Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

ଯୋଗୀଙ୍କୁ ଭେଟିଲେ ଶିବପାଲ, ପୁଣି ଆରମ୍ଭ ହେବ କି ଦଳ ଡିଆଁ ପର୍ବ ?

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ସହିତ ଶିବପାଲ ଯାଦବଙ୍କ ଦଳ ମେଣ୍ଟ କରିଥିଲା। ଏବେ କିନ୍ତୁ ନିର୍ବାଚନ ପରେ ସମାଜବାଦୀ ପାର୍ଚି ସୁପ୍ରିମୋ ତଥା ପୁତୁରା ଅଖିଳେଶ ଯାଦବଙ୍କ ସହ ଶିବପାଲଙ୍କ ମନାନ୍ତର ବଢିଛି । ଏହାକୁ ନେଇ ୟୁପି ରାଜନୀତିରେ ସପ୍ତାହେ…

ନିର୍ବାଚନ ଫଳାଫଳ ପରେ ଯାଦବ ପରିବାର ଏବଂ ମେଣ୍ଟରେ ବଢୁଛି ଅସନ୍ତୋଷ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପରେ ଦଳର ସର୍ବେସର୍ବା ଯାଦବ ପରିବାର ଏବଂ ମେଣ୍ଟରେ ଥିବା ସହଯୋଗୀ ଦଳ ମଧ୍ୟରେ ତିକ୍ତତା ବଢୁଥିବା ଦେଖିବାକୁ ମିଳିଛି। ନିର୍ବାଚନ ଫଳାଫଳ ପରେ ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମୁଖିଆ ତଥା ସଭାପତି ଅଖିଳେଶ ଯାଦବଙ୍କ ନେତୃତ୍ୱରେ ଏକ…

ଲୋକସଭାରୁ ଇସ୍ତଫା ଦେଲେ ଅଖିଳେଶ ଓ ଆଜମ ଖାନ୍

ଲକ୍ଷ୍ମୌ: ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଆଜି (ମଙ୍ଗଳବାର) ଲୋକସଭାରୁ ଇସ୍ତଫା ଦେଇଛନ୍ତି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ଅଖିଳେଶ ଯାଦବ କରହଲ ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କ ସହିତ ଅଖିଳେଶ ଯାଦବ ୨୦୧୯ରେ ଆଜାମଗଡ ଲୋକସଭା ଆସନରୁ…

ୟୁପିରେ ଏମ୍-ଓ୍ୱାଇ ଫ୍ୟାକ୍ଟର, ବିରୋଧୀଙ୍କୁ ଦେଲେ ଚକମା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ନରେନ୍ଦ୍ର ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କ ଡବଲ ଇଞ୍ଜିନ ଯୋଡ଼ି ବିଜେପିର ସ୍ୱପ୍ନକୁ ସାକାର କରିଛନ୍ତି। ବିଜେପି ପୁଣି ଥରେ ୟୁପିରେ ଶାସନ କରିବାକୁ ପ୍ରସ୍ତୁତ ହୋଇଛି। ୟୁପିରେ ବିଜେପି ୨୫୦ରୁ ଅଧିକ ଆସନରେ ବିଜୟୀ ହୋଇଛି। ମୋଦିଙ୍କ ଯାଦୁ ପୁଣି…

ୟୁପି ଲଖିମପୁର ଖେରୀର ସମସ୍ତ ଆସନର ଫଳାଫଳ ଦେଖି ଜଳକା ବିରୋଧୀ

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ପରୀକ୍ଷାରେ ପଶ୍ଚିମ ୟୁପି ଚଳିତ ଥର ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ଥିଲାା କିନ୍ତୁ ଏହି ପରୀକ୍ଷାର ଫଳାଫଳରେ ସେମିତି କିଛି ହେଲାନାହିଁ ଯେପରି ଆଶଙ୍କା କରାଯାଉଥିଲା । ଆଉ ଲଖିମପୁର ଖେରୀର ସମସ୍ତ ୮ଟି ଯାକ ଆସନରେ ବିଜେପି ବାଜିମାତ କରି ବିରୋଧୀଙ୍କୁ ଝଟକା…

ୟୁପିରେ ବିଜେପି ଜିତିବା ପରେ ରାକେଶ ଟିକାୟତ କ’ଣ କହିଲେ?

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଦଳୀୟ କର୍ମୀ ଏବଂ ନେତାଙ୍କ ବେଶ ଉତ୍ସାହିତ । ଚଳିତ ଥର ନିର୍ବାଚନ ଲଢିବା ବେଳେ ଶାସକ ବିରୋଧରେ ଅନେକ କିଛି ପ୍ରସଙ୍ଗକୁ ଏକାଠି କରିଥିଲେ ବିରୋଧୀ । ଅନ୍ୟପଟେ ଚାଷୀ ଆନେ୍ଦାଳନ ମଧ୍ୟ ରାଜନୀତିରେ ମିଶାଣ ଫେଡାଣରେ…

ଜିତିଗଲା ଦଳ, ହାରିଗଲେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ଜିତିଗଲା ଦଳ କିନ୍ତୁ ହାରିଗଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟା । ସିରାଥୁ ବିଧାନସଭା ଆସନରୁ କେଶବ ହାରିଯାଇଛନ୍ତି । ସମାଜବାଦୀ ପାର୍ଟିର ପଲ୍ଲିବୀ ପଟେଲଙ୍କ ପାଖରୁ ସେ ୭ ହଜାର ୩୩୭ ଖଣ୍ଡ ଭୋଟରେ ହାରିଛନ୍ତି । ହାରିଯାଉଥିବା ଦେଖି କେଶବ…

ୟୁପିରେ ପୁଣି ଯୋଗୀ ରାଜ୍ : ୩୭ ବର୍ଷ ପରେ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ  ୩୭ ବର୍ଷ ପରେ ବହୁମତ ସହ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି । ୟୁପିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ୨୦୧୭ ପରେ ୨୦୨୨ରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ବାକୁ ଯାଉଛି ।ଏହା ପୂର୍ବରୁ ୩୭ ବର୍ଷ…

ମୋଦୀ, ଯୋଗୀଙ୍କ ଆଗରେ ହାର ମାନିଲା ଅନ୍ଧବିଶ୍ୱାସ !

ଲକ୍ଷ୍ନୌ: ୟୁପି ରାଜନୀତିର ଗୋଟିଏ ଅନ୍ଧବିଶ୍ୱାସ ଏବେ ମିଛ ବୋଲି ପ୍ରମାଣିତ ହେବାକୁ ଯାଉଛି । ଯେଉଁ ମୁଖ୍ୟମନ୍ତ୍ରୀ ନୋଏଡାକୁ ବୁଲିବାକୁ ଆସନ୍ତି ସିଏ ନିର୍ବାଚନ ହାରିବେ । ହେଲେ ଏବେ ଏହା ଭୁଲ୍ ପ୍ରମାଣିତ ହେବାକୁ ଯାଉଛି । କାରଣ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ନୋଏଡା ଯାଇଥିଲେ…

[ଭିଡିଓ] ବିଜେପିର ବିଜୟ ନେଇ ଚାଲିଛି ”ମିର୍ଚି ଯଜ୍ଞ”

ଅମୃତସର : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପୁଣି ଥରେ କ୍ଷମତାକୁ ଫେରୁଛି ଭାରତୀୟ ଜନତା ପାର୍ଟି । ଟ୍ରେଣ୍ଡ ଅନୁସାରେ ବିଜେପି ଆଗୁଆ ମଧ୍ୟ ରହିଛି ।ଏନେଇ ଦଳର ନେତା ଓ କର୍ମୀମାନେ ଉତ୍ସାହିତ ଥିବା ସହ ''ମିର୍ଚି ଯଜ୍ଞ'' ଆୟୋଜନ କରିଛନ୍ତି । ୧୧ ଜଣ ପୁରୋହିତ ବସି ଏହି ଯଜ୍ଞ କରଛନ୍ତି ।…