Latest Odisha News

BREAKING NEWS

Browsing Category

ଫିଚର

ରଜୌରୀରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜନାଥ, ଚାଲିଛି ସର୍ଚ୍ଚ ଅପରେସନ

ଶ୍ରୀନଗର: ଶ୍ରୀନଗରର ଅନେକ ସ୍ଥାନରେ ସେନା ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ କରୁଛି। ସେପଟେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜମ୍ମୁର ରଜୌରୀରେ ପହଞ୍ଚି ଗତକାଲି ସହିଦ ହୋଇଥିବା ପାଞ୍ଚଜଣ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାପୂର୍ବରୁ ଉପ ରାଜ୍ୟପାଳ…

ଅନ୍ ଲାଇନ୍ ଲାଇଭ ଷ୍ଟ୍ରିମିଂ ବେଳେ ବିଚାରପତିଙ୍କୁ ଟ୍ରେନିଂ ଆବଶ୍ଯକ: ପ୍ରଧାନ ବିଚାରପତି

କଟକ: ଅନଲାଇନରେ ମାମଲାର ଶୁଣାଣିକୁ ନେଇ ଦେଶର ପ୍ରଧାନ ବିଚାରପତି ଡି. ଓ୍ୱାଇ ଚନ୍ଦ୍ରଚୁଡ କଟକରେ ଏକ ବଡ଼ ବୟାନ ଦେଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ଅନଲାଇନ୍ ଶୁଣାଣିରେ ଏକ ବଡ଼ ପ୍ରସଙ୍ଗ ରହିଛି ଯେ ଏଠାରେ ଅତି ଯତ୍ନର ସହ କହିବାର ଆବଶ୍ୟକତା ରହିଛି। ଶୁଣାଣିର ଲାଇଭ୍ ଷ୍ଟ୍ରିମିଂ…

ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲରେ ୭୦୦୦ ରନ କଲେ କୋହଲି

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲରେ ୭୦୦୦ ରନ କରିଛନ୍ତି । ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଅକ୍ଷର ପଟେଲଙ୍କ ବଲରେ ଚୌକା ମାରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୦୮ରେ ବିରାଟ ଆଇପିଏଲରେ ବାଙ୍ଗାଲୋର…

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଜୁଳିକାଟ୍ ଘଟଣା ଓଡ଼ିଶାକୁ ନିନ୍ଦିତ କରିଛି: ବିଜେପି

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଜୁଳିକାଟ୍ ସାରା ଦେଶରେ ଓଡ଼ିଶାକୁ ଲଜ୍ଜିତ କଲାଭଳି ଘଟଣା। ଏହା କହିଛି ବିଜେପି। ଯେଉଁ ବିଦ୍ୟୁତ ବିଭ୍ରାଟ ହେଲା ତାହା ମହାମହିମ ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲାଭଳି ଘଟଣା । ଯାହା ରାଜ୍ୟ ସରକାରଙ୍କ ଅବହେଳା ପ୍ରଦର୍ଶନକୁ…

ନୀତୀଶଙ୍କ ‘ବିରୋଧୀ ଦଳର ଏକତା’କୁ ସମର୍ଥନ କରିବେ କହିଲେ ଶରଦ ପାଓ୍ୱାର

ମୁମ୍ବାଇ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦଳ ବିଜେପି ବିରୋଧରେ…

ଧଳା ରଙ୍ଗର କୋବ୍ରା ଠାବ୍‌, ଦୁନିଆର ସବୁଠୁ ଅଧିକ ବିଷାକ୍ତ

ତାମିଲନାଡ଼ୁ: ସମସ୍ତେ କିଙ୍ଗ୍ କୋବ୍ରାକୁ ଦେଖିଥିବେ ନିଶ୍ଚୟ । ଏହି ସାପ ଦୁନିଆର ସବୁଠାରୁ ଅଧିକ ବିଷାକ୍ତ ସାପ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ । ଯଦି ଏହା ଛିଡା ହୁଏ ତେବେ ଲୋକଙ୍କ ମୁଣ୍ଡକୁ ସିଧାସଳଖ ଚୋଟ ମାରିପାରେ । ପ୍ରାୟତଃ ଏହାର ଶରୀରର ରଙ୍ଗ କଳା କିମ୍ବା ଧୁସର ରଙ୍ଗ ହୋଇଥାଏ…

ବାତ୍ୟା ମୋଚାର ପ୍ରଭାବ, ଆସନ୍ତା ୫ ଦିନ ଯାଏ ଦେଶକୁ ହିଟ୍ ଓ୍ବେଭରୁ ମୁକ୍ତି

ନୂଆଦିଲ୍ଲୀ: ସାରା ଦେଶରେ ହିଟ୍ ଓ୍ବେଭ୍ ବା ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଗାମୀ ପାଞ୍ଚ ଦିନ ପାଇଁ କିନ୍ତୁ ଆଶ୍ବସ୍ତି ଆଣିଦେଇଛି ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଭାରତର କୌଣସି ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ବା ହିଟ୍…

ନିଯୁକ୍ତି ପାଇବାକୁ ଅପେକ୍ଷା ନକରି ଚାକିରି ଦେବାକୁ ପ୍ରୟାସ କର: ରାଷ୍ଟ୍ରପତି

ବାରିପଦା: ଶନିବାର ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇବାକୁ ଅପେକ୍ଷା କରିବା ଅପେକ୍ଷା ନିଯୁକ୍ତି ସୃଷ୍ଟିକାରୀ ହୋଇ ଦେଶର ଉନ୍ନତି ପାଇଁ ଉଦ୍ୟମ…

ନିମନ୍ତ୍ରଣ ସତ୍ବେ ଦେଖା କରିବାକୁ ମିଳିଲାନି ସୁଯୋଗ, ଚିରି ଫୋଫାଡି ଦେଲେ ପୂର୍ବତନ ମନ୍ତ୍ରୀ

ବାରିପଦା: ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ବେଳେ ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ ଅଭିଯୋଗ କରିଛନ୍ତି ଯେ, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିବା ପରେ ହଲ୍ ଭିତରକୁ ଯିବାକୁ ଅନୁମତି ନଦେଇ…

୧୩ ବର୍ଷ ପରେ ମୁମ୍ବାଇକୁ ଘରେ ହରାଇଲା ଚେନ୍ନାଇ

ଚେନ୍ନାଇ: ଚଳିତ ଆଇପିଏଲରେ ଶନିବାର ଚେନ୍ନାଇ ସୁପର କିଙ୍ଗସ ୬ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ୧୩ ବର୍ଷ ପରେ ମୁମ୍ବାଇ ଘରେ ହରାଇବାରେ ଶେଷରେ ଚେନ୍ନାଇ ସଫଳ ହୋଇଛି । ଶେଷଥର ୨୦୧୦ରେ ଚେପକରେ ମୁମ୍ବାଇ ବିଜୟ ହାସଲ କରିଥିଲା । ଉଭୟ ଟିମ ମଧ୍ୟରେ ୩୬ଟି ମ୍ୟାଚ ଖେଳାଯାଇଛି ।…