Latest Odisha News

BREAKING NEWS

Browsing Category

ଫିଚର

ମଦ ଦୁର୍ନୀତି: ସିସୋଡିଆଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ମଦ ଦୁର୍ନୀତି ମାମଲାରେ ମଙ୍ଗଳବାର ଶକ୍ତ ଧକା ଲାଗିଛି । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ସିସୋଡିଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର । ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ…

ସାଢେ ୧୧ ସୁଦ୍ଧା ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର; ରାଜଧାନୀରେ ୩୭ ଛୁଇଁଲା ପାରଦ

ଭୁବନେଶ୍ୱର: ସକାଳୁ ସକାଳୁ ବଢୁଛି ତାତି । ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି । ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରି ଦେଉଛି । ଏମିତି ଦୃଶ୍ୟ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଆଜି ସକାଳୁ ରାଜଧାନୀର ତାତି ଅସମ୍ଭାଳ ହୋଇପଡିଛି । ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୩…

ବାଲିଗୁଡ଼ାରେ ମାତିଛନ୍ତି ବାଘ, ଅଳ୍ପକେ ବର୍ତ୍ତିଲେ ପମ୍ପ ହାଉସ୍‌ର ୨ କର୍ମଚାରୀ

କନ୍ଧମାଳ : ମାତିଛି ବାଘ । ବାଲିଗୁଡ଼ାରେ ଆତଙ୍କ ଖେଳାଇଛି ବାଘ । ଖଡ଼ଗ ନଦୀ କୂଳରେ ୨ଟି ବାଘ ବୁଲୁଥିବାର ସୂଚନା ମିଳିଛି । ପମ୍ପ ହାଉସ୍‌ର ୨ ଜଣ କର୍ମଚାରୀଙ୍କୁ ବାଘ ଆକ୍ରମଣ କରିବାକୁ ଗୋଡ଼ାଇଥିବା କହିଛିନ୍ତି । ସୂଚନା ଅନୁଯାୟୀ, ଗତକାଲି ରାତି ୯ଟା ସମୟରେ ପମ୍ପ ହାଉସ୍‌ର ୨ ଜଣ…

୧୨ ଲକ୍ଷ ଲାଞ୍ଚ ନେଇ ଗିରଫ ହେଲେ କରଞ୍ଜିଆ ତହସିଲଦାର

ଭୁବନେଶ୍ୱର:ଲାଞ୍ଚ ନେବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ  । ତହସିଲଦାର ନାୟକ ଜଣେ ବ୍ୟକ୍ତିଙ୍କଠାରୁ ୨ଟି ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରା ପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, କରଞ୍ଜିଆ ତହସିଲ ଅଧୀନ…

ବୋହୂ, କୁନି ନାତୁଣୀକୁ ଧରି ସ୍କୁଟିରେ ଡାକ୍ତରଖାନା ଯାଉଥିଲେ ଜେଜେବାପା; ଚାପିଦେଲା ଟ୍ରକ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଚଷାପଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ସ୍କୁଟିରେ ଯାଉଥିଲେ  ବୋହୂ ଓ ୪ ବର୍ଷର ନାତୁଣୀଙ୍କୁ ବସାଇ ଯାଉଥିଲେ ଜେଜେବାପା । ଚାପିଦେଲା ଟ୍ରକ । ଦୁର୍ଘଟଣାରେ ଜେଜେ ବାପା ଗୁରୁତର ଆହତ ହୋଇଛନ୍ତି । ଏହାକୁ ନେଇ ଘଟଣା…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାଜାନ୍ଦ୍ରାଭିଷେକ ନୀତି, ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ : ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ରାଜାନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ନୀତି ଶେଷହେବା ପରେ ଆଜ୍ଞାମାଳ ପାଇ ମଦନମୋହନ ଖଟ ଉପରକୁ ମହାପ୍ରଭୁ ବିଜେ କରିବେ । ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନ ଭିତର ଅନ୍ଧାର କରାଯିବ ।…

ପତ୍ନୀଙ୍କୁ ହତ୍ୟା କରି ଝୁଲି ପଡ଼ିଲେ ସ୍ୱାମୀ

ଧାମନଗର: ଭଦ୍ରକ ଜିଲ୍ଲା ଧାମନଗରରେ ଦେଖିବାକୁ ମିଳିଛି ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହାଣିବା ପରେ ନିଜେ ଗଛରେ ଝୁଲି ଆତ୍ମହତ୍ୟା କରିଛି ସ୍ୱାମୀ ।  ସ୍ଥାନୀୟ ମୌଲାନା ସାହିରେ ଘଟିଛି ଏପରି  ହୃଦୟବିଦାରକ ଘଟଣା  । ଘର ଭିତରେ  ପଡିଛି ସ୍ତ୍ରୀର କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହ…

ବୈଷ୍ଣୋଦେବୀ ଯାଉଥିବାବେଳେ ବ୍ରିଜ ତଳକୁ ଖସିପଡିଲା ବସ୍: ୧୦ ମୃତ

ଶ୍ରୀନଗର: ବୈଷ୍ଣୋେଦବୀ ଯାତ୍ରାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।  ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିପଡିଲା ବସ୍ । ଦୁର୍ଘଟଣାରେ ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା…

ଏହି ସମସ୍ତ ଖାଦ୍ୟ କରନ୍ତୁ ସେବନ, କମିବ ଆପଣଙ୍କ ଓଜନ….

ମୋଟାପଣ ଚିନ୍ତାର ମୁଖ୍ୟ କାରଣ । ଓଜନ ହ୍ରାସ ନିମନ୍ତେ ସମସ୍ତେ ବହୁ ଚେଷ୍ଟା କରିବା ସତ୍ତ୍ୱେ ବିଫଳ ହୋଇଥାଆନ୍ତି । ତେବେ ଓଜନ ହ୍ରାସ ନିମନ୍ତେ ଖରାଦିନକୁ ସବୁଠାରୁ ଉତ୍ତମ ଦିନ ବୋଲି କୁହାଯାଏ। ଏହି ଋତୁରେ ମୋଟାପଣ ହ୍ରାସ ପାଇଁ ବିଭିନ୍ନ ଉପାୟ ଆପଣାଇ ପାରିବେ। ଖରାଦିନେ କିଛି ସ୍ୱତନ୍ତ୍ର…

ଆଇପିଏଲ ଟ୍ରଫି ଜିତି ଅବସର ବାବଦରେ ପ୍ରତିକ୍ରିୟା ରଖିଲେ ଏମ୍ ଏସ ଧୋନୀ

ଅହମଦାବାଦ: ଗୁଜରାଟ ଟାଇଟନ୍ସ ବିପକ୍ଷରେ ଅନ୍ତିମ ବଲରେ ମ୍ୟାଚ ଜିତିଥିବା ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ ଅବସର ବାବଦରେ ସ୍ପଷ୍ଟ କରିଛନ୍ତି। ଚଳିତଥର ଟ୍ରଫି ଜିତିଲେ ଧୋନୀ ଆଇପିଏଲରୁ ଅବସର ନେବେ ବୋଲି ତାଙ୍କ ପ୍ରଶଂସକମାନେ ଆକଳନ କରୁଥିଲେ। ମ୍ଯାଚ ଜିତିବା…