Latest Odisha News

BREAKING NEWS

Browsing Category

ଫିଚର

ଇଣ୍ଡିଆନ ଓପନ ପାରା ଆଥଲେଟ: ଜୟନ୍ତୀ ଜିତିଲେ ହ୍ୟାଟ୍ରିକ ସ୍ୱର୍ଣ୍ଣ

ବେଙ୍ଗାଲୁରୁ: ଚଳିତ ୫ମ ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଆନ୍ତର୍ଜାତୀୟ ଚାମ୍ପିୟନଶିପରେ ଓଡିଶାର ଜୟନ୍ତୀ ବେହେରାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ୨୦୦ ମିଟରରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ତାଙ୍କର ହ୍ୟାଟ୍ରିକ ସ୍ୱର୍ଣ୍ଣ । ୨୩ ବର୍ଷୀୟା ଏହି ଆଥଲେଟ ଶ୍ରୀଲଙ୍କାର ଦୁଇ…

ମୋଟା ବିଲେଇ ପ୍ରତିଯୋଗିତା: ବହୁ ଭାଗ ନେଲେ, ପୁରସ୍କୃତ ହେଲେ

ମାଲେସିଆ: ଆଜିର ସମୟରେ ଲୋକମାନେ ଫିଟନେସ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି । ମେଦବହୁଳତା ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ । ଏହି କାରଣରୁ, ଲୋକମାନେ ସେମାନଙ୍କର ଓଜନ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାନ୍ତି । ଏହା କେବଳ ମଣିଷମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ବରଂ ପଶୁମାନଙ୍କ କ୍ଷେତ୍ରରେ…

ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ଲୁଟୁଥିଲେ, ବାନ୍ଧିଲା ଏସଟିଏଏଫ୍

ଭୁବନେଶ୍ୱର: ନକଲି ଭିଜିଲାନ୍ସ ଅଧିକାରୀ ଗିରଫ । ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭୟଭୀତ କରାଇବା, ଲାଞ୍ଚ ନେବା ଓ ବଟି ଆଦାୟ କରୁଥିବା ଅଭିଯୋଗରେ ଏସଟିଏଫ୍ ଜଣଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଉଛନ୍ତି, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର…

ଭୟଙ୍କର ଦୁର୍ଘଟଣାରେ ଆଖି ବୁଜିଲେ ପରିବାରର ୫ ସଦସ୍ୟ

ପାଟନା: ବିହାରର ବୈଶାଳୀ ଏବଂ ମୁଜାଫରପୁର ଏନଏଚ ୨୮ରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା  । ବାହାଘର ଭୋଜିରେ ଯୋଗ ଦେବାକୁ ଯାଇଥିବା ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି ଶନିବାର ଦିନ ରାତିରେ । ମୁର୍ଜାଫରପୁରର କାଣ୍ଟି ଥାନା ଇଲାକାରେ…

ପ୍ରତ୍ୟେକ ଲେଖକ ଜଣେ ସମୀକ୍ଷକ : ପ୍ରତିଭା ସାହୁ

ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ୱଳ ନକ୍ଷତ୍ର ହେଉଛନ୍ତି ପ୍ରତିଭା ସାହୁ । ଭାବ ଭାଷା ଓ ଚରିତ୍ରର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର କଳେବର ସବୁବେଳେ ଜୀବନ୍ତ। ଚରିତ୍ରମାନଙ୍କ ଅନ୍ତର୍ଚେତନାରୁ କୌଶଳ କ୍ରମେ ଗଭୀର ଅନୁଭବକୁ ନିଜ ଭିତରକୁ ସଞ୍ଚାରି ଆଣି ତାକୁ ନେଇ ସେ ସୃଷ୍ଟି କରନ୍ତି କବିତା, ଗଳ୍ପ…

ମେ’ ୯ରେ ସାରା ଦେଶରେ ସାମୁହିକ ହନୁମାନ ଚାଳିଶା ପାଠ

ନୂଆଦିଲ୍ଲୀ:  ସାରା ଦେଶରେ ହେବ ସାମୁହିକ ହନୁମାନ ଚାଳିଶା ପାଠ । ମେ’ ୯ ତାରିଖରେ ସାରା ଦେଶରେ ଏକ ସମୟରେ ଗୁଞ୍ଜରିତ ହେବ ହନୁମାନ ଚାଳିଶା । ଏହି ହନୁମାନ ଚାଳିଶା ପାଠ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜନ କରାଯାଉଛି । କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ କରିବା ପାଇଁ କଂଗ୍ରେସର…

ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ- ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ମେ’ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ରବିବାର ଏକ ସାକ୍ଷାତକାରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ମେ ତୃତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ ।…

ହିଂସାଗ୍ରସ୍ତ ମଣିପୁରରୁ ୧୦ ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ଓଡ଼ିଶା ଫେରିଲେ

ଭୁବନେଶ୍ୱର:ଇମ୍ଫାଲସ୍ଥିତ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ପଢୁଥିବା ୧୦ ଜଣ ଓଡ଼ିଆ ଛାତ୍ର ମଣିପୁର ହିଂସାକୁ ଦୃଷ୍ଟିରେ ରଖି ଓଡ଼ିଶା ଫେରି ଆସିଛନ୍ତି । ସେମାନେ ରବିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପ୍ରଥମ ପର୍ଯ୍ୟାୟରେ କିଛି ଛାତ୍ରଛାତ୍ରୀ ଆଜି ଓଡିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି ।…

ଆସନ୍ତାକାଲି ସକାଳ ସୁଦ୍ଧା ଲଘୁଚାପ; ତା’ ପରେ ସ୍ପଷ୍ଟ ହେବ ବାତ୍ୟାର ଗତିପଥ

ଭୁବନେଶ୍ୱର:ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଦେଖା ଦେଇଥିବା ଘୂର୍ଣ୍ଣି ବଳୟ ଆସନ୍ତାକାଲି ସକାଳ ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ରବିବାର ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହା ୯ ତାରିଖ ଅଧିକ ଘନିଭୂତ ହୋଇ ଲଘୁଚାପର ରୂପ ନେଇପାରେ । ଲଘୁଚାପ…

ମଣିପୁର ହିଂସାକୁ ନେଇ ବିଜେପିକୁ ଟାର୍ଗେଟ କଲେ ଶଶି ଥରୁର; କହିଲେ, ରାଷ୍ଟ୍ରପତି ଶାସନ ଜାରିର ସମୟ ଆସିଛି

ଇମ୍ଫାଲା: ବିଗୁଡୁଛି ମଣିପୁର ସ୍ଥିତି । ଉଗ୍ରରୂପ ନେଇଥିବା ହିଂସା ଏବେ ରାଜନୈତିକ ମୋଡ ନେଉଛି ।  କଂଗ୍ରେସ ନେତା ଶଶି ଥରୁର ମଣିପୁରରେ ଆଦିବାସୀ ଏବଂ ପ୍ରଭାବଶାଳୀ ମୈତାଈ ସମୁଦାୟ ମଧ୍ୟରେ ଦେଖା ଦେଇଥିବା ସଂଘର୍ଷକୁ ନେଇ ବିଜେପିକୁ ଟାର୍ଗଟ କରିଛନ୍ତି । ସେ ଏଠାରେ ରାଷ୍ଟ୍ରପତି ଶାସନ…