Latest Odisha News

BREAKING NEWS

Browsing Category

ଫିଚର

ନଜର ଆସିଲା ବିରଳ ପାଣ୍ଡା : ଦେଖିବାକୁ ପୁରା ଧଳା

ଚୀନ୍‌: ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ରହିଛନ୍ତି । ସେଥିମଧ୍ୟରୁ କିଛି ବିରଳ ପଶୁ କାଁ ଭାଁ ଦେଖିବାକୁ ମିଳିଥାନ୍ତି । ତାହାପୁଣି ଭିନ୍ନ ଭିନ୍ନ ସ୍ଥାନରେ । ଏବେ ସେମିତି ଚୀନ୍‌ରେଏକ ବିରଳ ପାଣ୍ଡା ଦେଖିବାକୁ ମିଳିଛି । ଯାହାକୁ ବିଶେଷଜ୍ଞମାନେ ଆଲବିନୋ ପାଣ୍ଡା ବୋଲି କହିଛନ୍ତି ।…

ବଲାଙ୍ଗୀର ରାଜ ପରିବାର ଘରୋଇ କଳି, ବୋହୂ ନାଁରେ ଶାଶୁ ଘର ଲୋକ ଦେଲେ ଏତଲା

ବଲାଙ୍ଗୀର: ରାଜପରିବାର ମଧ୍ୟରେ ଚାଲିଥିବା ବୈବାହିକ ବିବାଦରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ଓ ତାଙ୍କ ବାପା ଅଜୟ ସିଂହଙ୍କ ବିରୋଧରେ ଏସସି/ଏସଟି ଆକ୍ଟରେ ମାମଲା ରୁଜୁ ହୋଇଛି। ଅର୍କେଶଙ୍କ ପରିବାର ଲୋକେ ଏହି ମାମଲା ରୁଜୁ…

ମାଟି ଖୋଳୁଥିବା ମେସିନ ଖସିପଡ଼ିଲା, ଭିତରେ ଥିବା ଡ୍ରାଇଭର ଏବଂ ହେଲପରଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲାରେ ଏକ ପଥର ଖାଦାନରେ ଖଣି ଖୋଳା ଚାଲିଥିବା ବେଳେ ଦୁର୍ଘଟଣା ଘଟି ଜଣେ ନାବାଳକଙ୍କ ସମେତ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଜେନାପୁର ଥାନା ଅଧିନରେ ଥିବା ଲୁଣିବର ଖଣିରେ ବିଳମ୍ବିତ ରାତିରେ ହୋଇଥିବା ଏହି ଦୁର୍ଘଟଣା ଆଜି ସକାଳେ ଜଣାପଡ଼ିଛି। ଦୁଇ ମୃତକ ହେଲେ…

ସବୁଠୁ ବିପଜ୍ଜନକ ଉଦ୍ଭିଦ: ଛୁଇଁଲେ ଅବସ୍ଥା ହେବ ଗୁରୁତର

ବ୍ରିଟେନ୍‌: ଦୁନିଆରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି । ଏଥିମଧ୍ୟରୁ ଆମେ କିଛି ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଲଗାଇଥିବା ବେଳେ ଆଉ କିଛି ଉଦ୍ଭିଦ ଜଙ୍ଗଲରେ ବଢିଥାନ୍ତି । ଏମିତି କିଛି ଗଛ ଅଛି, ଯାହା ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାଏ, କିନ୍ତୁ ଯଦି ଆପଣ ଏହାକୁ ସ୍ପର୍ଶ କରନ୍ତି,…

ପନ୍ତଙ୍କ ବିଶ୍ୱକପ ଖେଳିବା ସମ୍ଭାବନା ଉଜ୍ଜୀବୀତ

ନୂଆଦିଲ୍ଲୀ: କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଟିମ ଇଣ୍ଡିଆର ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ଦ୍ରୁତ ଆରୋଗ୍ୟ ହେବାରେ ଲାଗିଛନ୍ତି । ନ୍ୟାଶନାଲ କ୍ରିକେଟ ଏକାଡେମୀରେ ସେ ଅଭ୍ୟାସ ଆରମ୍ଭ କରିଛନ୍ତି । ପନ୍ତଙ୍କ ଆଉ କୌଣସି ଅପରେଶନର ଆବଶ୍ୟକତା ନାହିଁ ଏନସିଏ ପକ୍ଷରୁ ତାଙ୍କ ଉପରେ ନଜର…

ମହାକାଶରେ ବିବାହ କରିବେ ବେଜୋସ୍

ପ୍ୟାରିସ୍‌: ମହାକାଶରେ ବିବାହ କରିବେ ଆମାଜନ୍‌ର ସମ୍ପାଦକ ଜେଫ୍  ବେଜୋସ୍ । ଲରେନ ସାନଞ୍ଜେଜ୍‌ଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ବେଜୋସ୍ । ସେମାନେ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଯଦି ସେ ମହାକାଶରେ ବିବାହ କରିବେ, ତେବେ ସେ ପ୍ରଥମ ବ୍ୟକ୍ତି ଭାବେ ବିବେଚିତ ହେବେ ।…

କଟକ ଟ୍ରାଜେଡି ପରେ ୨ ଯନ୍ତ୍ରୀ ନିଲମ୍ବିତ, ନାବାଳିକାଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ସହାୟତା

କଟକ: ବକ୍ସଡ୍ରେନରେ ଫସି ନାବାଳିକା ଜଣଙ୍କ ପ୍ରାଣ ହାରିବା ପରେ ପ୍ରଶାସନ ଆକ୍ସନ୍ ମୋଡକୁ ଆସିଛି । କର୍ତ୍ତବ୍ୟରେ ଅବହେଳା ଲାଗି ନଗର ଉନ୍ନୟନ ବିଭାଗ ୨ ଜଣ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସିଏମସିର ୨ ସହକାରୀ ଯନ୍ତ୍ରୀ ସଞ୍ଜୀବ ପ୍ରଧାନ ଓ ଦିଲୀପ ସାହୁଙ୍କୁ…

କ୍ରାଶ ହୋଇଗଲା ଉତର କୋରିଆର ସ୍ପାଇ ସାଟେଲାଇଟ

ନୂଆଦିଲ୍ଲୀ: ଉତର କୋରିଆ ନିକଟରେ ସ୍ପାଇ ସାଟେଲାଇଟ ଲଂଚ କରିଥିଲା । ଚୋଲିମା-୧ ନାମକ ଏହି ସାଟେଲାଇଟ କିନ୍ତୁ ଲଂଚ ହେବାର କିଛି ସମୟ ପରେ କ୍ରାଶ ହୋଇ ଯାଇଥିଲା । ରକେଟର ଇଂଜିନରେ ତ୍ରୁଟି ରହିବା ସହ ଫୁଏଲ ସିଷ୍ଟମ ଠିକ ନ ଥିଲା । ଲଂଚ ହେବାର ଦ୍ୱିତୀୟ ଚରଣ ପରେ ସାଟେଲାଇଟର ବେଗ କମି ଯାଇଥିଲା…

ବିଜେପିର ‘ଜନସମ୍ପର୍କ ଅଭିଯାନ’, ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: କେନ୍ଦ୍ରର ମୋଦି ସରକାରକୁ ୯ ବର୍ଷ ପୂରିଛି । ୯ ବର୍ଷରେ ସରକାର କଣ କଣ କରିଛନ୍ତି । ଦେଶ କେତେ ବଦଳିଛି ? ମୋଦି ସରକାରର ଗୌରବମୟ ୯ ବର୍ଷ ଶାସନର ସଫଳତାକୁ ନେଇ ଦଳ ମାସେ ବ୍ୟାପୀ ‘ଜନସମ୍ପର୍କ ଅଭିଯାନ’ ଆରମ୍ଭ କରିବ । ଆଉ ଏହି ‘ଜନସମ୍ପର୍କ ଅଭିଯାନ’ରେ ଯୋଗ ଦେବାକୁ ଓଡ଼ିଶା…

କମ୍ପାନୀର ଅଜବ ନିୟମ: ଏକତ୍ର ଗର୍ଭବତୀ ହୋଇପାରିବେ ନାହିଁ ମହିଳା କର୍ମଚାରୀ

ଚୀନ୍‌: କୌଣସି କମ୍ପାନୀ ତାର କର୍ମଚାରୀଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରୁଥିବା କେବେ ଦେଖିଛନ୍ତି ? କିନ୍ତୁ ଚୀନ୍‌ର ଏକ କମ୍ପାନୀ ଯିଏ କିି ମହିଳା କର୍ମଚାରୀମାନଙ୍କୁ ସେମାନଙ୍କର ପରିବାର ଯୋଜନା କେବେ କରିବେ ସେନେଇ ପରାମର୍ଶ ଦେଇଥାଏ । ଯାହା ଦ୍ୱାରା ସେମାନଙ୍କର କମ୍ପାନୀ…