Latest Odisha News

BREAKING NEWS

Browsing Category

ଫିଚର

ଶବ ଚିହ୍ନଟରେ ଦ୍ୱନ୍ଦ୍ବ ହେଲେ ଡିଏନଏ ଟେଷ୍ଟ ଉପରେ ଗୁରୁତ୍ୱ, ମର ଶରୀର ରଖିବାକୁ ଆସୁଛି କଣ୍ଟେନର

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିଜ ପ୍ରିୟଜନଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ବିବ୍ରତ ବ୍ୟକ୍ତିମାନେ ଖୋଜାଖୋଜି ଜାରି ରଖିଥିବା ବେଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଏକ କଷ୍ଟସାଧ୍ୟ କାର୍ଯ୍ୟ…

କର୍ଣ୍ଣାଟକରେ ବିଜୁଳି ରାଜନୀତି, ଗୋଟିଏ ପଟେ ଦେଲେ ଆରପଟେ ନେଲେ!

ଭୁବନେଶ୍ୱର: କର୍ଣ୍ଣାଟକରେ ବିଜୁଳି ରାଜନୀତି ଏବେ ତୀଵ୍ର ହୋଇଛି। ନିର୍ବାଚନ ସମୟରେ ମାଗଣା ବିଜୁଳି ପ୍ରସଙ୍ଗକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବାବେଳେ କର୍ଣ୍ଣାଟକରେ କଂଗ୍ରେସକୁ ଜିତାଇବା ପାଇଁ ମାଗଣା ବିଜୁଳି ପ୍ରସଙ୍ଗ ପ୍ରମୁଖ ଭୁମିକା ଗ୍ରହଣ କରିଥିଲା। କିନ୍ତୁ ଏବେ କର୍ଣ୍ଣାଟକରେ…

ସୋମବାର ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ଟପିଲା ୪୦ ଡିଗ୍ରୀ

ଭୁବନେଶ୍ୱର: ସୋମବାର ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା'ଠାରୁ ଅଧିକ ରହିଥିବାରୁ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସନ୍ଧ୍ୟାରେ ଜାରି ହୋଇଥିବା ବୁଲେଟିନ୍ ଅନୁଯାୟୀ, ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ…

ବାହାନଗା ଦୁର୍ଘଟଣା: ଦୁଇଟି ଟ୍ରେନର ଲୋକପାଇଲଟ ସୁରକ୍ଷିତ, ପରିବାର ମଣୁଛନ୍ତି ଅସୁରକ୍ଷିତ

ଭୁବନେଶ୍ୱର: ଯେତେୂବେଳେ ଭାଗ୍ୟ ଓ ଭଗବାନ ସାଥ ଦେବେ ସେତେବେଳେ ଚମତ୍କାର ହଁ ହୁଏ। ସେ ଯେତେବଡ ଦୁର୍ଘଟଣା ହେଉ ନା କାହିଁକି ଏଠି ଜିତାପଟ ତାର ହୁଏ ଯାହା ଉପରେ ଭଗବାନଙ୍କ ଆଶୀର୍ବାଦ ଥାଏ। ଏଭଳି କିଛି ଘଟିଛି କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାର ଲୋକପାଇଲଟ ଓ ସହଯୋଗୀ ଲୋକପାଇଲଟଙ୍କ ସହ। ଏତେ…

ଡ୍ୟୁଟିକୁ ଫେରିଲେ ରେସଲର ଭିିନେଶ, ସାକ୍ଷୀ, ବଜରଙ୍ଗ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବ ଅଧ୍ୟକ୍ଷ ଓ ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରଙ୍କ ଆନ୍ଦୋଳନ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ଏହି ଆନ୍ଦୋଳନର ମୂଖ୍ୟ କର୍ଣ୍ଣଧାର ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ଇତି ମଧ୍ୟରେ ସେମାନଙ୍କ ରେଲୱେ ଚାକିରୀରେ ଯୋଗଦାନ…

ବାହାନଗା ସିଗନାଲ ଓ କଣ୍ଟ୍ରୋଲ ରୁମର ଅନୁଧ୍ୟାନ କଲେ ରେଲଓ୍ବେ ସେଫଟି କମିଶନର

ବାହାନଗା : ବାଲେଶ୍ୱର ବାହାନଗାରେ ଘଟିଥିବା ବିଧ୍ବଂସୀ ଟ୍ରେନ୍ ଦୁର୍ଘଟଣାର ୩ ଦିନ ପରେ ଆଜି ସକାଳେ ରେଳ ସୁରକ୍ଷା କମିଶନର ଶୈଳେଶ କୁମାର ପାଠକ ନିରପେକ୍ଷ ତଦନ୍ତର ଅଂଶବିଶେଷ ସ୍ୱରୂପ ସୋମବାର ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର କାରଣ ଖୋଜିଛନ୍ତି। ବାହାନଗା ଠାରେ ପହଞ୍ଚିବା ପରେ ପାଠକ…

ଦୁର୍ଘଟଣାକୁ ନେଇ ପ୍ରିୟଙ୍କାଙ୍କ ଟାର୍ଗେଟ, ସିଏଜି ଚେତାଇ ଦେଇଥିଲେ ସରକାର କିଛି କଲେନି!

ଭୁବନେଶ୍ୱର: ରେଳ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ଜୀବନ ଅକାଳରେ ଚାଲିଗଲା। ଚାରି ଆଡ଼େ ଦୁଃଖ ଆଉ ଶୋକର ଛାୟା। ଏହାକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ଦେଶର ପ୍ରମୁଖ ବିରୋଧୀ ରାଜନୈତିକ ଦଳ ଏ ପ୍ରସଙ୍ଗକୁ ନେଇ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରୁଛନ୍ତି। ଏଭଳି ଏକ ସ୍ପର୍ଶକାତର…

ପୁରୀ ଓଁକାରେଶ୍ୱର ମନ୍ଦିର ନିକଟରେ ଦୁର୍ଘଟଣା, ବସ ଧକ୍କାରେ ଚାଲିଗଲା ତିନି ଜୀବନ

ପୁରୀ: ଭୋଜି ଖାଇ ଫେରିବା ବେଳେ ଅଘଟଣ। ପୁରୀ ଜିଲ୍ଲାର ଓଁକାରେଶ୍ୱର ମନ୍ଦିର ନିକଟରେ ଏକ ବସ୍ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ଗଞ୍ଜାମ ଜିଲ୍ଲାର ଗୋଟିଏ ପରିବାରର ହୋଇଥିବା ବେଳେ ସେମାନେ ଏକ ନିର୍ବନ୍ଧ ଉତ୍ସବରେ ଯୋଗଦେବା ପାଇଁ ପୁରୀ ଆସିଥିଲେ ବୋଲି ଜଣାପଡ଼ିଛି।…

ନିଆରା ଢଙ୍ଗରେ ଯୋଗ ଦିବସ ପାଳନ: ମଦ ପିଇ ପିିଇ କରାଯାଏ ଯୋଗ

ଡ଼େନ୍‌ମାର୍କ: ଆଜିକାଲି ଲୋକେ ନିଜକୁ ଫିଟ୍ ରଖିବାକୁ ନିୟମିତ ଜିମ୍ ଯିବା ସହ ଯୋଗ କରିଥାନ୍ତି । ନିଜକୁ ସୁସ୍ଥ ରଖିବାକୁ ନିୟମିତ ଯୋଗ, ପ୍ରାଣାୟାମ କରିଥାନ୍ତି । ଆମେ ଯୋଗ ଦିବସ ମଧ୍ୟ ପାଳନ କରିଥାଉ । କିନ୍ତୁ ଡେନ୍‌ମାର୍କରେ ଯୋଗ ଦିବସକୁ ନିଆରା ଢଙ୍ଗରେ ପାଳନ କରାଯାଏ । ନିକଟରେ ଏହାର ଏକ…

ରେଳ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ପ୍ରତି ମୃତକଙ୍କ ପରିବାରରୁ ଜଣକୁ ଚାକିରି ଦିଅନ୍ତୁ-ଶରତ ପଟ୍ଟନାୟକ

ଭୁବନେଶ୍ୱର:ବାଲେଶ୍ୱର ରେଳ ଦୁର୍ଘଟଣାକୁ ନେଇ ବିଜେପି ସରକାର ଉପରେ ଜୋରଦାର ବର୍ଷିଛି କଂଗ୍ରେସ । ସୋମବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛି ଦଳ । ପିସିସି ସଭାପତି ଶରତ ପଟ୍ଟନାୟକ  ସୁରକ୍ଷା…