Latest Odisha News

BREAKING NEWS

Browsing Category

ଫିଚର

ଖୁବ ଶୀଘ୍ର ବାହାରିବ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର: ଖୁବ ଶୀଘ୍ର ପ୍ରକାଶ ପାଇପାରେ ସିବିଏସଇ ରେଜଲ୍ଟ । ଏ ନେଇ ସିବିଏସଇ ପକ୍ଷରୁ ସୂଚନା ଦିଆ ଯାଇଛି । ଯଦିଓ ଏଥିରେ ତାରିଖ ଓ ସମୟ ଦିଆ ଯାଇନାହିଁ ତେବେ  ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଯାଇଛି । ଅପେକ୍ଷାର ଅନ୍ତ ଘଟିଛି । ଖୁବ ଶୀଘ୍ର ରେଜଲ୍ଟ ବାହାରିବ ବୋଲି…

କେନାଲରେ ପଡ଼ିଥିବା ସନ୍ଦିଗ୍ଧ ଡ୍ରୋନ୍‌ ଦେଖି ଲୋକେ ଛାନିଆ; ପୁଲିସ ତଦନ୍ତ ପରେ ଜଣାପଡ଼ିଲା ପୂରା ଘଟଣା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ରେଙ୍ଗାଳି କେନାଲ ହୁଡ଼ାରେ ଏକ ଅଜଣା ଡ୍ରେ।ନ ପଡିଥିବା ଦେଖି ଲୋକେ ଛାନିଆ। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରେ।ନକୁ ଜବତ କରିଛି। ଡ୍ରୋନ୍‌ଟି କାହାର ଓ କେଉଁଠିକୁ ଆସିଲା ସେ ନେଇ ତଦନ୍ତ କରୁଥିବା…

ଏଟିଏମ୍‌ ଲୁଟ୍‌ କରିବାକୁ ଆସିଥିଲେ, ୭ ପିସିଆର୍‌ ଭ୍ୟାନ୍‌ରେ ଲୁଟେରାଙ୍କୁ ଗୋଡ଼ାଇଲା ପୁଲିସ୍

ବାରଙ୍ଗ: ରାଜଧାନୀ ଭୁବନେଶ୍ୱରରେ ଲୁଟ୍ ଉଦ୍ୟମ ପଣ୍ଡ। ଏଟିଏମ୍ ଲୁଟ୍ କରିବାକୁ ଆସିଥିଲେ। ହେଲେ ଦେଖିବା ମାତ୍ରେ ୭ ପିସିଆର୍ ଭ୍ୟାନ୍ ଧରି ଗୋଡ଼ାଇଲା ପୁଲିସ୍। ଲୁଟେରାମାନେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଧରିବା ପାଇଁ ୩ ଘଣ୍ଟା କାଳ ସେମାନଙ୍କ ପିଛା…

ଆଜି ଭଉଁରୀ ଯାତ୍ରା; ଶ୍ରୀକ୍ଷେତ୍ରରେ ତିନି ରଥର ହେବ ଚକ ଅଖ ଡେରା ନୀତି

ପୁରୀ: ଆଜି ଶ୍ରୀ ଜୀଉଙ୍କ ଭଉଁରୀ ଯାତ୍ରା। ଏହି ଅବସରରେ ଶ୍ରୀକ୍ଷେତ୍ରରେ ତିନି ରଥର ଚକ ଅଖ ଡେରା ନୀତି ଅନୁଷ୍ଠିହେବ। ଏଥିପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଚାଲିଛି। ସକାଳଧୂପ ସରିବା ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବେ।  ଏହାପରେ…

ଭୀଷଣ ବାତ୍ୟାରେ ପରିଣତ ହେଲା ‘ମୋକା’, ଉପକୂଳ ଛୁଇଁବା ବେଳେ ୧୬୦ କିମି ବେଗରେ ପବନ

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋକା’ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ବାତ୍ୟା ଗତି କରୁଥିବା ବେଳେ ଏବେ ପୋର୍ଟ ବ୍ଲେଆର ଠାରୁ ପଶ୍ଚିମରେ ୫୨୦ କିଲୋମଟର ଦୂରରେ ରହିଛି । ସେହିଭଳି ବାତ୍ୟା…

‘ରାଜସ୍ଥାନ ରାଜନୀତି’, ପାଇଲଟଙ୍କ କଂଗ୍ରେସ ହଟାଓ ଅଭିଯାନ ଆରମ୍ଭ !

ଭୁବନେଶ୍ୱର: ରାଜସ୍ଥାନରେ କଂଗ୍ରେସ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାକୁ ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି। ରାଜସ୍ଥାନ ଗସ୍ତରେ ଯାଇଥିବା ମୋଦି କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ଚଉକି ପାଇଁ ଏତେ ବ୍ୟସ୍ତ ଯେ ରାଜସ୍ଥାନର ବିକାଶକୁ ଅଣଦେଖା…

କର୍ଣ୍ଣାଟକରେ ରେକର୍ଡ ମତଦାନ ,ଅଧିକ ଭୋଟ କଂଗ୍ରେସକୁ ନା ବିଜେପିକୁ?

ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ଅର୍ଥାତ ଆସନ୍ତା ୧୩ ତାରିଖରେ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ ଗଣତି ହେବ। ତେଣୁ ନିର୍ବାଚନର ପ୍ରକୃତ ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି। ଏଭଳି ସ୍ଥିତିରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଭିନ୍ନ ଭିନ୍ନ ମତ ଆସୁଛି। ପ୍ରାୟ ମତ…

ଦେବୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ସାଙ୍ଗ

ଜଗତସିଂହପୁର: ଦେବୀ ନଦୀରେ ଅଘଟଣ । ଗାଧୋଇବା ବେଳେ ଭାସି ଗଲେ ୩ ଜଣ ସାଙ୍ଗ । ନାଉଗାଁ ବ୍ଲକ ବଛାଳ ସ୍ଥିତ ଦେବୀ ନଦୀରେ ଗାଧୋଇବା ବେଳେ ତିନି ଜଣ ସାଙ୍ଗ ଭାସି ଯାଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କ ମୃତଦେହ ମିଳିଛି । ଆଜି ମଧ୍ୟାହ୍ନରେ ବଛାଳ ଗାଁର ଶାନ୍ତନୁ ନାୟକ,…

ରାସ୍ତା ତଳକୁ ଖସି ପଡିଲା ଟ୍ରାକ୍ଟର; ତଳେ ଚାପି ହୋଇଗଲେ ଦୁଇ ଭାଇ

ରାୟଗଡା: ରାୟଗଡା ଜିଲ୍ଲା ଗୁଡାରି ଥାନା ମଶାରିଗୁଡା ନିକଟରେ ଘଟିଛି  ଦୁର୍ଘଟଣା ।   ବିଦ୍ୟୁତ୍ ଖୁଣ୍ଟ ବୋଝେଇ ଏକ ଟ୍ରାକ୍ଟର  ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଓଲଟି ପଡିଛି ।  ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।  ମୃତକ ଦୁଇଜଣ ସଂମ୍ପର୍କୀୟ ଦୁଇ ଭାଇ ବୋଲି…

ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ଏସଆରସିଙ୍କ ବୈଠକ, ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଣ ନିର୍ଦ୍ଦେଶ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସମୀକ୍ଷା ବୈଠକ କରିଛନ୍ତି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୪ରୁ ୫ ଦିନ ଯାଏ ତାପମାତ୍ରା ବଢ଼ିବା ସହ ଗ୍ରୀଷ୍ମ ପ୍ରଭାହ ଅନୁଭୂତ ହେବ । ପୂର୍ବାନୁମାନ ଅନୁସାରେ, ଅନୁଗୁଳ, ବୌଦ୍ଧ, ବଲାଙ୍ଗିର,…