୍ୟକଗ୍ରାଉଣ୍ଡ ଓ ଉଚ୍ଚ ପାଉଣାଯୁକ୍ତ ଚାକିରୀ ଉପରେ ନିର୍ଭର ଆମ ଜୀବନର ମାପଦଣ୍ଡ । ହେଲେ ବେଳେବେଳେ ଆମ ଜୀବନ ଅପ୍ରତ୍ୟଶିତ ଭାବେ ଧାରା ପରିବର୍ତ୍ତନ କରିଥାଏ । ସବୁ ଥାଇ ବି ପାଖରେ କେହି ନଥାନ୍ତି । ଉଦାହରଣ ସ୍ୱରୂପ ଶିକ୍ଷାଗତ ଯୋଗ୍ୟତା ଥାଇ ସୁଦ୍ଧା ଅନେକ…