Latest Odisha News

BREAKING NEWS

Browsing Category

ଫିଚର

ଦୁଃଖୀ ଦେଶ ଭାରତ; ୧୩୫ଟି ଖୁସି ଦେଶ ତାଲିକାରେ ୧୨୫ ନମ୍ବରରେ ରହିଛି

ହଜି ଯାଉଛି ହସ । ଯାହା ସ୍ୱତସ୍ପୃତ ଭାବେ ଓଠରୁ କଣରୁ ନିଗିଡ ଆସିବା କଥା ତାହା ପାଇଁ ଅଭ୍ୟାସ କରିବାକୁ ପଡୁଛି । ସେ ଅଭ୍ୟାସରେ ପୁଣି ଏ ମଣିଷ ଫେଲ ମାରୁଛି ।  ଯେଉଁ ହସ ପାଇଁ ଏତେ ସଂଘର୍ଷ..ଏତେ ପ୍ରତିଯୋଗିତା ସେ କାହିଁକି ଏମିତି ଦୂରେଇ ଦୂରେଇ ଯାଉଛି । କେଉଁଠି ଏ ଲୁଚି ଯାଉଛି ଏ…

ବ୍ରହ୍ମପୁରରେ ପୁଣି ବୁଲିଲା ଖଣ୍ଡା, ବସ୍‌ ହକରଙ୍କୁ ନିର୍ମମ ଭାବେ କଲେ ହତ୍ୟା   

ବ୍ରହ୍ମପୁର : ରେଶମ ନଗରୀରେ ପୁଣି ବୁଲିଲା ଖଣ୍ଡା। ଗଡ଼ିଲା ମୁଣ୍ଡ, ବୋହିଲା ରକ୍ତର ନଦୀ। ବଡ଼ବଜାର ଥାନା ଆଚାର୍ଯ୍ୟ ବିହାରରେ ହତ୍ୟାକାଣ୍ଡ । ରାସ୍ତା ଉପରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ବଡ଼ବଜାର ଥାନା ଅନ୍ତର୍ଗତ…

ସପିଂ ମଲ୍ ଭିତରେ ଆଖିବୁଜା ଗୁଳିମାଡ; ୯ ମୃତ

ୱାଶିଂଟନ:ଆମେରିକାରେ  ପୁଣି ଫୁଟିଲା ଗୁଳି । ଦୁର୍ବୃର୍ତ୍ତଙ୍କ ଆଖିବୁଜା ଗୁଳିମାଡରେ ଥରିଲା ଟେକ୍ସାସ ସହର । ଟେକ୍ସାସର ଏକ ସପିଂ ମଲରେ ହୋଇଛି ଭୟଙ୍କର ଗୁଳିକାଣ୍ଡ । ଏଥିରେ ୮୯ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଅନ୍ୟପକ୍ଷେ ପୋଲିସର ପ୍ରତି ଆକ୍ରମଣରେ ଶୁଟରର ବି ମୃ୍ତ୍ୟୁ ଘଟିଛି ।…

ବନ୍ତଳା ବନାଞ୍ଚଳ ତଳଗଡ଼ରେ ବୃଦ୍ଧାଙ୍କୁ ଦଳି ମାରିଲା ହାତୀ

ଅନୁଗୁଳ : ପୁଣି ହାତୀ ଆକ୍ରମଣରେ ଚାଲିଗଲା ଜଣକ ଜୀବନ । ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭)ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଆଜି ଭୋର ୫ଟାରେ ଗାଁ ନିକଟରେ ଥିବା ଆମ୍ବ ବାଡିକୁ ଆମ୍ବ…

ଆଜି କମ୍ପିବ ଝାରସୁଗୁଡ଼ା, ନିର୍ବାଚନ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡ଼ା : ପାଖେଇ ଆସିଲାଣି ଝାରସୁଗୁଡ଼ା ନିର୍ବାଚନ । ଭୋଟରଙ୍କୁ ମନାଇବାକୁ ସବୁ ଦଳ ମନାଇଛନ୍ତି ମାରାଥନ୍‌ ପ୍ରଚାର । ଆଜି ଦୁଲୁକିବ ମୈଦାନ । ଝାରସୁଗୁଡ଼ାରେ ହାଇଭୋଲଟେଜ୍‌ ପ୍ରଚାର ଦେଖିବାକୁ ମିଳିବ । ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ…

ଏମିତି ଏକ ଦେଶ: ଯେଉଁଠି ଡ଼୍ରଗ୍ସ ରଖିବା ଆଇନଗତ, ତଥାପି ଏହା ଦୁନିଆର ସବୁଠାରୁ ଶାନ୍ତିପୂର୍ଣ୍ଣ ଦେଶ

ପର୍ତ୍ତୁଗାଲ : ପ୍ରତ୍ୟେକ ଦେଶରେ ବିଭିନ୍ନ ଅବକାରୀ ଜିନିଷ ଖୁଲମ୍‌ଖୁଲା ବିକ୍ରି କରାଯାଇ ନ ଥାଏ । ଏଥିଲାଗି ବହୁ କଟକଣା ମଧ୍ୟ ରହିଛି । କିନ୍ତୁ ଏପରି ଏକ ଦେଶ ଅଛି, ଯେଉଁଠି ଡ୍ରଗ୍ସ ରଖିବା ମଧ୍ୟ ଆଇନଗତ ଅଟେ । ତେଣୁ ଏହା ଦୁନିଆର ସବୁଠାରୁ ମଦ୍ୟପ ଦେଶ ଭାବେ ପରିଚିତ । ଜାଣିକି ଆଶ୍ଚର୍ଯ୍ୟ…

କୁନି ଝିଅର କମାଲ: ୪ ମିନିଟ୍‌ରେ ୨୫୪ ଟି ଦେଶର ପତାକା ଚିହ୍ନି ବିଶ୍ୱ ରେକର୍ଡ

ମାଲେସିଆ: କୌଣସି ଦେଶ ପାଇଁ ଏହାର ଜାତୀୟ ପତାକା ଅତ୍ୟନ୍ତ ସମ୍ମାନଜନକ । ଏହି ଜାତୀୟ ପତାକା ଦେଶର ସ୍ୱାଭିମାନ ଓ ଗୌରବମୟ ଐତିହ୍ୟର ପରିଚିତି ବହନ କରେ । ବିଭିନ୍ନ ଦେଶର ଜାତୀୟ ପତାକାକୁ ଚିହ୍ନିବା ସମସ୍ତଙ୍କ ପାଇଁ ସହଜ ହୋଇ ନ ଥାଏ । କିନ୍ତୁ ମାଲେସିଆର ଜଣେ ମାତ୍ର ଆଠ ବର୍ଷର କୁନି ଝିଅ କମ…

ଦୁନିଆର ସବୁଠୁ ବଡ ହଳ : ଯାହାର ଓଜନ ୩୦ ହଜାର କିଲୋ

ଜର୍ମାନୀ: ଆଗରୁ ଚାଷ କାର୍ଯ୍ୟରେ ବଳଦ ହଳ ବ୍ୟବହାର କରାଯାଉଥିଲା । ହେଲେ ଯୁଗ ବଦଳିବା ସହିତ ଏହି କାର୍ଯ୍ୟକୁ ହଳ ବଦଳରେ ମେସିନ କରୁଛି । ତେବେ ଦୁନିଆର ସବୁଠୁ ବଡ ହଳ ଦେଖିଛନ୍ତି ? ଯାହା ବହୁ ବର୍ଷ ପୂର୍ବେ କାର୍ଯ୍ୟ କରୁଥିଲା । ଏହିି ହଳ ଏବେ ଜର୍ମାୀର ଏକ ସଂଗ୍ରହାଳୟରେ ପଡ଼ି ରହିଛି ।…

‘ମୁଦ୍ରାସ୍ପୀତି ନିୟନ୍ତ୍ରଣକୁ ଆଣିବାକୁ ପ୍ରୟାସ ହେଉଛି, ଖୁବଶୀଘ୍ର ତଳକୁ ଆସିବ’

ନୂଆଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତି ବା ମହଙ୍ଗା ଲୋକଙ୍କ ପକେଟ ଉପରେ ବଡ ବୋଝ ପାଲଟିଛି। ଏହି ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଦେଶରେ ମୁଦ୍ରାସ୍ଫୀତି ସହନଶୀଳତା ସ୍ତରଠାରୁ ଟିକିଏ ଅଧିକ ରହିଛି। ଏପରି କ୍ଷେତ୍ରରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ବର୍ତ୍ତମାନ…

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ବିଜେଡି ସାଂସଦଙ୍କ ନିବେଦନ, ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଖୋଲାଯାଉ ଓଡ଼ିଆ ବିଭାଗ

ଭୁବନେଶ୍ୱର: ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା ପାଇଁ ଏକ ବିଭାଗ ପ୍ରତିଷ୍ଠା କରିବାକୁ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିବେଦନ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଅମର ପଟ୍ଟନାୟକ ଓଡ଼ିଆ ଭାଷାର ଗୁରୁତ୍ୱ ଓ…