Latest Odisha News

BREAKING NEWS

Browsing Category

ଫିଚର

ଆଜି ପରିଣୀତି-ରାଘବ ନିର୍ବନ୍ଧ; ସାମ୍ନାକୁ ଆସିଲା ଭେନ୍ୟୁର ଭିଡିଓ

ମୁମ୍ବାଇ: ଆଜି ପରିଣୀତି-ରାଘବଙ୍କ ନିର୍ବନ୍ଧ । ସଜେଇ ହୋଇଛି ମଣ୍ଡପ । ସାମ୍ନାକୁ ଆସିଲା ଏନଗେଜମେଣ୍ଟ ଭେନ୍ୟୁର ଭିଡିଓ । ଆଜି ଅର୍ଥାତ ମେ’ ୧୩, ୨୦୨୩ରେ ଦିଲ୍ଲୀର କପୁରଥଲା ହାଉସରେ ଉଭୟଙ୍କର ହେବ ନିର୍ବନ୍ଧ । ଯଦିଓ ନିର୍ବନ୍ଧ ନେଇ ରାଘବ କିମ୍ବା ପରିଣୀତିଙ୍କ ପକ୍ଷରୁ ଔପଚାରିକ ଭାବେ ସୂଚନା…

କର୍ଣ୍ଣାଟକ ନିର୍ବାଚନ: ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ, କଂଗ୍ରେସକୁ ଘାରିଲା ଘୋଡା ବେପାର ଭୟ

ବେଙ୍ଗାଲୁର: ବେଙ୍ଗାଲୁରୁରେ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଭୋଟ ଗଣତିରେ ଏକାଧିକ ବୋଥ୍‌ରେ କଂଗ୍ରେସ ଆଗରେ ରହିଛି। କଂଗ୍ରେସର ବିଜୟ ଆଶା କରି କିଛି ଦଳୀୟ କର୍ମୀ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛନ୍ତି। ଅନ୍ୟପଟେ ଦଳକୁ ଘୋଡ଼ା ବେପାର ଭୟ ଘାରିଛି। କାଳେ ବିଜେପି ଟଙ୍କା ଦେଇ…

କାର୍‌ ସହ ଟ୍ରକ୍‌ ମୁହାଁମୁହିଁ, ୪ ଆହତ

ବାଲେଶ୍ୱର : ପୁରୀରୁ ଫେରିବା ବାଟରେ ଅଘଟଣ । ଟ୍ରକ୍‌ ସହ ଧକ୍କା ହେଲା କାର୍‌ । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ କିଛି ଗାଁର ଲୋକେ ପୁରୀରୁ ଫେରୁଥିଲେ । ଜଗନ୍ନାଥ…

ବିବାହ ବନ୍ଧନରେ ବାନ୍ଧି ହେଲେ ପାଲଲହଡ଼ା ବିଧାୟକ

ଅନୁଗୁଳ: ବିବାହ କଲେ ଅନୁଗୁଳ ଜିଲ୍ଲା ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ। ଗତକାଲି ଅନୁଗୋଳର ଏକ ତାରକା ହୋଟେଲରେ ହିନ୍ଦୁ ରୀତି ନୀତିରେ ବଡ଼ ଧୁମଧାମରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ବିଧାୟକ ମୁକେଶ ପାଲ ଅନୁଗୋଳ ବଣିଆବାହାଳ ଅଞ୍ଚଳର ମଧୁସୂଦନ ପଟ୍ଟନାୟକଙ୍କ ଝିଅ ଅବଲିଶା ପଟ୍ଟନାୟକଙ୍କୁ…

ଝାରସୁଗୁଡ଼ା ଉପନିର୍ବାଚନ; ପ୍ରଥମ ରାଉଣ୍ଡରେ ଦୀପାଳି ଆଗୁଆ

ଝାରସୁଗୁଡ଼ା: କିଏ ପିନ୍ଧିବ ବିଜୟ ମୁକୁଟ ? କାହାକୁ ବାଛିବେ ଝାରସୁଗୁଡ଼ାବାସୀ ? ଆଜି ସ୍ପଷ୍ଟ ହେବ ଫଳାଫଳ । ସକାଳ ସାଢେ ୮ଟାରୁ  ଆରମ୍ଭ ହୋଇଯାଇଛି  ଭୋଟ୍ ଗଣତି । ପ୍ରଥମ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ଥିବା ଜଣାଯାଇଛି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ…

ଚନ୍ଦନ ଯାତ୍ରା ବେଳେ ବିସ୍ଫୋରଣ, ୧୦ରୁ ଅଧିକ ଲୋକ ଆହତ

ଜଗତସିଂହପୁର : ଚନ୍ଦନ ଯାତ୍ରା ଚାଲିଥିବା ବେଳେ ବିସ୍ଫୋରଣ । ଘଟଣାରେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ଶାରଳାଙ୍କ ପୀଠରେ ଅଘଟଣ। ଚନ୍ଦନ ଯାତ୍ରା ଚାଲିଥିବା ବେଳେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଶ୍ରଦ୍ଧାଳୁଙ୍କ ଗହଣରେ ଚନ୍ଦନଯାତ୍ରାକୁ…

ଝାରସୁଗୁଡ଼ା ଉପନିର୍ବାଚନ; ସକାଳ ୮ରୁ ଭୋଟ ଗଣତି ଆରମ୍ଭ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିର୍ଦ୍ଧାରିତ ତାରିଖ ଅନୁସାରେ ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ଚାଲିଛି।  ଏହାପରେ ସକାଳ ସାଢ଼େ ୮ଟାରୁ ଇଭିଏମ୍ ବାଲାଟ୍ ଗଣତି ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଭୋଟ ଗଣତି ପାଇଁ ସବୁ ପ୍ରକାର…

ଗୁଜରାଟ ବିପକ୍ଷରେ ମୁମ୍ବାଇର ବିଜୟ, ‘ସ୍କାଏ’ଙ୍କ ଧୂଆଁଧାର ବ୍ୟାଟିଂ ତିଆରି କଲା ନୂଆ ରେକର୍ଡ

ଭୁବନେଶ୍ୱର: ଚଳିତ ଆଇପିଏଲର ୫୭ ତମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ବ୍ୟାଟିଂ ପୁଣି ଥରେ ଦେଖିବାକୁ ମିଳିଛି। ଏଥର ସୂର୍ଯ୍ୟଙ୍କ ବ୍ୟାଟିଂ ଏତେ ଚମତ୍କାର ଥିଲା ଯେ ସେ ଏହି ଲିଗରେ ପୂର୍ବରୁ ଯାହା କରିପାରିନଥିଲେ ତାହା ଏଥର କରି ଦେଖାଇଛନ୍ତି। ସେ ଆଇପିଏଲ ଇତିହାସରେ ପ୍ରଥମ ଶତକୀୟ…

ଇମ୍ରାନଙ୍କୁ କୋର୍ଟ ସମର୍ଥନ କରୁଛନ୍ତି କହିଲେ ପାକ୍ ପ୍ରଧାନମନ୍ତ୍ରୀ, ପ୍ରତିବାଦ କରିବାକୁ ଶାସକ ଦଳର ନିଷ୍ପତ୍ତି

ଇସଲାମାବାଦ: ଇସଲାମାବାଦ ହାଇକୋର୍ଟରେ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ପରେ ମଧ୍ୟ ତାଙ୍କୁ ତିନି ଘଣ୍ଟା ହାଇକୋର୍ଟରେ ରଖାଯାଇଥିଲା। ଶୁକ୍ରବାର ରାତିରେ ଇମ୍ରାନ ଖାନ ଏକ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି ଯେ କୋର୍ଟ ତାଙ୍କୁ ମୁକ୍ତ କରିବା ପରେ ମଧ୍ୟ ତାଙ୍କୁ ତିନି ଘଣ୍ଟା ଧରି ବନ୍ଧକ…

ରେଲଓ୍ୱେର ‘ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ’ ଆଉଟଲେଟ ଖୋଲିଲା ୩୧ଟି

ଭୁବନେଶ୍ୱର: ଓଡ଼ିଶା ସମେତ ଦେଶର ୨୧ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳର ରେଳ ଷ୍ଟେସନରେ ସ୍ଥାନୀୟ ଉତ୍ପାଦର ପ୍ରଚାର ଓ ବିକ୍ରି ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ 'ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ' (ଓଏସ୍ଓପି) ଯୋଜନା ଆରମ୍ଭ କରାଯାଇଛି। ମାର୍ଚ୍ଚ ୨୫, ୨୦୨୨ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ…