Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

ଏପରି ମନ୍ଦିର ଯେଉଁଠି ସନ୍ଧ୍ୟା ହେବା ମାତ୍ରେ ଆପଣାଛାଏଁ ପଡ଼େ ପହଡ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତକୁ ସାଧୁ ସନ୍ଥଙ୍କ ଦେଶ ବୋଲି କୁହାଯାଏ। ଏହା ସହିତ ଆମ ଦେଶରେ ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହା ଉପରୁ ଆଜି ପର୍ଯ୍ୟନ୍ତ ପରଦା ଉଠାଇବାରେ କେହି ସକ୍ଷମ ହୋଇନାହାନ୍ତି। ଆଜି ସେମିତି ଏକ ରହସ୍ୟମୟ ସ୍ଥାନ ବିଷୟରେ କହିବୁ ଯାହା ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ…

ଉତ୍ତରପ୍ରଦେଶର ପର୍ଶୁରାମେଶ୍ୱରପୁର ମହାଦେବ ମନ୍ଦିର: ଦର୍ଶନ କଲେ ପୁରଣ ହୁଏ ମାନସିକ

ଉତ୍ତରପ୍ରଦେଶ: ଏବେ ଶ୍ରାବଣ ମାସ ଚାଲିଛି। ଏହି ମାସର ପ୍ରତ୍ୟେକ ସୋମବାରରେ କାଉଡ଼ିଆମାନେ ଜଳାଭିଷେକ କରିବାକୁ ଆସିଥାନ୍ତି। ତେବେ କେବଳ ସୋମବାର ନୁହେଁ, ଶ୍ରାବଣ ମାସର ପ୍ରତ୍ୟେକ ଦିନର ସ୍ୱତନ୍ତ୍ର ରହିଛି। କିନ୍ତୁ ହେବାକୁ ଥିବା ପ୍ରଦୋଷ ବ୍ରତ ଏବଂ ମାନସିକ ଶିବରାତ୍ରୀର ସ୍ୱତନ୍ତ୍ର ମାନ୍ୟତା…

ଏପରି ମନ୍ଦିର, ଯେଉଁଠି ହୋଇଥାଏ ଭବିଷ୍ୟବାଣୀ

ଓଡିଶା ସମ୍ବାଦ ବ୍ୟୁରୋ : ବିଚିତ୍ରମୟ ଆମ ଭାରତବର୍ଷ। ଏହି ଦେବ ଭୂମୀରେ ରହିଛି ଅନେକ ଆଧ୍ୟାତ୍ମିକ ଝଲକ। ଯାହା ବିଶ୍ୱାସଯୋଗ୍ୟ ହେଉ ବା ନ ହେଉ ତାହା ଆଜିବି ଘଟୁଛି। ଭାରତ ଅନେକ ରହସ୍ୟମୟୀ ମନ୍ଦିରରେ ଭରି ରହିଛି। ରହସ୍ୟ ଏପରି ଭାବେ ଲୁଚି ରହିଛି ଯାହାର କାରଣ ଆଜି ପର୍ଯ୍ୟନ୍ତ କେହି ବୁଝି…

ଆବର୍ଜନା ଦେଲା ରୋଜଗାର; ମାସିକ ଆୟ ୫ଲକ୍ଷ

ବାରାଣସୀ : ବାରାଣସୀର ଶିଖା ଶାହା । ବି ଟେକ ପରେ ଭଲ ଦରମାରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କରୁଥିଲେ କାମ । ହେଲେ ଚାକିରୀ ତାଙ୍କୁ ଦେଇ ପାରିନଥିଲା ଆତ୍ମତୃପ୍ତି । ଦିଲ୍ଲୀରୁ ପରିବେଶ ବିଜ୍ଞାନରେ ସ୍ନାତକ ହାସଲ କରିବା ପରେ ଶିଖା ଅନୁଭବ କଲେ ଯେ ଅନେକ ଲୋକ ପରିବେଶ ପ୍ରତି ଧ୍ୟାନ…

ସାବତ ମା’ର ଏସିଡ ମାଡ ଶରୀରକୁ କୁରୂପ କରିଦେଲା, ତଥାପି ଜୀବନ ଯୁଦ୍ଧରେ ଚମକୁଛନ୍ତି ରୂପା

ଉତ୍ତରପ୍ରଦେଶ: ମା, କେତେ ମିଠା ଶବ୍ଦଟିଏ । ସନ୍ତାନ ପାଇଁ ମା’ ର ମନ ସବୁବେଳେ ବ୍ୟାକୁଳ । ସନ୍ତାନର ଶୁଭ ମନାସି ମା କରେ କେତେ ପୁଜା ପାଠ । ଆଉ ଯେତେବେଳେ ସେଇ ମା ସ୍ନେହ ମମତା ଭୁଲି ରାକ୍ଷାସି ପାଲଟି ଯାଏ ସେତେବେଳେ ଗୋଟେ ସନ୍ତାନ ପାଇଁ ତାର ପୁରା ପୃଥିବୀ ନିଷ୍ତବ୍ଦ ହୋଇଯାଏ । କ୍ରୋଧର…

ହିନ୍ଦୁଙ୍କୁ ବିବାହ ପାଇଁ ଧର୍ମ ତ୍ୟାଗ କଲେ ମୁସଲମାନ ଯୁବତୀ

ଲକ୍ଷ୍ନୗେ:  ପ୍ରେମ , ଅଢେଇ ଅକ୍ଷରର ଏହି ଶବ୍ଦରେ ଭରି ରହିଛି ଅନେକ ଗୁଡିଏ ମହତ୍ତ୍ବ । ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଥାଏ ଜାଣା ପଡିନଥାଏ  । ସେଥିପାଇଁ ତ ପ୍ରେମକୁ ଅନ୍ଧବୋଲି କୁହାଯାଏ । ପ୍ରେମ ଦେଖେ ନାହିଁ ଜାତି କି ନୀତି  । ଆଉ ପ୍ରେମ ମାନେ ନାହିଁ ବୟସର ତାରତମ୍ୟ ।…

କବାଡ଼ି ଖେଳାଳିଙ୍କୁ ଶୌଚାଳୟରେ ଦିଆଗଲା ମଧ୍ୟାହ୍ନ ଭୋଜନ

ଲକ୍ଷ୍ନୌ: କବାଡ଼ି ଖେଳାଳିଙ୍କୁ ଅସମ୍ମାନ। ଶୌଚାଳୟରେ ଖେଳାଳିଙ୍କୁ ଦିଆଗଲା ମଧ୍ୟାହ୍ନ ଭୋଜନ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସାହାରନପୁରସ୍ଥିତ ଡକ୍ଟର ଭୀମରାଓ ଆମ୍ବେଦକର ଷ୍ଟାଡିୟମରେ। କବାଡ଼ି ଖେଳାଳିଙ୍କୁ ଶୌଚାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଭିଡିଓ ଏବେ ସାମ୍ନାକୁ…

ଗଛରୁ ଦୁଇ ଦଳିତ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଲକ୍ଷ୍ନୌ: ପୁଣି ଦୁଷ୍କର୍ମର ଶିକାର ହେଲେ ଦୁଇ ଦଳିତ ନାବାଳିକା। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଝୁଲାଇଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏଭଳି ଜଘନ୍ୟ କାଣ୍ଡ ଘଟିଛି ଉତ୍ତର ପ୍ରଦେଶର ଲଖିମପୁର ଜିଲ୍ଲାରେ। ନିଘାସାନ ଥାନା ଅନ୍ତର୍ଗତ ତାମୋଲି ପୂର୍ବା ଗ୍ରାମ ନିକଟସ୍ଥ…

ପଞ୍ଚମ ଶ୍ରେଣୀ ବହିରେ ଜାତୀୟ ସଙ୍ଗୀତରୁ ‘ଉତ୍କଳ-ବଙ୍ଗ’ ଗାଏବ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାରୀ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ହିନ୍ଦୀ ବହିରେ ଛାପିଛି ଅଧୁରା ଜାତୀୟ ସଙ୍ଗୀତ। ତ୍ରୁଟିପୂର୍ଣ୍ଣ ଜାତୀୟ ସଙ୍ଗୀତ ପଢୁଛନ୍ତି ଲକ୍ଷାଧିକ ଛାତ୍ରଛାତ୍ରୀ। ଏନେଇ ବିବାଦ ମୁଣ୍ଡ ଟେକିଛି। ଉତ୍ତରପ୍ରଦେଶ କୌଶମ୍ବୀ ଜିଲ୍ଲାରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକର ପଞ୍ଚମ…

ଫେସବୁକ ଆଲର୍ଟରୁ ବଞ୍ଚିଗଲା ଯୁବକଙ୍କ ଜୀବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋସିଆଲ ମିଡିଆରେ ଭିଡିଓ ଲାଇଭ କରି ଆତ୍ମହତ୍ୟା କରିବା ଭଳି ବହୁ ଘଟଣା ସାମ୍ନାକୁ ଆସିଛି। ଏପରି ଘଟଣାରେ ପୀଡିତଙ୍କ ନିକଟକୁ ଠିକ ସମୟରେ ପହଞ୍ଚିବା ସମ୍ଭବପର ହେଉନାହିଁ। ତେବେ ଏପରି କ୍ଷେତ୍ରରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଡିଜିପି ମୁଖ୍ୟାଳୟକୁ ଫେସବୁକ ଏକ ନୂଆ…