Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

କବାଡ଼ି ଖେଳାଳିଙ୍କୁ ଶୌଚାଳୟରେ ଦିଆଗଲା ମଧ୍ୟାହ୍ନ ଭୋଜନ

ଲକ୍ଷ୍ନୌ: କବାଡ଼ି ଖେଳାଳିଙ୍କୁ ଅସମ୍ମାନ। ଶୌଚାଳୟରେ ଖେଳାଳିଙ୍କୁ ଦିଆଗଲା ମଧ୍ୟାହ୍ନ ଭୋଜନ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସାହାରନପୁରସ୍ଥିତ ଡକ୍ଟର ଭୀମରାଓ ଆମ୍ବେଦକର ଷ୍ଟାଡିୟମରେ। କବାଡ଼ି ଖେଳାଳିଙ୍କୁ ଶୌଚାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଭିଡିଓ ଏବେ ସାମ୍ନାକୁ…

ଗଛରୁ ଦୁଇ ଦଳିତ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଲକ୍ଷ୍ନୌ: ପୁଣି ଦୁଷ୍କର୍ମର ଶିକାର ହେଲେ ଦୁଇ ଦଳିତ ନାବାଳିକା। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଝୁଲାଇଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏଭଳି ଜଘନ୍ୟ କାଣ୍ଡ ଘଟିଛି ଉତ୍ତର ପ୍ରଦେଶର ଲଖିମପୁର ଜିଲ୍ଲାରେ। ନିଘାସାନ ଥାନା ଅନ୍ତର୍ଗତ ତାମୋଲି ପୂର୍ବା ଗ୍ରାମ ନିକଟସ୍ଥ…

ପଞ୍ଚମ ଶ୍ରେଣୀ ବହିରେ ଜାତୀୟ ସଙ୍ଗୀତରୁ ‘ଉତ୍କଳ-ବଙ୍ଗ’ ଗାଏବ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାରୀ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ହିନ୍ଦୀ ବହିରେ ଛାପିଛି ଅଧୁରା ଜାତୀୟ ସଙ୍ଗୀତ। ତ୍ରୁଟିପୂର୍ଣ୍ଣ ଜାତୀୟ ସଙ୍ଗୀତ ପଢୁଛନ୍ତି ଲକ୍ଷାଧିକ ଛାତ୍ରଛାତ୍ରୀ। ଏନେଇ ବିବାଦ ମୁଣ୍ଡ ଟେକିଛି। ଉତ୍ତରପ୍ରଦେଶ କୌଶମ୍ବୀ ଜିଲ୍ଲାରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକର ପଞ୍ଚମ…

ଫେସବୁକ ଆଲର୍ଟରୁ ବଞ୍ଚିଗଲା ଯୁବକଙ୍କ ଜୀବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋସିଆଲ ମିଡିଆରେ ଭିଡିଓ ଲାଇଭ କରି ଆତ୍ମହତ୍ୟା କରିବା ଭଳି ବହୁ ଘଟଣା ସାମ୍ନାକୁ ଆସିଛି। ଏପରି ଘଟଣାରେ ପୀଡିତଙ୍କ ନିକଟକୁ ଠିକ ସମୟରେ ପହଞ୍ଚିବା ସମ୍ଭବପର ହେଉନାହିଁ। ତେବେ ଏପରି କ୍ଷେତ୍ରରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଡିଜିପି ମୁଖ୍ୟାଳୟକୁ ଫେସବୁକ ଏକ ନୂଆ…

ବର ଫୁଟାଇଲେ ଗୁଳି; ଚାଲିଗଲା ବରଯାତ୍ରୀଙ୍କ ଜୀବନ

ସୋନଭଦ୍ର: ବରଯାତ୍ରୀରେ ଗୁଳି ଫୁଟେଇ ସାଙ୍ଗକୁ ହତ୍ୟା କଲା ବର । ଏଭଳି ବାହାଦୁରିଆ ରୀତି ପାଇଁ ଚାଲିଗଲା ଜଣଙ୍କ ଜୀବନ । ଉତ୍ତରପ୍ରଦେଶରେ ଏକ ବାହାଘର ଏଭଳି ଦୁଃଖଦ କାଣ୍ଡରେ ପରିଣତ ହୋଇଯାଇଛି । ଖୁସି ମଉଜ କରି ବାହା ହେବାକୁ ବରଯାତ୍ରୀ ନେଇ ଗଲା ବେଳେ ଉତ୍ସାହ ବନିଯାଇଛି ଅନୁତାପ ।…

ଆମେରିକାଠୁ ଭଲ ୟୁପିର କୋଭିଡ ପରିଚାଳନା: ବିଲ୍ ମେଲିଣ୍ଡା ଫାଉଣ୍ଡେସନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କୋଭିଡ୍ ପରିଚାଳନା ଆମେରିକା ତୁଳନାରେ ଭଲ। ଆମେରିକାର ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ଏହା କହିଛି। ଫାଉଣ୍ଡେସନର ଏକ ପ୍ରତିନିଧି ଦଳ ଗୁରୁବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ସ୍ୱାସ୍ଥ୍ୟ, ପୋଷଣ ଏବଂ କୃଷି କ୍ଷେତ୍ରରେ…

ଆରଏସଏସ କାର୍ଯ୍ୟାଳୟକୁ ବୋମା ପକାଇ ଉଡାଇ ଦେବାକୁ ହ୍ୱାଟସଆପରେ ଆସିଲା ଧମକ

ଲକ୍ଷ୍ନୌ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଛଅଟି କାର୍ୟ୍ୟାଳୟକୁ ବୋମା ମାଡ଼ କରି ଉଡାଇ ଦେବାକୁ ଧମକ । ଏପରି ଧମକ ମିଳିବା ପରେ ଲକ୍ଷ୍ନୌର ମାଡ଼ିଓ୍ୱାନ୍ ଥାନାରେ ଏଫ୍ଆଇଆର ରୁଜୁ ହୋଇଛି। ପୋଲିସର କହିବା ଅନୁଯାୟୀ, ଯେଉଁ ନମ୍ବରରୁ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା ତାହାକୁ ସାଇବର ସେଲ୍…

ଝିଅ ଜନ୍ମ କରିବାରୁ ରାସ୍ତାରେ ବୋହୂକୁ ପିଟିଲେ ଶାଶୁ ନଣନ୍ଦ

ଭୁବନେଶ୍ୱର: ଝିଅ ଜନ୍ମ କରିବାରୁ ବୋହୂକୁ ରାସ୍ତା ଉପରେ ପିଟିଲେ ଶାଶୁ ନଣନ୍ଦ । ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଜଣେ ମହିଳା ଦୁଇଟି ଝିଅ ଜନ୍ମ କରିବାରୁ ତାଙ୍କ ଉପରେ ଶାଶୁ ଘର ଲୋକେ ଅତ୍ୟାଚାର କରିଥିଲେ । ଶନିବାର ଏଭଳି ଏକ ଭିଡିଓ ଭାଇରାଲ ହୋଇଛି । ସେଥିରେ ଦୁଇ ଜଣ ମହିଳା ପୀଡ଼ିତାଙ୍କୁ…

ମଙ୍କିପକ୍ସ ନେଇ ୟୁପିରେ ଆଲର୍ଟ ଜାରି: ରୋଗୀ ଚିହ୍ନଟ ଦେଶ ଫେରନ୍ତା ଆଇସୋଲେସନ୍‌ରେ ରହିବେ

ଉତ୍ତରପ୍ରଦେଶ : ସାରା ବିଶ୍ବରୁ କରୋନା ଭାଇରସ୍ ଶେଷ ହୋଇନଥିବା ବେଳେ ମଙ୍କିପକ୍ସ ଏବେ ଚିନ୍ତା ବଢାଇଛି । ସାରା ବିଶ୍ବରେ ମଙ୍କିପକ୍ସ ମାମଲା ବଢିବାରେ ଲାଗିଛି । ଏହାର ବିପଦକୁ ଦେଖି ୟୁପି ସରକାର ଆଲର୍ଟ ଜାରି କରିଛନ୍ତି । ଫଳରେ ବିଦେଶକୁ ଫେରିଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିଷ୍ପତ୍ତି…

୪ ଜଣଙ୍କୁ ଜାଳିଦେବା ପରେ ଆତ୍ମହତ୍ୟା କଲା ପ୍ରେମିକ

ଉତ୍ତରପ୍ରଦେଶ  : ପ୍ରେମ ଯୋଗୁ ନାରକୀୟ କାଣ୍ଡ ଘଟାଇଛି ଯୁବକ । ଯାହା ଦେଖିଲେ ଆଉ ଶୁଣିଲେ ଲୋମ ଟାଙ୍କୁରି ଉଠିବ । ଏକତରଫା ପ୍ରେମ କରି ଯୁବକ ଜଣକ ଘଟାଇଛନ୍ତି ଜଘନ୍ୟ କାଣ୍ଡ ।  ୪ ଜଣଙ୍କୁ ଜାଳିଦେବା ପରେ ଆତ୍ମହତ୍ୟା କଲା ପ୍ରେମିକ । ଏକତରଫା ପ୍ରେମର ପରିଣତି କେତେ ଭୟଙ୍କର ହୋଇପାରେ ତା’ର…